Ajira Anuchinta- କେଉଁ କନ୍ୟାକୁ ବିବାହ କଲେ ସ୍ଵାମୀର ହୋଇଥାଏ ସର୍ବନାଶ, ଏହା ସହିତ ପଢନ୍ତୁ ଆଜିର 14 ଟି Anuchinta

ବନ୍ଧୁଗଣ, ଶାସ୍ତ୍ର ଅନୁସାରେ ଏଭଳି ଅନେକ କଥା ରହିଅଛି ଯାହା ଆମ୍ଭେମାନେ ସାଧାରଣତ ଜାଣି ନଥାଉ । ଏବଂ ଜଣାଅଜାଣତରେ ଅନେକ ଭୁଲ ମାନ କରିଥାଉ । ଆମ୍ଭେ କରୁଥିବା ନୀତିଦିନିଆ କାର୍ଯ୍ୟ ରେ ଅନେକ ପ୍ରକାରର ଭୁଲ କରିଥାଉ ଫଳରେ ନାନା ପ୍ରକାର ସମସ୍ୟା ର ସମୁଖୀନ ହେବାକୁ ପଡିଥାଏ । ତେବେ ଆସନ୍ତୁ କିଛି ସେହିଭଳି ଭୁଲ ସମ୍ବନ୍ଧରେ ଜାଣିନେବା ଯାହାକୁ କରିବା ଆଦୌ ଉଚିତ ନୁହେଁ । ଏହିଭଳି ଭୁଲ ମାନ କରିଲେ ଆମ୍ଭକୁ ନାନା ପ୍ରକାର ସମସ୍ୟାର ସମୁଖୀନ ହେବାକୁ ପଡିବ ।

୧;- ଯେଉଁ ମହିଳା ମାନଙ୍କର ନାକ ଚେପଟା ସେଇ ମହିଳା ସାରା ଜୀବନ ଦୁଃଖ ରହିବା ସହ ସ୍ଵଭାବରେ ଦୁଃଖୀ ଅଟନ୍ତି ।

୨;- ଯେଉଁ ମହିଳାଙ୍କ ନାକ ଦେଖିବାକୁ ଗୋଲାକାର ସେହି ମହିଳା ସୌଭାଗିନୀ ଅଟନ୍ତି ।

୩;- ଯେଉଁ ମହିଳା ମାନଙ୍କ ନାକ ବଡ ହୋଇଥାଏ ସେହି ମହିଳା ମାନେ ଅତ୍ୟନ୍ତ ସୁଖି ହୋଇଥାନ୍ତି ।

୪;- ଯେଉଁ ମହିଳା ମାନଙ୍କ ନାକର ଡାହାଣ ପାଖରେ କଳାଜାଇ ରହିଥାଏ ସେମାନେ ସ୍ଵଭାବରେ ଲକ୍ଷ୍ମୀମନ୍ତ ହୋଇଥାନ୍ତି । ଏମାନେ ଯେଉଁ ଘରକୁ ବୋହୁ ହୋଇ ଯାଇଥାନ୍ତି ସେହି ଘର ଧନଧାନ୍ୟରେ ପରିପୂର୍ଣ୍ଣ ହୋଇ ରହିଥାଏ ।

୫;- ଯେଉଁ ମହିଳା ମାନଙ୍କ ନାକ ଲମ୍ବା ସେମାନେ ସର୍ବଦା ସ୍ଵାମୀ ସୁଖରୁ ବଞ୍ଚିତ ହୋଇ ରହିଥାନ୍ତି ।

୬;- ଯେଉଁ ମହିଳା ମାନଙ୍କ ନାକ ସରୁ ସେମାନେ ଗୋପନ ପ୍ରଣୟିନୀ ହୋଇଥାନ୍ତି । ଏମାନେ କେବେ ମଧ୍ୟ ନିଜ ଭଲପାଇବାକୁ ଅନ୍ୟ ଆଗରେ ପ୍ରକାଶ କରନ୍ତି ନାହିଁ ।

