ବନ୍ଧୁଗଣ, ଆମ୍ଭ ହିନ୍ଦୁ ଧର୍ମରେ ଶିବରାତ୍ରୀ ର ବହୁତ ମହତ୍ଵ ରହିଅଛି । ଶିବରାତ୍ରୀ ଫାଲ୍ଗୁନ ମାସର କୃଷ୍ଣପକ୍ଷ ର ଚତୁର୍ଦଶୀ କୁ ପାଳନ କରାଯାଇଥାଏ । ମାନାଯାଇଅଛି ଏହିଦିନ ପ୍ରକାଶ ରୂପରେ ଭଗବାନ ଶିବ ପ୍ରକଟ ହୋଇଥିଲେ । ଏବଂ ଭଗବାନ ଶିବ ଙ୍କର ବିବାହ ମାତା ପାର୍ବତୀ ଙ୍କ ସହିତ ଏହିଦିନ ହୋଇଥିଲା । ଏହିଦିନ ଯଦି ଆପଣ ପୂଜାପାଠ କରୁଛନ୍ତି ତେବେ ବିଶ୍ଵାସ କରନ୍ତୁ ଜୀବନରେ ସୁଖର ପ୍ରାପ୍ତି ହୋଇଥାଏ ।
ଏହିଦିନ ଭଗବାନ ଭୋଳାନାଥ ଙ୍କ ସାଧନା କରିବା ଦ୍ଵାରା ଧନଧାନ୍ୟ ସୁଖସମୃଦ୍ଧି ରେ ଘର ପରିପୂର୍ଣ୍ଣ ରହିଥାଏ । ଏହିଦିନ ଭଗବାନ ଭୋଳାନାଥ ଙ୍କୁ ପ୍ରସନ୍ନ କରିବାର ବହୁତ ଖାସ ଦିନ ମାନାଯାଇଅଛି । ମହାଶିବରାତ୍ରୀ ଦିନ ମହିଳା ଏବଂ କନ୍ୟା ମାନଙ୍କୁ ଶିବଲିଙ୍ଗ ର ସ୍ପର୍ଶ କରିବା କଥା ନୁହେଁ । ମାତ୍ର ଶାସ୍ତ୍ର ଅନୁସାରେ ଏହି ୫ ଜଣ ମହିଳାଙ୍କୁ ଏହିଦିନ ବ୍ରତ ରଖିବାକୁ ମନାକରାଯାଇଅଛି । ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।
୧;- ଯଦି ଆପଣ ହିନ୍ଦୁ ଧର୍ମ ଅନୁସାରେ ବିବାହ କରିନାହାଁନ୍ତି, ତେବେ ଆପଣ ଏହି ବ୍ରତ କରି ପାରିବେ ନାହିଁ ।
୨;- ମନରେ କ୍ରୂର ବିଚାର ରଖୁଥିବା ମହିଳା ଏହି ବ୍ରତ କରି ପାରିବେ ନାହିଁ ।
୩;- ଯେଉଁ ମହିଳା ଙ୍କ ବିବାହ ବିଛେଦ ହୋଇଛି ସେମାନେ ମଧ୍ୟ ଏହି ବ୍ରତ ତଥା ମହାଦେବ ଙ୍କ ଆରାଧାନା କରିପାରିବେ ନାହିଁ ।
୪;- ଜଣେ ବେଶ୍ୟା ର ପୂଜା ମଧ୍ୟ ଇଶ୍ଵର କେବେ ସ୍ଵୀକାର କରି ନଥାନ୍ତି ।
୫;- ପୁରାଣ ଅନୁସାରେ ଅନ୍ୟ ପୁରୁଷ ପ୍ରତି ଖରାପ ବିଚାର ରଖୁଥିବା ମହିଳା ମହାଶିବରାତ୍ରୀ ବ୍ରତ କରିପାରିବେ ନାହିଁ । ତେବେ ଆସନ୍ତୁ ଜାଣିବା ଭଗବାନ ଶିବ ଙ୍କୁ କିଭଳି ପୂଜା କରିବେ ? ଏହିଦିନ ଆପଣ ଦହି, କ୍ଷୀର ଏବଂ ଜଳରେ ଭଗବାନ ଶିବ ଙ୍କ ଅଭିଷେକ କରି ପାରନ୍ତି । ଆପଣ ବେଲପତ୍ର ମଧ୍ୟ ଅର୍ପଣ କରିପାରନ୍ତି ।
ଏହିଦିନ ଆପଣ ପୂଜନ ମଧ୍ୟ କରିପାରନ୍ତି । ମାତ୍ର ଶିବଲିଙ୍ଗର ସ୍ପର୍ଶ କରନ୍ତୁ ନାହିଁ । ମହାଶିବରାତ୍ରୀ ର ପାବନ ପର୍ବରେ ଭୋଳାନାଥ ଏବଂ ମାତା ପାର୍ବତୀ ଙ୍କ କୃପା ପ୍ରାପ୍ତ ନିମନ୍ତେ ଏହିସବୁ କଥାର ଧ୍ୟାନ ଅବଶ୍ୟ ରଖନ୍ତୁ । ଯାହାଦ୍ଵାରା ଆପଣଙ୍କୁ ବ୍ରତ ଏବଂ ପୂଜା ର ପୂର୍ଣ୍ଣ ଫଳ ପ୍ରାପ୍ତ ହେବ । ମହାଶିବରାତ୍ରୀ ରେ ଅଧିକ ସମୟ ପର୍ଯ୍ୟନ୍ତ ଶୁଅନ୍ତୁ ନାହିଁ । ସକାଳେ ସୂର୍ଯ୍ୟଉଦୟ ହେବା ପୂର୍ବରୁ ଉଠି ସ୍ନାନ ଅବଶ୍ୟ କରି ନିଅନ୍ତୁ । ଏଭଳି କରିବା ଆପଣଙ୍କ ନିମନ୍ତେ ବହୁତ ଶୁଭ ରହିବ ।
ଏହି ଦିନ ଭୁଲରେ ମଧ୍ୟ କଳା ରଙ୍ଗର ବ୍ରତ ଧାରଣ କରନ୍ତୁ ନାହିଁ । କାରଣ କଳା ରଙ୍ଗର ପୋଷାକ ଆଦୌ ପିନ୍ଧନ୍ତୁ ନାହିଁ । ମହାଶିବରାତ୍ରୀ ଦିନ ଶିବ ଲିଙ୍ଗ ଉପରେ ଚଢାଯାଇଥିବା ଜିନିଷ କୁ ଆଦୌ ଗ୍ରହଣ କରନ୍ତୁ ନାହିଁ । କାରଣ ଶିବଲିଙ୍ଗ ଉପରେ ଚଢାଯାଇଥିବା ଜିନିଷ କୁ ଅଶୁଭ ମାନାଯାଇଥାଏ । ଯଦି ଆପଣ ଶିବଲିଙ୍ଗ ଉପରେ ଜଳ ଚଢାଉଛନ୍ତି ତେବେ ଧ୍ୟାନ ରଖନ୍ତୁ ଶଙ୍ଖରେ ଜଳ ଆଦୌ ଚଢାନ୍ତୁ ନାହିଁ ।
ଭଗବାନ ଶିବ ଙ୍କୁ ଆପଣ ଲୋଟା ରେ ଜଳ ଅବଶ୍ୟ ଅର୍ପଣା କରନ୍ତୁ । ଶଙ୍ଖ ଦ୍ଵାରା ଭଗବାନ ଭୋଳାନାଥ ଙ୍କ ପୂଜା ଆଦୌ କରାଯାଇନଥାଏ । ଏବଂ ଲୋଟା ରେ ମଧ୍ୟ ଜଳ ଚଢାଉଥିବା ସମୟରେ ଏହି କଥାର ଅବଶ୍ୟ ଧ୍ୟାନ ରଖନ୍ତୁ ଯେ, ଆପଣ ଯଦି ଜଳ ରେ କ୍ଷୀର ଅଥବା ଦହି ମିଶାଇଛନ୍ତି ତେବେ ଆପଣ ଅଭିଷେକ କରିବା ସମୟରେ ତମ୍ବା ର ଲୋଟା ର ବ୍ୟବହାର କରନ୍ତୁ ନାହିଁ । କାରଣ ତମ୍ବା ପାତ୍ର ରେ କ୍ଷୀର ଏବଂ ଦହି ଦ୍ଵାରା ଜହର ବନିଯାଇଥାଏ ।
ଏଥିପାଇଁ କ୍ଷୀର ଏବଂ ଦହି ରେ ଅଭିଷେକ କରିବା ନିମନ୍ତେ ଆପଣ ପିତଳ ଅଥବା ଷ୍ଟିଲ କିମ୍ବା ଚାନ୍ଦି ର ଲୋଟା ର ବ୍ୟବହାର ନିଶ୍ଚିତ ଭାବରେ କରନ୍ତୁ । ଏହି ଦିନ ମହାଦେବଙ୍କ ପୂଜା ରେ ତୁଳସୀ ର ପ୍ରୟୋଗ ଭୁଲ ରେ ମଧ୍ୟ କରନ୍ତୁ ନାହିଁ । ବନ୍ଧୁଗଣ ଆପଣ ମହାଶିବରାତ୍ରୀ ବ୍ରତ ପାଳନ କରିବା ସମୟରେ ଅବଶ୍ୟ ଏହିସବୁ କଥା ମାନଙ୍କର ଧ୍ୟାନ ରଖନ୍ତୁ ।
ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