Ajira Upadesha- ଥରେ ନଡିଆର ଏହି ଚମତ୍କାର ଉପାୟ କରି ନିଅନ୍ତୁ, ଦୂର ହୋଇଯିବ ଦୁର୍ଭାଗ୍ୟ …

୧;- ସବୁବେଳେ ସୁଖଦୁଃଖ ଏହା ସହିତ ଚାଲେନାହିଁ । ସୁଖ ଆସିଲେ ସୁଖ ମିଳିବ ଏବଂ ଦୁଃଖ ଆସିଲେ ଦୁଃଖ ମିଳିବ । ଯଦି ବାରମ୍ବାର ବାରମ୍ବାର ଦୁର୍ଭାଗ୍ୟ ଆସୁଛି କ୍ଷୟ କ୍ଷତି ବହୁତ ଆସୁଛି ମନସ୍ତାପ ବହୁତ ହେଉଛି, ତେବେ ଆମ୍ଭେମାନେ ନଡିଆ ଯାଚିଥାଉ । ମାତ୍ର ସବୁଠାରୁ ଭଲ କଥା ହେଉଛି ଯେ ଆପଣ ନଡିଆ ଆଣିବେ ନିଜ ମଥାରେ ଲଗାଇ ନିକଟବର୍ତ୍ତୀ ନଦୀ ରେ ଭସାଇ ଦେବେ । ଏପରି କରିଲେ ଆପଣଙ୍କର ଦୁର୍ଭାଗ୍ୟ ତାହା ମାଧ୍ୟମ ଦେଇ ଚାଲିଯିବ ।

୨;- ଯେଉଁ ମାନଙ୍କ ରୋଜଗାର ବା ଆୟ ଭଲ ରହିଥାଏ ଏବଂ ସ୍ଥାୟୀ ରହିଥାଏ ସେମାନେ ଭାଗ୍ୟବାନ ହୋଇଥାନ୍ତି । କାରଣ ନିଶ୍ଚିତ ଆୟ ଦ୍ଵାରା ଜୀବନକୁ ସୁଖମୟ କରିହୁଏ । ୩;- ପଇସା ଲୋଭରେ କେବେ ମଧ୍ୟ ନିଜର ବ୍ୟବସାୟ ଏବଂ ଚାକିରି କୁ ବିପଦ ରେ ପକାଇବା ଉଚିତ ନୁହେଁ । ଏହା ଦ୍ଵାରା ଦୁର୍ଭାଗ୍ୟ ଆସିବାର ସମ୍ଭାବନା ବହୁତ ଅଧିକ ଥାଏ ।

୪;- ଯଦି କୌଣସି ମହିଳା ଅଥବା ପୁରୁଷ ଙ୍କୁ ସଦାଚାରୀ ଜୀବନ ସାଥି ମିଳିଯାଏ ତେବେ ସେମାନେ ଭାଗ୍ୟବାନ ହୋଇଥାନ୍ତି କାରଣ ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ଏବଂ ସମସ୍ତ ଅଭାବ ଦୂର ହୋଇଥାଏ । ୫;- ଯେଉଁ ଲୋକ ମାନଙ୍କର ପିଲାମାନେ ଶିକ୍ଷିତ, ସଂସ୍କାରୀ ଓ ମା’ ବାପା ଙ୍କ ଆଦର କରିଥାନ୍ତି ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି କାରଣ ବୃଦ୍ଧାବସ୍ଥା ଜୀବନ ସେମାନଙ୍କର ସୁଖମୟ ହୋଇଥାଏ ।

୬;- ଯେଉଁ ଲୋକ ମାନେ ନିଜ ପରିବାର ସଂପୂର୍ଣ୍ଣ ଧ୍ୟାନ ରଖିଥାନ୍ତି ଏବଂ ବନ୍ଧୁବାନ୍ଧବ ପଡୋଶୀ ସହିତ ଉତ୍ତମ ସମ୍ପର୍କ ରଖିଥାନ୍ତି ସେମାନେ ଭାଗ୍ୟବାନ ହୋଇଥାନ୍ତି କାରଣ ପ୍ରତ୍ୟକ କାର୍ଯ୍ୟରେ ସହଯୋଗ ମିଳିଥାଏ ।

୭;- ଶାସ୍ତ୍ର ଅନୁସାରେ ଯେଉଁ ଲୋକ ମାନେ ଗୁପ୍ତା କଥାକୁ ଅନ୍ୟ ଆଗରେ ପ୍ରକାଶ କରନ୍ତି ନାହିଁ ସେମାନଙ୍କ ଭାଗ୍ୟ ପ୍ରବଳ ହୋଇଥାଏ ।

୮;- ଯେଉଁ ଲୋକମାନେ ନିଜର ପ୍ରଶଂସା କରନ୍ତି ନାହିଁ ସେମାନେ ଭାଗ୍ୟଶୀଳ ହୋଇଥାନ୍ତି କାରଣ ଶାସ୍ତ୍ର ଅନୁସାରେ ନିଜ ପ୍ରଶଂସା ନିଜେ କରିବା ଦ୍ଵାରା ଅହଂକାର ବୃଦ୍ଧି ହୋଇଥାଏ ।

୯;- ଯେଉଁ ଲୋକମାନେ ଅନ୍ୟ ମାନଙ୍କୁ ସନମାନ କରନ୍ତି ଏବଂ ବୟସ୍କ ଲୋକଙ୍କୁ ଆଦର କରନ୍ତି ସେମାନେ ଭାଗ୍ୟବାନ ହୋଇଥାନ୍ତି । କାରଣ ତାଙ୍କ ଉପରେ ଭଗବାନ ଙ୍କ ଆଶୀର୍ବାଦ ସବୁବେଳେ ରହିଥାଏ ।

୧୦;- ଯେଉଁ ଲୋକମାନେ ସବୁବେଳେ ଧର୍ମ ମାର୍ଗ ରେ ଚାଲିଥାନ୍ତି ଭଗବାନ ସେମାନଙ୍କ ଉପରେ ସବୁବେଳେ ସନ୍ତୁଷ୍ଠ ରହିଥାନ୍ତି ଯାହା ଫଳରେ ସେମାନେ ଉତ୍ତମ ଭାଗ୍ୟ ପ୍ରାପ୍ତି କରିଥାନ୍ତି ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ମହତ୍ଵପୂର୍ଣ୍ଣ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ 

Leave a Reply

Your email address will not be published. Required fields are marked *