ମହିଳା ମାନଙ୍କୁ ଦେବୀଙ୍କ ସ୍ୱରୂପ ମାନାଯାଏ । ଏମିତି ମାନାଯାଏ କି ଯେଉଁ ଘରେ ମହିଳାଙ୍କର ସମାନ ହୁଏ ନାହି ସେହି ଘରେ ମା ଲକ୍ଷ୍ମୀ ପ୍ରବେଶ କରନ୍ତି ନାହି । ଯେଉଁ ପୁରୁଷ ସ୍ତ୍ରୀର ଅପମାନ କରିଥାଏ ତା ଜୀବନରେ ଧନ ହାନି ହୋଇଥାଏ । ସେ ମା ହୁଅନ୍ତୁ କି ସ୍ତ୍ରୀ ବା ଝିଅ ହୁଅନ୍ତି କାହାରି ଅପମାନ କରିବା ଅନୁଚିତ । ଏମିତି କିଛି ମହିଳା ଅଛନ୍ତି ଯେଉଁ ମାନେ ନିଜର କର୍ମ ଅନୁଯାୟୀ ଘର ବରବାତ ହୋଇଯାଏ । ମହିଳା ମାନେ କିଛି ଖାସ କଥା ଉପରେ ଧ୍ୟାନ ଦେବା ଉଚିତ ବୋଲି ଶାସ୍ତ୍ରରେ କୁହାଯାଇଛି ।
ଆଜି ଆମେ ଆପଣ ମାନଙ୍କୁ ମହିଳା ନିଜର କେଉଁ ଜିନିଷ ଅନ୍ୟକୁ ଦାନ କରିବା ଅନୁଚିତ ସେହି ବିଷୟରେ କହିବାକୁ ଯାଉଛୁ । ୧- ମହିଳା ମାନଙ୍କୁ ନିଜର ଶ୍ରୀଙ୍ଗାର ଅନ୍ୟକୁ ଦାନ କରିବା ଉଚିତ ନୁହେଁ । ସୁହାଗିନୀ ମହିଳା ମାନେ ନିଜର ମଙ୍ଗଳସୂତ୍ର ଅନ୍ୟ କାହାକୁ ଦେବା ଉଚିତ ନୁହେଁ । କାରଣ ଏହାର ବିଶେଷ ମହତ୍ଵ ମହିଳାଙ୍କ ଜୀବନରେ ରହିଥାଏ ।
୨- ହିନ୍ଦୁ ଶାସ୍ତ୍ର ଅନୁସାରେ ସିନ୍ଦୁର ତାର ବଡ ପରିଚୟ ହୋଇଥାଏ । ଯାହା ସ୍ଵାମୀଙ୍କ ସୁରକ୍ଷା ପାଇଁ ସ୍ତ୍ରୀ ଲଗାଇଥାଏ । କିନ୍ତୁ ଅନେକ ସମୟରେ ସ୍ତ୍ରୀ ସିନ୍ଦୁର ଲଗାଇବା ସମୟରେ ଅସାବଧାନତା କରିଥାନ୍ତି । ସିନ୍ଦୁର ଲଗାଇବାର ସଠିକ ସମୟ ହେଉଛି ସ୍ନାନ କରିବା ପରେ ମୁଣ୍ଡରେ ଓଢଣା ଦେଇ ଲଗାଇବା ଉଚିତ । ଅନେକ ସମୟରେ ମହିଳା ମାନେ ନିଜର ସିନ୍ଦୁର ଅନ୍ୟ କାହାକୁ ଲଗାଇବା ପାଇଁ ଦେଇଥାନ୍ତି ଜାହ ସଂପୂର୍ଣ୍ଣ ଭୁଲ ଅଟେ । ଏହା ସହ ଘରେ କଳହ ସୃଷ୍ଟି ହୋଇପାରେ ।
୩- ବିବାହିତା ମହିଳା ମାନଙ୍କୁ କେବେ ବି ନିଜର କାଜଲ ଅନ୍ୟ ମହିଳାଙ୍କୁ ଦାନ କରିବା ଉଚିତ ନୁହେଁ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏମିତି କରିବା ଦ୍ଵାରା ସ୍ବାମୀଙ୍କ ପ୍ରେମ ତାଙ୍କ ସ୍ତ୍ରୀ ଙ୍କ ପାଇଁ କମ ହୋଇଥାଏ । ବୈଜ୍ଞାନିକ ଦ୍ରୁଷ୍ଟି ରେ ଦେଖିବାକୁ ଗଲେ ଏମିତି କରିବା ଦ୍ଵାରା ଆଖିରେ ଇନଫେକସନ ହୋଇପାରେ ।
୪- ସୁହାଗିନୀ ସ୍ତ୍ରୀ ଙ୍କୁ ନିଜ ହାତରେ ପିନ୍ଧିଥିବା ଚୁଡି କେବେ ବି ଅନ୍ୟ ସ୍ତ୍ରୀ କୁ ଦେବା ଉଚିତ ନୁହେଁ । ଏମିତି କରିବା ଦ୍ଵାରା ଆପଣଙ୍କ ଭାଗ୍ୟ କମଜୋର ହୋଇଥାଏ । ଚୁଡି ଦାନ କରିବା ଦ୍ଵାରା ଆପଣଙ୍କ ଭାଗ୍ୟ ଅନ୍ୟ ମହିଳାଙ୍କ ଆଡକୁ ଯାଇଥାଏ । ତେଣୁ ନିଜର ପିନ୍ଧିଥିବା ଚୁଡି ଅନ୍ୟ ମହିଳା ଙ୍କୁ ଦାନ କରିବା ଉଚିତ ନୁହେଁ ।
୫- ଶାସ୍ତ୍ର ଅନୁଯାୟୀ ବିବାହିତ ମହିଳା ନିଜର ବିନ୍ଦି ବା ଟିକିଲି ଅନ୍ୟ ମହିଳାଙ୍କୁ ଦାନ କରିବା ଅନୁଚିତ । ଏମିତି କରିବା ଦ୍ଵାରା ସ୍ବାମୀଙ୍କ ଜୀବନରେ ଉପରେ ବିପଦ ଅଶିବା ସହ ଦାଂପତ୍ଯ ଜୀବନରେ ସମ୍ପର୍କ ବିଗିଡି ଯାଇପାରେ ।
୬- ଗୋଡ ମୁଦି ସୁହାଗିନୀ ମହିଳାଙ୍କର ନିଶାନି ମାନାଯାଏ । ତେଣୁ ଭୁଲରେ ବି ବିବାହିତ ମହିଳା ନିଜ ଗୋଡ ମୁଦିକୁ ଅନ୍ୟ ମହିଳାଙ୍କୁ ଦାନ କରିବା ଅନୁଚିତ । ଏମିତି କରିବା ଦ୍ଵାରା ଆର୍ଥିକ ସମସ୍ଯା ଆସିଥାଏ ।
ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।