ବନ୍ଧୁଗଣ ସାଧାରଣତଃ ସମସ୍ତ ମଣିଷଙ୍କୁ କିଛି ଗୁରୁତ୍ଵପୂର୍ଣ୍ଣ କଥା ଗୁଡିକର ପାଳନ କରିବା ଉଚିତ । ଏହା ଦ୍ଵାରା ମଣିଷ ଜୀବନ ସୁଖ ସମୃଦ୍ଧିରେ ଭରିଯିବ । ଏହା ସହିତ ମଣିଷକୁ କେବେ ହେଲେ କୌଣସି ସମସ୍ଯାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆଜିର କିଛି ଅନୁଚିନ୍ତା ବିଷୟରେ । ଜୀବନରେ ସୁଖ ଶାନ୍ତି ପ୍ରାପ୍ତ କରିବାକୁ ହେଲେ କେଉଁ ନୀତି ନିୟମ ପାଳନ କରିବା ଆବଶ୍ୟକ ? ଆସନ୍ତୁ ତାହା ସମ୍ବନ୍ଧରେ ଜାଣିବା ।
୧;- ଯେଉଁ ମହିଳା ମାନଙ୍କର କଣ୍ଠ କୋମଳ ଏବଂ କଥାବାର୍ତ୍ତା ଧୀର ସ୍ଵଭାବର ହୋଇଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ମହିଳା ଅଟନ୍ତି । ଯେଉଁ ମହିଳା ଙ୍କ ଓଠ ଦୁଇ ଆଙ୍ଗୁଳି ବଡ ହୋଇଥାଏ ସେହି ମହିଳା ମାନେ ସୌଭାଗ୍ୟଶାଳୀ ହୋଇଥାନ୍ତି ।
୨;- ଯେଉଁ ମହିଳା ମାନେ ଆସ୍ତିକ, କ୍ଷମାଶୀଳ, ଦାନଶୀଳ, ବୁଦ୍ଧିମତୀ, ଏବଂ କର୍ତ୍ତବ୍ୟ ପରାୟଣ ହୋଇଥାନ୍ତି, ସେହି ମହିଳା ମାନେ ସାକ୍ଷାତ ମାତା ଲକ୍ଷ୍ମୀ ଙ୍କ ସ୍ୱରୂପ ହୋଇଥାନ୍ତି ।
୩;- ଯେଉଁ ମହିଳା ମାନେ ଘରକୁ ଆସିଥିବା ଅତିଥି ଙ୍କୁ ଆଦର ପୂର୍ବକ ସତ୍କାର କରିଥାନ୍ତି, ସେହି ମହିଳା ମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି ।
୪;- ଯେଉଁ ମହିଳା ମାନେ ସକାଳେ ଓ ସନ୍ଧ୍ୟାରେ ଘରେ ଦେବୀ ଦେବତାଙ୍କୁ ଧୂପ ଦୀପ ଦେଇ ପୂଜା କରନ୍ତି ସେମାନେ ଭାଗ୍ୟବତି ହୋଇଥାନ୍ତି ।
୫;- ଯେଉଁ ମହିଳା ଙ୍କ ଗାଲ ଗୋଲ, ସୁନ୍ଦର ଓ ଶିର ଦେଖାଯାଏ, ସେମାନେ ମାତା ଲକ୍ଷ୍ମୀ ଙ୍କ ରୂପାସ୍ଵରୂପା ହୋଇଥାନ୍ତି ।
୬;- ଚତୁର୍ଥୀ ତିଥି ରେ କେବେ ମୂଳା ଖାଇବା ଉଚିତ ନୁହେଁ, ଏହାଦ୍ଵାରା ଧନହାନି ର ସମ୍ଭାବନା ରହିଥାଏ ।
୭;- ଷଷ୍ଠି ତିଥିରେ ନିମ୍ବ ଦାନ୍ତକାଠି ବ୍ୟବହାର କରିବା ଉଚିତ ନୁହେଁ । ଏହାଦ୍ଵାରା ବହୁତ ଅମଙ୍ଗଳକାରୀ ହୋଇଥାଏ ।
୮;- ଶାସ୍ତ୍ର ଅନୁସାରେ ଅଷ୍ଟମୀ ତିଥିରେ କେବେ ମଧ୍ୟ ନଡିଆ ଖାଇବା ଉଚିତ ନୁହେଁ । ଏହାଦ୍ବାରା ବୁଦ୍ଧି ନାସ ହୋଇଥାଏ ।
୯;- ଅମାବାସ୍ୟା, ପୂର୍ଣ୍ଣିମା, ସଙ୍କରନ୍ତି ଅଷ୍ଟମୀ, ପିତୃଶ୍ରାଦ୍ଧ ଏବଂ ରବିବାର ରେ କେବେ ମଧ୍ୟ କଂସା ବାସନରେ ଖାଇବା ଉଚିତ ନୁହେଁ ଏହା ଅମଙ୍ଗଳକାରୀ ହୋଇଥାଏ ।
୧୦;- ପାଣି କେବେ ମଧ୍ୟ ଠିଆ ହୋଇ ପିଇବା ଉଚିତ ନୁହେଁ । ଏହାଦ୍ବାରା ଆଣ୍ଠୁଗଣ୍ଠି ଯନ୍ତ୍ରଣା ଦେଖାଦେଇ ଥାଏ ।
୧୧;- ଯେଉଁ ଖାଦ୍ୟ ତିଆରି ସମୟରେ ଝଗଡା ହୋଇଥାଏ କିମ୍ବା ଖାଦ୍ୟ ଉପରେ କିଏ ଡେଇଁକି ଯାଇଥାଏ ସେହି ଖାଦ୍ୟ ଖାଇବା ଅନୁଚିତ । ଏହା ରାକ୍ଷାଶ ଭୋଜନ ହୋଇଥାଏ ।
୧୨;- ରାତ୍ରି ସମୟରେ କେବେ ମଧ୍ୟ ଦହି କିମ୍ବା ଛତୁଆ ଖାଇବା ଉଚିତ ନୁହେଁ, ଏହା ଦ୍ଵାରା ଅର୍ଥ ହାନୀର ସମ୍ଭାବନା ଥାଏ ।
୧୩;- ଘରର ମୁଖ୍ୟ ଦ୍ଵାର କିମ୍ବା ଗାଧୁଆ ଘର ସାମ୍ନାରେ ଡାଇନିଙ୍ଗ ରୁମ କରିବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ ।
୧୪;- ଜୋଟା କିମ୍ବା ଚପଲ ମାଡି କେବେ ମଧ୍ୟ ଭୋଜନ କରିବା ଉଚିତ ନୁହେଁ, ଏହାଦ୍ଵାରା ଅଶୁଭ ହୋଇଥାଏ ଏବଂ ଅମଙ୍ଗଳକାରୀ ମଧ୍ୟ ହୋଇଥାଏ ।
ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।