ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବ୍ୟକ୍ତିଙ୍କ ପାଦର ଚିହ୍ନ ଅନୁଯାୟୀ ତାଙ୍କର ବ୍ୟକ୍ତିତ୍ବ ଓ ସ୍ଵଭାବ କିପରି ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ଯାହା ଦ୍ଵାରା ଆପଣ ନିଜ ବିଷୟରେ ଓ ଅନ୍ୟ ମାନଙ୍କ ବିଷୟରେ କିଛି ଖାସ କଥା ଜାଣିବାକୁ ପାଇବେ । ଏଥିପାଇଁ ଆପଣ ନିଜର ପାଦକୁ ଓଦା କରି ଏମିତି ଜାଗାରେ ପାଦ ଦିଅନ୍ତୁ ଯାହା ଦ୍ଵାରା ପାଦ ଚିହ୍ନ ଦ୍ଵାରା ଜାଣି ହେବ କି ଭବିଷ୍ୟତ ଓ ସ୍ଵଭାବ ବିଷୟରେ ଜାଣି ହେବ ।
୧ – ଆପଣ ମାନେ ଏହି ଭିଡିଓରେ ଯେଉଁ ପ୍ରଥମ ପାଦ ଚିହ୍ନ ଦେଖୁଛନ୍ତି ତାହା ମାଟିରେ ପୁରା ସିଧା ଭାବେ ଆସିଛି । ଯଦି କୌଣସି ଝିଅର ଏଭଳି ପାଦ ଚିହ୍ନ ଆସେ ତେବେ ସେ ବହୁତ ସରଳ ସ୍ଵଭାବର ହେବେ । ଏମାନେ ଇମାନଦାର ହେବା ସହ ସଠିକ ଚିନ୍ତାଧାରା ଏମାନଙ୍କର ରହିଥାଏ । ଏମାନେ ପାଠ ପଢାରେ ତୀବ୍ର ହୋଇଥାନ୍ତି କିନ୍ତୁ ଏମାନଙ୍କୁ ଭାଗ୍ଯର ସାଥ ମିଳେ ନାହି । ଏମାନେ ଯେତେ ଅଧିକ ପାଠ ପଢିଲେ ମଧ୍ୟ ଲାଭ ମିଳେ ନାହି । ଆର୍ଥିକ ସ୍ଥିତି ଭଲ ରୁହେ ନାହି ।
ଚାକିରୀ ମିଳିବାରେ ସମସ୍ଯା ଆସିବା ସହ ଏମାନଙ୍କର ବିବାହ ପରେ ସ୍ଥିତିରେ ସୁଧାର ଆସିଥାଏ । ଏମାନଙ୍କର ୩୬ ବର୍ଷରେ ଭାଗ୍ୟ ଉଦୟର ସମ୍ଭାବନା ରହିଥାଏ । ଏଭଳି ପ୍ରକୃତିର ପୁରୁଷ ସୁସ୍ଥ ହେବା ସହ ଏମାନଙ୍କର ଜୀବନ ଅସ୍ଥାୟୀ ହୋଇଥାଏ । ଏମାନେ ଲାଇଫରେ ସମସ୍ୟାର ସାମନା କରିଥାନ୍ତି କାରଣ ଏମାନେ ନିଜ ଚିନ୍ତାଧାରାରେ ଅଟଳ ରହିଥାନ୍ତି । ଏମାନେ ନିଜ ହିସାବରେ ବଞ୍ଚିବାକୁ ଚେଷ୍ଟା କରିଥାନ୍ତି ।
୨- ଦିତୀୟ ଚିତ୍ର ରେ ଆପଣ ମାନେ ଯେଉଁ ପାଦ ଚିହ୍ନ ଦେଖୁଛନ୍ତି ତାହା ପୁରା ସିଧା ନାହି । ଏଭଳି ଲୋକ ଏମାନେ ଯେତେ ଅଧିକ ପରିଶ୍ରମ କରିଥାନ୍ତି ସେତିକି ଉନ୍ନତି କରିଥାନ୍ତି । ଏମାନେ ବହୁତ ପ୍ୟାରା ହେବା ସହ ସମୟର ମାଲିକ ହୋଇଥାନ୍ତି । ଏମାନେ ଜୀବନରେ ପରିଶ୍ରମ କରିଲେ ସବୁ କିଛି ପାଇଥାନ୍ତି ଯାହା ସେମାନଙ୍କର ଇଚ୍ଛା ରହିଥାଏ ।
କିନ୍ତୁ ଏମନାଙ୍କ ଠାରେ ଅଳସ ସ୍ଵଭାବ ରହିଥାଏ ଯେତେବେଳେ ଏମାନଙ୍କର ଭାଗ୍ୟ ଉଦୟ ହେବାର ସମୟ ରହିଥାଏ । ସେହି ସମୟରେ ଏମାନେ ଅଲଗା ହୋଇଥାନ୍ତି । ଏମାନଙ୍କର ଭାଗ୍ୟ ଉଦୟ ୨୮ ବର୍ଷ ପରେ ହୋଇଥାଏ ।
୩- ତୃତୀୟ ଚିତ୍ରରେ ସବୁଠାରୁ ବେଷ୍ଟ ପ୍ରିଣ୍ଟ ରହିଛି । ଏଭଳି ଲୋକେ ବହୁତ କିସ୍ମତବାଲା ହେବା ସହ ଆର୍ଥିକ ରୂପରେ ମଜବୁତ ହୋଥାନ୍ତି । ଏମାନେ ମାନସିକ ସ୍ତରରେ ବୁଦ୍ଧିମାନ ଓ ବିଦ୍ବାନ ହୋଇଥାନ୍ତି । ଏମାନେ ବଡ ବଡ ପଦ ହାସଲ କରିଥାନ୍ତି । ଏମାନେ ଜୀବନରେ ସବୁ କିଛି ହାସଲ କରିଥାନ୍ତି ଯାହା ଏମାନଙ୍କର ଆଶା ରହିଥାଏ । ଏମାନଙ୍କ ପାଇଁ କିଛି ବି କାମ କଷ୍ଟକର ନ ଥାଏ । ଏମାନେ ପ୍ରେତକ କାମକୁ ଅତି ସହଜରେ ସମାଧାନ କରିଥାନ୍ତି ଯାହା ପାଇଁ ଏମାନେ ପ୍ରଗତି ଆଡକୁ ଭବିଷ୍ୟତରେ ଅଗ୍ରସର ହୋଇଥାନ୍ତି ।
ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।