ଋଣ ନେଇ କଣ ଆପଣ ଶୁଝି ପାରୁନାହାଁନ୍ତି ? ତେବେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ, ସବୁ ଋଣ ଏକା ଥରେ ସୁଝିଯିବ…

ପ୍ରତେକ ବ୍ୟକ୍ତି ପରିସ୍ଥିତି ଅନୁଯାୟୀ କରଜ କରିଥିଲେ ସୁଝି ପାରନ୍ତି ନାହି । ବ୍ୟକ୍ତି କରଜ ସେତେବେଳେ କରିଥାଏ ଯେତେବେଳେ ତାର ସ୍ଥିତି ଅଧିକ ଖରାପ ରହିଥାଏ । ଆଜିକାଲି ଲୋକ ମାନେ ଅନେକ ଉପାୟରେ କରଜ ବା ଋଣ କରିଥାନ୍ତି । ଅନେକ ଲୋକ ମାନେ ଲୋନ ନେବା ପରେ ସୁଝି ପାରନ୍ତି ନାହି । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଉପାୟ ବିଷୟରେ କହିବାକୁ ଯାଉଛି ଯାହା ଦ୍ଵାରା ଆପଣ କରଜ ରେ ବୁଡି ରହିଥିଲେ ସେଥିରୁ ମୁକ୍ତି ପାଇ ପାରିବେ ।

ଯଦି ଆପଣ ଅନେକ ଦିନ ହେବ କରଜ ରେ ବୁଡି ରହିଛନ୍ତି ତେବେ ଆପଣ ଭଗବାନ ଗଣେଶଙ୍କ ପୂଜା କରିବା ସହ ଆରାଧନା କରନ୍ତୁ । ଏହା ସହ ମହାଦେବଙ୍କ ଭକ୍ତି କରନ୍ତୁ । ମଙ୍ଗଳ ଗ୍ରହର ଆଶୀର୍ବାଦ ରହିଲେ ଆପଣ ରୁଣ ରୁ ମୁକ୍ତି ପାଇ ପାରିବେ । ମହାଦେବଙ୍କ ମନ୍ତ୍ର ଯାହା ହେଉଛି ଓମ ରୁଣ ମୁକ୍ତେଶ୍ଵର ମହାଦେବାୟ ନମହ ଜପ କରିବା ଦ୍ଵାରା ରୁଣ ରୁ ଆପଣ ମୁକ୍ତି ପାଇ ପାରିବେ ।

ଏହି ମନ୍ତ୍ର କୁ ୧୦୮ ଥର ଜପ କରିବା ଉଚିତ । ଏହା ବ୍ଯତୀତ ପ୍ରତେକ ସୋମବାର ଦିନ ମହାଦେବଙ୍କ ମନ୍ଦିର ଯାଆନ୍ତୁ । ଏହା ସହ ମଙ୍ଗଳ ଗ୍ରହକୁ ମଜବୁତ କରିବା ପାଇଁ ଓମ ମଙ୍ଗଳ ମୁର୍ତ୍ତେୟ ନମହ ମନ୍ତ୍ର ଜପ କରିବା ଉଚିତ । ଏହି ମନ୍ତ୍ର କୁ ୧୦୮ ଥର ଜପ କରିବା ଦ୍ଵାରା ଋଣ ରୁ ମୁକ୍ତି ପାଇ ପାରିବେ ।

ଏହା ଛଡା ଭଗବାନ ଗଣେଶଙ୍କ ମନ୍ତ୍ର ଓମ ଗଙ୍ଗ ଗଣପତେୟ ନମହ କୁ ୧୦୮ ଥର ଜପ କରିବା ଦ୍ଵାରା ଆପଣ କରଜରୁ ମୁକ୍ତି ପାଇ ପାରିବେ । ଆଉ କିଛି ଟିପ୍ସ ଗୁଡିକ ହେଉଛି ପୂର୍ଣ୍ଣିମା ବା ମଙ୍ଗଳବାର ଦିନ ଆପଣ ଉଧାର ଦିଅନ୍ତୁ । ଏହା ସହ ବୁଧାର ଦିନ କରଜ ନେଇଥିଲେ ଋଟର୍ନ ନିଅନ୍ତୁ । ଯଦି ଆପଣ କାହାକୁ ଟଙ୍କା ପଇସା ଦେବାକୁ ଚାହୁଁଛନ୍ତି ତେବେ ମଙ୍ଗଳବାର ଦିନ ଦେଇ ବୁଧବାର ଦିନ ଫେରସ୍ତ ପାଆନ୍ତୁ । ଭୁଲ ରେ ବି ମଙ୍ଗଳବାର ଦିନ କରଜ ନେବା ଉଚିତ ନୁହେଁ । ଯାହା ଦ୍ଵାରା ଆପଣଙ୍କର ସବୁ ସମସ୍ଯା ଅଧିକ ବଢିଯିବ ।

ଯଦି ଆପଣ ଲୋନ ନେଇଛନ୍ତି ତେବେ ପ୍ରଥମ କିସ୍ତି ମଙ୍ଗଳବାର ଦିନ ଦେବା ଦ୍ଵାରା ରୁଣ ଜଲ୍ଦି ସୁଝିଯିବ । ଏହା ବ୍ଯତୀତ ମଙ୍ଗଳ ସ୍ରୋତ ପାଠ କରିବା ଦ୍ଵାରା ଋଣ ସୁଝି ଯିବ । କରଜ ରୁ ମୁକ୍ତି ପାଇବା ପାଇଁ ଗରିବ ଲୋକଙ୍କୁ ନାଲି ମସୁର ଡାଲି ଦାନ କରିବା ଉଚିତ । ଏହା ସହ ଆପଣଙ୍କର ଘରର ଇଶାନ କୋଣ ସର୍ବଦା ସଫା ସୁତୁରା ରଖିବା ଦ୍ଵାରା କରଜ ରୁ ମୁକ୍ତି ପାଇବେ ।

ଭଗବାନ ଗଣେଶଙ୍କ ପାଠ ଶୁକ୍ଲା ପକ୍ଷ ବୁଧବାର ଦିନ ପାଠ କରିବା ଦ୍ଵାରା ଆପଣଙ୍କର କରଜ ସୁଝିଯିବ । ବୁଧବାର ଦିନ ମୁଗ ଡାଲି ଭାଜି ଘିଅ ରେ ଭାଜି ଗାଈଙ୍କୁ ଖାଇବାକୁ ଡେଲ କରଜ ଜଲ୍ଦି ସୁଝିଯିବ । ସୋରିଷ ତେଲର ଦୀପ ଘରେ ଲଗାଇବା ଦ୍ଵାରା କରଜରୁ ମୁକ୍ତି ପାଇ ପାରିବେ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *