ଦରିଦ୍ର ସମସ୍ଯା କିପରି ହେବ ଦୂର ? (Ajira anuchinta)

୧;- ବନ୍ଧୁଗଣ, ଆଜିକାଲି ଛୋଟ ଛୋଟ ଝିଅ ମାନଙ୍କର କେଶ ଉପୁଡି ଯାଉଛି । ଛୋଟବେଳୁ ପିଲାଗୁଡାକ ବୁଢାଭଳି ଦେଖା ଯାଉଛନ୍ତି ଚୁଟି ଉପୁଡିଗଲେ ଆଉ କଣ ରହିଥାଏ ? କାରଣ ସୌନ୍ଦର୍ଜ୍ୟ ହିଁ ମୂଳ କାରଣ । ଆପଣ ବହୁତ ମେଡ଼ିସିନ ମଧ୍ୟ ବ୍ୟବହାର କରୁଛନ୍ତି କିନ୍ତୁ ଆପଣଙ୍କୁ କିଛି ଫଳ ମିଳୁନାହିଁ, ମାତ୍ର ଗୋଟିଏ କଥା ଆପଣ ମନେ ରଖନ୍ତୁ ଯଦି ଆପଣଙ୍କ କେଶ ଉପୁଡୁଥାଏ, ତେବେ ଲୁଣକୁ ଗୁଣ୍ଡା କରି ଦିଅନ୍ତୁ ।

ଏହା ପରେ ରାତିରେ ଶୋଇଲା ସମୟରେ ଲୁଣ କୁ କେଶ ମୂଳରେ ଘଷି ଦିଅନ୍ତୁ । ଏହାକୁ ୭ ଦିନ ପର୍ଯ୍ୟନ୍ତ କରନ୍ତୁ ଏହାପରେ ଆଉ ୭ ଦିନ ଦୁଦୁରା ପତ୍ର ର ରସ ବାଟି ମୁଣ୍ଡରେ ଲଗାନ୍ତୁ, ରାତିରେ ଶୋଇଲା ସମୟରେ ୧୪ ଦିନ ପରେ ୧୫ ଦିନ କୁ ଆପଣ ପରୀକ୍ଷା କରିବେ ଯେ ଆପଣଙ୍କ କେଶ ଆଉ ଉପୁଡିବ ନାହିଁ । ଏହା ଅନୁଭୂତି ଯୋଗମାଳା ବହିରେ ଲକ୍ଷ୍ମଣ ମିଶ୍ର ଙ୍କ ଲେଖା ଅଟେ । ପାଳନ କରିଲେ ନିଶ୍ଚିତ ଉପକାର ମିଳିବ ।

୨;- ଯେଉଁ ତରକାରୀ କରୁଛନ୍ତି ଘରେ ଲୁହା କଢେଇ ରେ ତରକାରୀ କଲେ ଅନେକ ଶୁଭ ହୋଇଥାଏ ଅନେକ ଫଳ ମିଳିଥାଏ । ଲୁହା ତାୱା ରେ ଯଦି ରୋଟି କରନ୍ତି ତେବେ ବହୁତ ଶୁଭ ହୋଇଥାଏ । କିନ୍ତୁ ଲୁହା ପାତ୍ରରେ କେବେ ଭୋଜନ କରନ୍ତୁ ନାହିଁ । ଏପରି କରିଲେ ଆପଣ ମାନଙ୍କର ମଙ୍ଗଳ ହେବ ।

୩;- ଠାକୁର ପୂଜା ନିମନ୍ତେ ଆପଣ ମାନେ ଫୁଲ, ବେଲପତ୍ର, ତୁଳସୀ ସଂଗ୍ରହ କରନ୍ତି ମାତ୍ର ମନେ ରଖିବେ ଭୂମି ରେ ପଡିଥିବା ଫୁଲ କିମ୍ବା ଆପେ ଆପେ ଝଡିପଡିଥିବା ଫୁଲ ଏହା ଠାକୁରଙ୍କ ପୂଜା ପାଇଁ ଯୋଗ୍ୟ ନୁହେଁ । ଆପଣ କେବେ ଏଥିରେ ଠାକୁର ପୂଜା କରନ୍ତୁ ନାହିଁ । କିନ୍ତୁ ଶେଫାଳିକା, ବଉଳ, ତୁଳସୀପତ୍ର, ବେଲପତ୍ର, ଏହା ଯଦି ଆପେ ଆପେ ଝଡି ପଡିଥାଏ କିମ୍ବା ଭୂମିରେ ପଡିଥାଏ ଏଥିରେ ଠାକୁରଙ୍କୁ ପୂଜା କରିଲେ କୌଣସି ଦୋଷ ନାହିଁ । ମାତ୍ର ଅନ୍ୟ ଫୁଲ ଯଦି ଝଡି ପଡିଥାଏ କିମ୍ବା ମାଟିରେ ପଡିଥାଏ ଏହା ଠାକୁର ପୂଜା ନିମନ୍ତେ ଯୋଗ୍ୟ ନୁହେଁ ।

୪;- ବର୍ଷା ଦିନରେ ବିଶେଷ ଭାବରେ ବିଜୁଳି ଘଡ ଘଡି ଆକାଶରେ ଜୋର ରେ ମାରେ । ଆପଣ ଯଦି ଘର ଭିତରେ ଅଛନ୍ତି ତେବେ ଅଲଗା କଥା ମାତ୍ର ଯଦି ଆପଣ ବାହାରକୁ କେଉଁଠାକୁ ଯାଇଛନ୍ତି ତେବେ ମନେ ରଖିବେ ଯଦି ଜୋର ରେ ବିଜୁଳି ଘଡ ଘଡି ମାରୁଥାଏ ଆପଣ ଦଧିଚି ଶବ୍ଦ ୭ ଥର ଉଚ୍ଚାରଣ କରନ୍ତୁ । ବିଜୁଳି ଘଡଘଡି କିଛି କ୍ଷତି କରିବ ନାହିଁ ଆପଣଙ୍କର ।

୫;- ପକେଟ ରେ ସମସ୍ତେ ମନିପର୍ସ ରଖୁଛନ୍ତି, କିନ୍ତୁ ଛିଡି ଯାଇଥିବା ମନିପର୍ସ ପକେଟ ରେ ରଖନ୍ତୁ ନାହିଁ । ଏବଂ ପୁରୁଣା ଦୋକାନ ଚିଠା ପକେଟ ରେ ରଖନ୍ତୁ ନାହିଁ । ଏବଂ ନୋଟ କୁ କେବେ ଭାଙ୍ଗି ପକେଟ ରେ ରଖନ୍ତୁ ନାହିଁ । ଏହା କରିଲେ ଲକ୍ଷ୍ମୀ ଋଷ୍ଠ ହୋଇଥାନ୍ତି । ଏହା ପାଳନ କରିଲେ ମଙ୍ଗଳ ହେବ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *