ବନ୍ଧୁଗଣ ସାଧାରଣତଃ ସମସ୍ତ ମଣିଷଙ୍କୁ କିଛି ଗୁରୁତ୍ଵପୂର୍ଣ୍ଣ କଥା ଗୁଡିକର ପାଳନ କରିବା ଉଚିତ । ଏହା ଦ୍ଵାରା ମଣିଷ ଜୀବନ ସୁଖ ସମୃଦ୍ଧିରେ ଭରିଯିବ । ଏହା ସହିତ ମଣିଷକୁ କେବେ ହେଲେ କୌଣସି ସମସ୍ଯାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆଜିର କିଛି ଅନୁଚିନ୍ତା ବିଷୟରେ । ଜୀବନରେ ସୁଖ ଶାନ୍ତି ପ୍ରାପ୍ତ କରିବାକୁ ହେଲେ କେଉଁ ନୀତି ନିୟମ ପାଳନ କରିବା ଆବଶ୍ୟକ ? ଆସନ୍ତୁ ତାହା ସମ୍ବନ୍ଧରେ ଜାଣିବା ।
୧:- ଯେଉଁ ମହିଳା ମାନଙ୍କ କଣ୍ଠ କୋମଳ ଏବଂ କଥାବାର୍ତ୍ତା ଧୀର ହୋଇଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ମହିଳା ଅଟନ୍ତି ।
୨:- ଯେଉଁ ମହିଳା ମାନେ ଆସ୍ତିକ, କ୍ଷମାଶିଳ, ଦାନଶିଳ, ବୁଦ୍ଧିମାନ ଏବଂ କର୍ତ୍ତବ୍ୟପରାୟଣ ସେମାନେ ସାକ୍ଷାତ ଲକ୍ଷ୍ମୀ ସ୍ୱରୂପ ଅଟନ୍ତି ।
୩:- ଯେଉଁ ମହିଳାମାନେ ଘରକୁ ଆସୁଥିବା ଅତିଥିଙ୍କୁ ଆଦର ପୂର୍ବକ ସତ୍କାର କରନ୍ତି ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୁଅନ୍ତି ।
୪:- ଯେଉଁ ମହିଳା ମାନେ ସକାଳେ ଓ ସନ୍ଧ୍ୟାବେଳେ ଘରେ ଦେବୀ ଦେବତାଙ୍କୁ ଧୂପ ଦୀପ ଦେଇ ପୂଜା କରନ୍ତି ସେମାନେ ଭାଗ୍ୟବତୀ ହୋଇଥାନ୍ତି ।
୫:- ଯେଉଁ ମହିଳା ମାନଙ୍କ ଗାଲ ଗୋଲ, ସୁନ୍ଦର ଓ ଶିର ଦେଖା ଯାଇ ନଥାଏ, ସେମାନେ ଦୈବୀ ଗୁଣଯୁକ୍ତ ମହିଳା ଅଟନ୍ତି ।
୬:- ଯେଉଁ ମହିଳାଙ୍କ ବେକ ଚାରି ଆଙ୍ଗୁଳି ବିଶିଷ୍ଟ ସୁନ୍ଦର ଓ ସୁଡୋଳ ସେମାନେ ଉତ୍ତମ ଲକ୍ଷଣ ଯୁକ୍ତ ମହିଳା ଅଟନ୍ତି ।
୭:- ଯେଉଁ ମହିଳା ମାନଙ୍କ ବେକରେ ଘଣ୍ଟିକା ଉଚ୍ଚ ହୋଇଥାଏ ସେମାନେ ସୌଭାଗ୍ୟଶାଳୀ ମହିଳା ହୋଇଥାନ୍ତି । ଯେଉଁ ମହିଳାଙ୍କ ଓଠ ଦୁଇ ଆଙ୍ଗୁଳି ସୁନ୍ଦର ଓ ମାଂସାଳ ତେବେ ସେମାନେ ସୌଭାଗ୍ୟଶାଳୀ ମହିଳା ଅଟନ୍ତି ।
୮:- ଯେଉଁ ମହିଳାଙ୍କ ବେକରେ ତିନୋଟି ରେଖା ପଡ଼ିଥାଏ ସେମାନଙ୍କ ସ୍ଵାମୀ ଐଶ୍ଵର୍ଯ୍ୟଶାଳୀ ହୋଇଥାନ୍ତି ।
୯:- ଯେଉଁ ମହିଳାଙ୍କ ନାକର ଅଗ୍ରଭାଗ ଅଳ୍ପ ଲମ୍ବି ଥାଏ ସେମାନଙ୍କୁ ବହୁତ ସୁଖ ଓ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ।
