Vastu Shastra- ହୋଲି ପୂର୍ବରୁ ଘରକୁ ନେଇ ଆସନ୍ତୁ ଏହି 1 ଜିନିଷ, ବର୍ଷ ସାରା ଘରେ ହେବ ଧନର ବର୍ଷା

ନମସ୍କାର ବନ୍ଧୁଗଣ ତେବେ ଖୁସି, ଆନନ୍ଦ ଉଲ୍ଲାସର ସମାରୋହ। ରଙ୍ଗର ପର୍ବ ହୋଲି। ବସନ୍ତ ଋତୁରେ ଫଗୁଣ ମାସରେ ପୂର୍ଣ୍ଣିମା ତିଥିରେ ଏହାକୁ ପାଳନ କରାଯାଏ। ତେବେ ଏହି ରଙ୍ଗରେ ଯେ କେବଳ ଲୋକେ ରଙ୍ଗେଇ ହୁଅନ୍ତି ତାହା ନୁହେଁ ଭଗବାନ ମଧ୍ୟ ଫଗୁ ରଙ୍ଗରେ ରଙ୍ଗୀନ ହୁଅନ୍ତି। ତେବେ ହୋଲିର ଦିନକ ପୂର୍ବରୁ ପାଳନ କରାଯାଏ ହୋଲିକା ଦହନ। ତେବେ ଅଧର୍ମ ଉପରେ ଧର୍ମର ବିଜୟ ପର୍ବ ଭାବେ ପାଳିତ ହୁଏ ହୋଲିକା ଦହନ।

ପୌରାଣିକ କଥା ଅନୁସାରେ, ହିରଣ୍ୟକଶ୍ୟପର ଭଉଣୀ ଯେ କି ଶିବଙ୍କ ଠାରୁ ବର ପ୍ରାପ୍ତ କରିଥିଲେ ଯେ ସେ ଜଳରେ ବୁଡ଼ିବେ ନାହିଁ କି ନିଆଁରେ ପୋଡ଼ିବେ ନାହିଁ।ତେବେ ନାସ୍ତିକତା ପ୍ରମତ୍ତ ହିରଣ୍ୟକଶ୍ୟପକୁ ଭଗବାନ ବିଷ୍ଣୁଙ୍କ ମାୟାରେ ଶିକ୍ଷା ଦେବାପାଇଁ ହୋଲିକା ରାକ୍ଷସୀକୁ ପୁତ୍ର ପ୍ରହ୍ଲାଦ ସହିତ ଅଗ୍ନିରେ ପ୍ରବେଶ କରାଇଥିଲା  ।

ଏହି ଅଗ୍ନିରେ ଭଗବାନ ବିଷ୍ଣୁଙ୍କୁ ସ୍ୱଚ୍ଛ ମନରେ ପ୍ରାର୍ଥନା କରି ପ୍ରହଲ୍ଲାଦ ବଞ୍ଚିଯାଇଥିଲେ ଓ ଖରାପ ମନୋଭାବ ରଖି ନିଆଁରେ ବସିଥିବା ହୋଲିକା ଜଳିପୋଡ଼ି ପାଉଁଶ ହୋଇ ଯାଇଥିଲା।ତେବେ କୁହାଯାଏ କି ହୋଲିକା ଦହନ ଦିନ ମନୁଷ୍ୟ ଜୀବନରୁ ପ୍ରତ୍ୟେକ ଦୁଃଖ ଦୂର ହେବା ସହ ମନସ୍କାମନା ପୂରଣ ହୋଇଥାଏ।

ହୋଲିକା ଦହନ ଦିନ ବିଧି-ବିଧାନର ସହ ପୂଜା କରିବା ଦ୍ୱାରା ସମସ୍ତ ଦୁଃଖ ଦୂର ହୋଇଥାଏ ଏବଂ ସୁଖ-ସମୃଦ୍ଧି ପ୍ରାପ୍ତ ହୋଇଥାଏ।ତେବେ ଏହି ଦିନ ଆପଣ ଧନ ପ୍ରାପ୍ତି ପାଇଁ ଚାହାନ୍ତି କିମ୍ବା କୌଣସି ଭଲ ଚାକିରୀ  । ନିଜ ବ୍ୟବସାୟ ର ଉନ୍ନତି ଚାହାନ୍ତି ତେବେ ଆପଣ କିଛି ସୋରିଷ ଦାନା,ଲୁଣ ଓ ଗହମ ଦାନା କୁ ନିଜ ଚାରିପଟେ ଓଲଟା ବୁଲାଇ ପବିତ୍ର ଅଗ୍ନି ରେ ପକାଇଦେଲେ ଆପଣଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଯିବ ।

ତେବେ ଏହା ଛଡା ଯଦି ଆପଣ ନିଜ ଦିନକୁ ଶୁଭ କରିବା ପାଇଁ ଚାହାନ୍ତି ତେବେ ଆପଣ ଏହି ଦିନ କିଛି ମିଠା ର ସେବନ କରନ୍ତୁ।ଗୁଜିଆ,ରସଗୋଲା, ଆଦି ଅନେକ କିନ୍ତୁ ଏହା ଛଡା ଆପଣ ଯଦି ଚଣା ର ସେଵନ କରନ୍ତି ତେବେ ଏହା ଖୁବ ଲାଭଦାୟକ ହୋଇଥାଏ ଏବଂ ବହୁତ ଶୁଭ ମଧ୍ୟ ରହିଥାଏ।

ତେବେ ଏହି ଦିନ ଆପଣ ପ୍ରଥମେ କ୍ଷୀରି ପ୍ରସ୍ତୁତ କରି ମାତା ଲକ୍ଷ୍ମୀ ଙ୍କୁ ଭୋଗ କରନ୍ତୁ ଏବଂ ହୋଲିକା କୁ ମଧ୍ୟ ଭୋଗ ଲଗାଇବା ପରେ ନିଜେ ସେବନ କରନ୍ତୁ ତେବେ ଆପଣ ହୋଲିକା ର ଅଗ୍ନି ରେ ଗୋବର ଘଷି ମଧ୍ୟ ପକେଇ ପାରିବେ। ତେବେ ହୋଲିକା ଦିନ କିଛି ଖାଆନ୍ତୁ କି ନ ଖାଆନ୍ତୁ କିନ୍ତୁ ଗୁଜିଆ ନିଶ୍ଚିତ ଖାଇବା ଉଚିତ। ହୋଲିରେ ଘରକୁ ମା’ ଲକ୍ଷ୍ମୀ ଙ୍କ ମୂର୍ତ୍ତି କିମ୍ବା ଗଣେଶ ଭଗବାନ ଙ୍କ ମୂର୍ତ୍ତି ଘରକୁ ଆଣିବା ବହୁତ ଶୁଭ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *