୧;- ନାରୀ ଋତୁବତୀ ହେବାର ୪ ଦିନ ପର୍ଯ୍ୟନ୍ତ ଯୌନାଙ୍ଗରୁ ରକ୍ତସ୍ରାବ ହୋଇଥିବାରୁ ନାରୀ ସଙ୍ଗମ ନିଷେଧ । ପଞ୍ଚମ ଦିନରେ ସିଦ୍ଧ ସ୍ନାନ ପରେ ନାରୀ ସାଙ୍ଗମା ବିଧେୟ । ତେବେ ଆଜିର ବିଷୟ ହେଉଛି ଯେ କିପରି ସହବାସ କରିଲେ ପୁତ୍ର ଏବଂ କନ୍ୟା ହୁଏ ? ତେବେ ଆସନ୍ତୁ ଏହି ସଂପୂର୍ଣ୍ଣ ବିଷୟ ସମ୍ବନ୍ଧରେ ଆଲୋଚନା କରିବା ।
୨;- ପ୍ରଥମ ଦିନ ସହବାସ କରିଲେ ସ୍ଵାମୀ ସ୍ତ୍ରୀ ରୋଗୀ ହୁଅନ୍ତି । ଦ୍ଵିତୀୟ ଦିନରେ ସହବାସ କରିଲେ ମୃ-ତ ସନ୍ତାନ ହୋଇଥାଏ । ତୃତୀୟ ଦିନରେ ସହବାସ କରିଲେ ମୃ-ତ ସନ୍ତାନ ହୋଇଥାଏ । ଚତୁର୍ଥ ଦିନରେ ସହବାସ କରିଲେ ଜନ୍ମିତ ସନ୍ତାନ ଦରିଦ୍ର ହୋଇଥାଏ । ପଞ୍ଚମ ଦିନରେ ସହବାସ କରିଲେ ଜନ୍ମିତ କନ୍ୟା ସୌଭାଗ୍ୟବତୀ ହୋଇଥାଏ । ଷଷ୍ଟ ଦିନରେ ସହବାସ କରିଲେ ଜନ୍ମିତ ପୁତ୍ର ପିତା ଙ୍କ ଭଳି ହୋଇଥାନ୍ତି ।
୩;- ସପ୍ତମ ଦିନରେ ସହବାସ କରିଲେ ଜନ୍ମିତ କନ୍ୟା ସୁନ୍ଦରୀ ତଥା ଗୁଣବତୀ ହୋଇଥାଏ । ଅଷ୍ଟମ ଦିନରେ ସହବାସ କରିଲେ ଜନ୍ମିତ ପୁତ୍ର ଧାର୍ମିକ ଜାତ ହୋଇଥାଏ । ନବମ ଦିନରେ ସହବାସ କରିଲେ ଭାଗ୍ୟବତୀ କନ୍ୟା ଜାତ ହୁଏ । ଦଶମ ଦିନରେ ସହବାସ କରିଲେ ଭାଗ୍ୟବାନ ପୁତ୍ର ଜନ୍ମ ହୋଇଥାଏ ।
୪;- ଏକାଦଶ ଦିନରେ ସହବାସ କରିଲେ ଅଧର୍ମ କନ୍ୟା ଜନ୍ମ ଜାତ ହୋଇଥାଏ । ଦ୍ଵାଦଶ ଦିନରେ ସହବାସ କରିଲେ କନ୍ୟା ତୀବ୍ର ଗୋରା ଜାତ ହୋଇଥାନ୍ତି । ତ୍ରୟୋଦଶ ଦିନରେ ସହବାସ କରିଲେ ଶାବନୀ କନ୍ୟା ଜାତ ହୁଏ । ଚତୁର୍ଦଶ ଦିନରେ ସହବାସ କରିଲେ ସୁଶୀଳ ପୁତ୍ର ଜାତ ହୁଏ ।
୫;- ପଞ୍ଚଦଶ ଦିନରେ ସହବାସ କରିଲେ ସତୀ କନ୍ୟା ଜାତ ହୁଏ । ଷୋଳଶ ଦିନରେ ସହବାସ କରିଲେ ବୁଦ୍ଧିମାନ ତଥା ଜ୍ଞାନୀ ପୁତ୍ର ଜାତ ହୁଏ । ସତର ଶହ ଦିନରେ ସହବାସ କରିଲେ ଗର୍ଭ ଧାରଣ ହୁଏ ନାହିଁ ।
୬;- ଶାସ୍ତ୍ର ଅନୁସାରେ ଯେଉଁ ମାନଙ୍କର ଶରୀର ସବୁବେଳେ ସୁସ୍ଥ ରହିଥାଏ, ସେମାନେ ଭାଗ୍ୟବାନ ହୋଇଥାନ୍ତି । କାରଣ ସେମାନେ ସୁଖ ସମୃଦ୍ଧି ଭୋଗ କରି ପାରିଥାନ୍ତି ।
୭;- ଯଦି ଆପଣ ନିରୋଗୀ ରହିବେ ତେବେ ଯେକୌଣସି କାର୍ଯ୍ୟ ମନଲଗାଇ କରି ପାରିବେ ଏବଂ କାର୍ଯ୍ୟରେ ସହଜରେ ସଫଳତା ମିଳିପାରିବେ ।
୮;- ଯେଉଁ ମାନଙ୍କ ପାଖରେ ଉତ୍ତମ ଗୁରୁ ରହିଥାନ୍ତି ସେମାନେ ଭାଗ୍ୟବାନ ହୋଇଥାନ୍ତି । କାରଣ ଗୁରୁ ସବୁବେଳେ ଉନ୍ନତିର ମାର୍ଗ ଦେଖାଇଥାନ୍ତି ।
୯;- ମହାତ୍ମା ବିଦୁର କହିଛନ୍ତି ସେହି ଲୋକ ଭାଗ୍ୟବାନ ଯାହାଙ୍କ ଗୁରୁ ଭଲ ସଂସ୍କାର ଏବଂ ରାସ୍ତା ଶିଖାଇଥାନ୍ତି ଯାହା ଫଳରେ ସେମାନେ ବିପଦ ସମୟରେ ନିଜକୁ ଉଦ୍ଧାର କରି ପାରିଥାନ୍ତି ।
ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ମହତ୍ଵପୂର୍ଣ୍ଣ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