୧୦:- ଶରୀର ବିଜ୍ଞାନ ଅନୁସାରେ ଯେଉଁ ମହିଳାଙ୍କ ମୁହଁ ଟିକେ ଛୋଟ ହୋଇଥାଏ ସେମାନେ ପୁରୁଷଙ୍କ ପାଇଁ ମଙ୍ଗଳକାରୀ ଅଟନ୍ତି ।
୧୧:- ଯେଉଁ ମହିଳାଙ୍କ ଓଠ ମଝିରେ ରେଖା ଦେଖାଯାଏ ସେମାନେ ଅତ୍ୟନ୍ତ ସୌଭାଗ୍ୟଶାଳୀ ମହିଳା ହୋଇଥାନ୍ତି । ଯେଉଁ ମହିଳାଙ୍କ ପାଟିରେ ଉପରେ ୧୬ ଏବଂ ତଳେ ୧୬ ଟି ଦାନ୍ତ କ୍ଷୀର ପରି ସଫାଥାଏ ସେ ସ୍ୱାମୀର ପ୍ରିୟ ହୋଇଥାନ୍ତି ।
୧୨:- ଯେଉଁ ମହିଳାଙ୍କ ଜିଭ ପତଳା, ଲାଲ ଏବଂ କୋମଳ ହୋଇଥାଏ ସେମାନଙ୍କୁ ଉତ୍ତମ ପତି ଏବଂ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ।
୧୩:- ଯେଉଁ ମହିଳା ମାନେ ହସିବା ବେଳେ ପାଟି ଅଳ୍ପ ଖୋଲେ ଏବଂ ଦାନ୍ତ ଦେଖାଯାଏ ନାହିଁ ସେ ସ୍ଵାମୀଙ୍କ ପାଇଁ ସୌଭାଗ୍ୟ ଆଣିଥାନ୍ତି ।
୧୪:- ଯେଉଁ ମହିଳା ମାନଙ୍କ ଆଖି ହରିଣ ପରି, ଡୋଳା କଳା, ଆଖି ପତାରେ ଛୋଟ କଳା ଚୁଟି ଥାଏ ସେମାନେ ଶୁଭ ହୋଇଥାନ୍ତି ।
୧୫:- ଯେଉଁ ମହିଳା ମାନଙ୍କ ହାତ କୋମଳ, ଲୋମ ନଥାଏ, କାନ୍ଧ ଆଗକୁ ଥାଏ । ସେମାନେ ଜୀବନରେ ବହୁତ ସୁଖ ଭୋଗ କରନ୍ତି ।
୧୬:- ଯେଉଁ ମହିଳାଙ୍କ ବାମ ହାତରେ, ବେକରେ, ଗାଲରେ, ଓଠରେ ଓ କାନରେ ତିଳଚିହ୍ନ ଥାଏ ସେମାନେ ସୁଖ ଭୋଗ କରିଥାନ୍ତି ।
୧୭:- ଯେଉଁ ମହିଳାଙ୍କ ହାତ ପାପୁଲି କୋମଳ ଏବଂ ହାତରେ ପଦ୍ମ, ପତଳା, ମାଛ ଓ ଶଙ୍ଖ ଚିହ୍ନ ଥାଏ ସେମାନଙ୍କ ସ୍ଵାମୀ ଧନବାନ ହୋଇଥାନ୍ତି ।
୧୮:- ଯେଉଁ ମହିଳାଙ୍କ ପାଦର ଆଙ୍ଗୁଠି ଗୁଡାକ ଲାଗି ରହିଥାଏ ଏବଂ କୋମଳ ହୋଇଥାଏ ସେ ବହୁତ ସୌଭାଗ୍ୟଶାଳୀ ହୋଇଥାନ୍ତି ।
୧୯:- ଯେଉଁ ମହିଳାଙ୍କ ପାଦର ଆଙ୍ଗୁଠି ମଧ୍ୟରେ ଫାଙ୍କ ରହିଥାଏ ସେମାନେ ଧନ ସଞ୍ଚୟ କରି ପାରି ନଥାନ୍ତି ।
୨୦:- ମହିଳା ମାନେ ଯଦି କିଛି ଧଳା ରଙ୍ଗର ଜିନିଷ କାହାକୁ ଦାନ କରନ୍ତି ତେବେ ଘରେ କେବେ ଧନର ଅଭାବ ହେବନାହିଁ ।
୨୧- ଯେଉଁ ଝିଅ ମାନନକର ହାତ ଓ ଗୋଡ ରେ ଅଧିକ ବାଳ ରହିଥାଏ ସେମାନେ ଅଧିକ ଭୋଗ ବିଳାସ ପ୍ରିୟ ହୋଇଥାନ୍ତି । ସେମାନେ ସବୁବେଳେ ସୁସ୍ଵାଦୁ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ।
ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।