Parenting Tips- ପୁଅ ଓ ଝିଅ କଣ ଆପଣଙ୍କ କଥା ମାନୁ ନାହାଁନ୍ତି ? କଣ କରିବେ ? ଜଲ୍ଦି ଦେଖନ୍ତୁ…

ଆଜିକାଲି ପିଲା ମାନେ ମାତା ପିତାଙ୍କ କଥା ମାନୁ ନାହାନ୍ତି । ଏହାର କାରଣ ହେଉଛି ମା ବାପାଙ୍କ ଅବହେଳା କାରଣ ପାଇଁ । ଆଜିକା ଡେଟରେ ପିଲା ମାନେ ଅଧିକ ପାଠ ପଢିବା ପ୍ରତି ଧ୍ୟାନ ଦେଉ ନାହାନ୍ତି । ଏହାର ମୁଖ୍ୟତ କାରଣ ହେଉଛି ପ୍ରତେକ ଘରେ ଘରେ ଟିଭି, ଲ୍ୟାପଟପ ଓ ମୋବାଇଲ ରହିଛି ଯାହା କାରଣରୁ ପିଲା ପାଠ ପଢିବାରେ ଧ୍ୟାନ ଦେଉ ନାହାନ୍ତି । ମୋବାଇଲ ଦେଖିବା ଦ୍ଵାରା ପିଲାଙ୍କର ମାନସିକ ସ୍ତରରେ ଖରାପ ପ୍ରଭାବ ପଡୁଛି ।

ସେମାନେ କିଛି ଭଲ ଶିଖିବା ବଦଳରେ ମୋବାଇଲର ଖରାପ ବ୍ୟବହାର କରୁଛନ୍ତି ଯାହାର ପ୍ରଭାବ ସେମାନଙ୍କ ଶାରୀରିକ ଓ ମାନସିକ ସ୍ତରରେ ପ୍ରଭାବ ପଡୁଛି । ଆଜି କାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବଡ ପିଲା ମୋବାଇଲର ବ୍ୟବହାର କରୁଛନ୍ତି ଯାହା ସଂପୂର୍ଣ୍ଣ ଭୁଲ ଅଟେ । ଏଥିପାଇଁ ଦାୟୀ ହେଉଛନ୍ତି ବାପା ମା ।

କାରଣ ଆଜିକା ଡେଟରେ ମା ବାପା କାମ କରିବା କାରଣରୁ ପିଲାଙ୍କୁ ଅଧିକ ସମୟ ଦେଇପାରୁ ନାହାନ୍ତି ଯାହା ଫଳରେ ପିଲା ଖରାପ ବାଟ ଅବଲମ୍ବନ କରୁଛନ୍ତି । ଏଥିପାଇଁ ପିଲା ବାପା ମାଙ୍କ କଥା ଶୁଣୁ ନାହାନ୍ତି ଯାହା ପହଲରେ ସେମାନଙ୍କର ଭବିଷ୍ୟତ ଅନ୍ଧାର ହୋଇପାରେ । ତେଣୁ ପିଲା ମୋବାଇଲ ଦେଖିବା ସମୟରେ କିଛି ଶିକ୍ଷାଗତ ଜିନିଷ ବା ଶିଖିବା ଭଳି ଦୃଶ୍ୟ ଦେଖାଇବା ଉଚିତ ।

ଏହା ବ୍ୟତିତ ପିଲାମାନେ ପାଠ ନ ପଢିଲେ ତାଙ୍କ ସହ ଅଧିକ ସମସ୍ଯା ବିତାଇବା ସହ ତାଙ୍କର ପାଠ ପଢା ପ୍ରତି ବାପା ମା ଅଧିକ ଧ୍ୟାନ ଦେବା ଉଚିତ । ପିଲାଙ୍କୁ ଗେମ ପ୍ରତି ଅଧିକ ଆଗ୍ରହ ଦେବାକୁ ଦିଅନ୍ତୁ ନାହି । କାରଣ ଗେମ ହେଉଛି ଏକ ନିଶା ଯାହା ପିଲାଙ୍କ ମାନସିକ ସ୍ତରରେ ପ୍ରଭାବ ପଡୁଛି । ତେଣୁ ପ୍ରତେକ ବାପା ମା ପିଲାଙ୍କ ସହ କୌଣସି ଜାଗାକୁ ବୁଲିବାକୁ ଯିବା ସହ ତାଙ୍କୁ ଟିକେ ସମୟ ଦିଅନ୍ତୁ । ଦିନରେ କମ ସେ କମ ପିଲାଙ୍କ ସହ ଘଣ୍ଟା ଘଣ୍ଟା ଯାଏଁ ସମୟ ଦିଅନ୍ତୁ ।

ପିଲାଙ୍କ ମନରେ କଣ ଚାଲିଛି, ସେ କଣ କରିବାକୁ ଇଚ୍ଛା କରୁଛନ୍ତି, କଣ ଖାଇବାକୁ ଇଚ୍ଛା କରୁଛି ବା କୌଣସି କାମ ପ୍ରତି ପିଲାର ଆଗ୍ରହ ରହିଛି ତାହା ବୁଝିବା ଦାୟିତ୍ଵ ହେଉଛି ଅଭିଭାକଙ୍କର । ଯଦି ପିଲା କୌଣସି ଭୁଲ ନିପଟି ନେଉଛି ତେବେ ପିଲା ଉପରେ ନ ରାଗି ସଠିକ ନିସ୍ପତି ନେବା ପାଇଁ ତାକୁ ପରାମର୍ଶ ଦେବା ଉଚିତ । ଛୋଟ ପିଲାଙ୍କର ମାନସିକ ବିକାଶ ଠିକ ଭାବେ ହୋଇନ ଥାଏ । ତେଣୁ ତାଙ୍କୁ ଠିକ ବାଟ ଦେଖାଇବା ଦାୟିତ୍ଵ ହେଉଛି ବାପା ମାଙ୍କର ।

କେବେ ବି ପିଲାଙ୍କ ଉପରେ ଚାପ ପକାଇବା ଅନୁଚିତ । ମା ସରସ୍ଵତୀଙ୍କ ଯନ୍ତ୍ର ପିଲାଙ୍କ ରୁମରେ ଲଗାଇବା ସହ ପାଠ ପଢିବା ସମୟରେ ପୂର୍ବ ଦିଗକୁ ମୁହଁ କରି ବସିବା ଉଚିତ । ତେଣୁ ବାପା ମା କଳହ ନ ଲାଗିବା ଅନୁଚିତ ଓ ପ୍ରତେକ ସୋମବାର ମନ୍ଦିର ଯିବା ଦ୍ଵାରା ପିଲାଙ୍କର ଗ୍ରହ ଦୋଷ ଥିଲେ ଦୂରେ ହେବ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ 

Leave a Reply

Your email address will not be published. Required fields are marked *