୭;- ଯେଉଁ ମହିଳା ମାନଙ୍କ ନାକ ଅତି ଗୋଜିଆ ଏବଂ ଲମ୍ବା ହୋଇଥାଏ, ସେମାନେ ସାଧାରଣତ କଳହ ପ୍ରକୃତିର ହୋଇଥାନ୍ତି ।

୮;- ଯେଉଁ ମହିଳା ମାନଙ୍କ ନାକର ବାମ ପଟେ କଳାଜାଇ ରହିଥାଏ ସେହି ପ୍ରକାର ମହିଳା ମାନେ ଅତି ସୌଭାଗ୍ୟଶାଳୀ ହୋଇଥାନ୍ତି । ଯେଉଁ ନାରୀ ହସିଲେ ତାଙ୍କ ଗାଲ ଗାତ ହୋଇଯାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।

୯;- ଯେଉଁ ମହିଳା ମାନଙ୍କ ପାଦ ର ଆଙ୍ଗୁଳି ଲାଗିଲାଗି ହୋଇ ରହିଥାଏ ଏବଂ ନଖ ସୁନ୍ଦର ଏବଂ ସମାନ ହୋଇ ରହିଥାଏ, ସେହି ମହିଳା ମାନେ ଖୁବ ଶୁଭଦାୟକ ହୋଇଥାନ୍ତି ।

୧୦;- ଯେଉଁ ମହିଳା ମାନଙ୍କ ପାଦ ଦୁଇଟି ଦେଖିବାକୁ କୁଲାପରି ହୋଇଥାଏ, ଦେଖିବାକୁ ଅସୁନ୍ଦର ବକ୍ର ଏବଂ ଆଙ୍ଗୁଠି ଗୁଡିକ ମଧ୍ୟରେ ଫାଙ୍କ ଥାଏ, ସେମାନେ ଜୀବନରେ ଦରିଦ୍ର ହୋଇ ରହିଥାନ୍ତି ।

୧୧;- ଯେଉଁ ମହିଳା ମାନଙ୍କ ପାଦରେ ଅନାମିକା ଆଙ୍ଗୁଳି ନଥାଏ, ସେହି ପ୍ରକାର ମହିଳା ମାନେ କଳିହୁଡୀ ସ୍ଵଭାବର ହୋଇଥାନ୍ତି । ଏବଂ ସେମାନେ ସର୍ବଦା ସ୍ଵାମୀ ଦ୍ରୋହୀ ମଧ୍ୟ ହୋଇଥାନ୍ତି ।

୧୨;-  ଯେଉଁ ମହିଳା ମାନଙ୍କର କେଶ ଲମ୍ବା ନ ହୋଇ ଛୋଟ ଛୋଟ ସରୁ ଓ ସୁନ୍ଦର ଦେଖା ଯାଉଥାଏ, ସେହି ମହିଳା ମାନେ ରାଜକନ୍ୟା ହୋଇଥାନ୍ତି ।

୧୩;- ଯେଉଁ ମହିଳା ମାନଙ୍କର କେଶ ଲମ୍ବା ଏବଂ ଚିକ୍କଣ ହୋଇଥାଏ, ସେମାନେ ସର୍ବଦା ସୌଭାଗ୍ୟବତୀ ହୋଇଥାନ୍ତି ।

୧୪;- ଯେଉଁ ମହିଳା ଙ୍କ କାଣୀ ଆଙ୍ଗୁଠି ଭୁଇଁରେ ଲାଗେ ନାହିଁ ସେହି ମହିଳା ପ୍ରଥମ ବିବାହିତା ସ୍ଵାମୀଙ୍କୁ ବିନାଶ କରେ, ବିଧବା ପରେ ଯଦି ସେ ପୁଣି ବାହା ହୁଏ ତେବେ ଦ୍ଵିତୀୟ ସ୍ଵାମୀର ବିନାଶ ଘଟାଏ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *