ବନ୍ଧୁଗଣ ସାଧାରଣତଃ ସମସ୍ତ ଲୋକ ନିଜ ଜୀବନରେ ବହୁତ ବଡ ବଡ ପରୀକ୍ଷା ଦେଇଥାନ୍ତି । ଏମିତିକି ଚାକିରି କ୍ଷେତ୍ରରେ କେତେକ ସାଧାରଣ ଜ୍ଞାନର ବହୁତ ଗୁରୁତ୍ଵ ରହିଥାଏ । ବନ୍ଧୁଗଣ ସବୁଠାରୁ କଠିନ ପରୀକ୍ଷା ହେଉଛି ଆଇଏଏସ ପରୀକ୍ଷା । ଆପଣ ମାନେ ସମସ୍ତେ ଏହି ପରୀକ୍ଷା ବିଷୟରେ ନିଶ୍ଚୟ ଜାଣିଥିବେ । ଏହି ପରୀକ୍ଷାରେ ବହୁତ କଠିନ ପ୍ରଶ୍ନ ପଚରା ହୋଇଥାଏ ଓ ବହୁତ କମ ଲୋକ ଏହି କଠିନ ପ୍ରଶ୍ନର ଉତ୍ତର ଦେଇ ପାରନ୍ତି ।
୧;- କେଉଁ ଗଛରେ ଫୁଲ ହୁଏ ନାହିଁ ?
ଉତ୍ତର;- ପଣସ ଗଛ ।
୨;- ଜୀବନ କାଳ ମଧ୍ୟରେ ଗୋଟିଏ କାଳ ଫଳ ହେଉଥିବା ଗଛ କିଏ ?
ଉତ୍ତର;- କଦଳୀ ଗଛ ।
୩;- କେଉଁ ଜୀବ ଜିଭରେ ଚାଟି ଚାଟି ଖାଏ ?
ଉତ୍ତର;- କୁକୁର ।
୪;- ଏକ ବର୍ଷରୁ କମ ବଞ୍ଚୁଥିବା ଗଛଟି କିଏ ?
ଉତ୍ତର;- କାକୁଡି ।
୫;- କେଉଁ ଜୀବତୀର ଗୋଟିଏ ଶିଙ୍ଘ ଥାଏ ?
ଉତ୍ତର;- ଗଣ୍ଡା ।
୬;- ଦୁର୍ବଳ କାଣ୍ଡଯୁକ୍ତ ଉଦ୍ଭିଦକୁ କ’ଣ କୁହାଯାଏ ?
ଉତ୍ତର;- ଲତା ।
୭;- କେଉଁଟି ତୈଳବୀଜ ନୁହେଁ ?
ଉତ୍ତର;- ଗହମ ।
୮;- ଉଭୟ ଜଳ ଏବଂ ସ୍ଥଳ ରେ ବାସ କରୁଥିବା ପ୍ରାଣୀ କିଏ ?
ଉତ୍ତର;- ବେଙ୍ଗ ।
୯;- ଉଦ୍ଭିଦ ଖ୍ୟାଦ୍ୟ ପ୍ରସ୍ତୁତି ସମୟରେ କେଉଁ ଗ୍ୟାସ ଗ୍ରହଣ କରେ ?
ଉତ୍ତର;- ଅଙ୍ଗାରକାମ୍ଳ ।
୧୦;- ଅଦାର କେଉଁ ଅଂଶଟି ଆମେ ଖାଉ ?
ଉତ୍ତର;- ଚେର ।
୧୧;- ଶରୀରର କେଉଁ ଭିତର ଅଙ୍ଗ ର-କ୍ତ ସଞ୍ଚାଳନରେ ମୁଖ୍ୟ ଭୂମିକା ନିଏ ?
ଉତ୍ତର;- ହୃତପିଣ୍ଡ ।
୧୨;- କେଉଁ ଜୀବଟିର ଚଳନ ଶକ୍ତି ନାହିଁ ?
ଉତ୍ତର;- ଉଦ୍ଭିଦ ।
୧୩;- ଭାରତର ଜାତୀୟ ନୀତି କ’ଣ ?
ଉତ୍ତର;- ଅହିଂସା ।
୧୪;- ସଦାକୋଟ କାହିଁକି ପ୍ରସିଦ୍ଧ ?
ଉତ୍ତର;- ରାଜେନ୍ଦ୍ର ପ୍ରସାଦଙ୍କ ଜନ୍ମସ୍ଥାନ ।
୧୫;- ସୁରଟ କାହିଁକି ପ୍ରସିଦ୍ଧ ?
ଉତ୍ତର;- ଲୁଗାକଳ ।
୧୬;- ପ୍ରଥମ ଇଲେକ୍ଟ୍ରିକ ଟ୍ରେନ ର ନାମ ?
ଉତ୍ତର;- ଡେକାନ କୁଇନ ।
୧୭;- କମ୍ପାସରେ କେଉଁ ଚୁମ୍ବକ ଥାଏ ?
ଉତ୍ତର;- ସୂଚୀ ଚୁମ୍ବକ ।
୧୮;- ଭାରତଙ୍କ କେଉଁ ରାଜ୍ୟରେ ପୁରୁଷଙ୍କ ଅପେକ୍ଷା ସ୍ତ୍ରୀ ସଂଖ୍ୟା ଅଧିକ ?
ଉତ୍ତର;- କେରଳ ।
୧୯;- ଟ୍ରେନ ର ଶେଷ ବାଗିର ପଛପଟେ X କାହିଁକି ଲେଖାଯାଏ ?
ଉତ୍ତର;- ଟ୍ରେନ ଉପରେ ନଜର ରଖୁଥିବା କର୍ମଚାରୀ ଜାଣି ପାରିବେ ଯେ ଟ୍ରେନର ସବୁ ବଗି ଷ୍ଟ୍ରେସନ ଅତିକ୍ରମ କଲାବୋଲି ।
୨୦;- ବାହାଘର ପରେ ଝିଅ ମାନଙ୍କର କେଉଁ ଜିନିଷ ଛୋଟ ହୋଇଯାଏ ?
ଉତ୍ତର;- ଆଶା ।
୨୧;- ଦୁନିଆର ସବୁଠାରୁ ସୁନ୍ଦର ଦେଶ କେଉଁ ଦେଶ ଅଟେ ?
ଉତ୍ତର;- ସିଙ୍ଗାପୁର ।
୨୨;- କେଉଁ ଦେଶରେ ଗୋଟିଏ ବି ୫ ଷ୍ଟାର ହୋଟେଲ ନାହିଁ ?
ଉତ୍ତର;- ମ୍ୟାକ୍ସିକୋ ।
୨୩;- ପୃଥିବୀରେ ମୋଟ ରେ କେତୋଟି ମହାଦ୍ଵୀପ ଅଛି ?
ଉତ୍ତର;- ୭ ଟି ।
୨୪;- ପୂର୍ଣ୍ଣ ସ୍ଵରଜ ର ନାରା କିଏ ଦେଇଥିଲା ?
ଉତ୍ତର;- ଜବାହରଲାଲ ନେହେରୁ ।