ମହାଶିବରାତ୍ରୀ (1 ମାର୍ଚ୍ଚ 2022), ଘରକୁ ନେଇ ଆସନ୍ତୁ ଏହି 3 ଟି ଜିନିଷ ମଧ୍ୟରୁ ଯେକୌଣସି ଗୋଟିଏ ଜିନିଷ, ସମସ୍ତ କାର୍ଯ୍ୟରେ ମିଳିବ ସଫଳତା !

ବନ୍ଧୁଗଣ, ଚଳିତ ବର୍ଷ ମହା ଶିବରାତ୍ରୀ ମାର୍ଚ୍ଚ ମାସର ୧ ତାରିଖ ଅର୍ଥାତ ମଙ୍ଗଳ ବାର ଦିନ ପଡୁଅଛି । ମହା ଶିବରାତ୍ରୀ ହେଉଛି ଭଗବାନ ଶିବଙ୍କର ପ୍ରିୟ ରାତ୍ରି । ଏହିଦିନ ରେ ସମସ୍ତେ ଭଗବାନ ଶିବଙ୍କର ପୂଜା ଏବଂ   ଆରାଧନା ଆଦି କରିଥାନ୍ତି । ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ନିମନ୍ତେ ଲୋକମାନେ କେତେକ ବ୍ରତ ମଧ୍ୟ ପାଳନ କରିଥାନ୍ତି । ପୌରଣିକ ଶାସ୍ତ୍ର ଅନୁସାରେ ଫାଲ୍ଗୁନ ମାସ କୃଷ୍ଣପକ୍ଷ ର ଚତୁର୍ଦ୍ଧଶୀ ରେ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କର ବିବାହ ହୋଇଥିଲା ।

ଏହିଦିନ ଭକ୍ତ ମାନେ ଶିବ ଙ୍କୁ ପ୍ରସନ୍ନ କରିବା ନିମନ୍ତେ ନାନା ପ୍ରକାରର ପୂଜାବିଧି ପାଳନ କରିଥାନ୍ତି । ମାତ୍ର ଏହା ବ୍ୟତୀତ ଏଭଳି କେତେକ ଜିନିଷ ରହିଛି ଯାହା ମହାଦେବଙ୍କର ଅତି ପ୍ରିୟ ଅଟେ । ତେବେ ଆଜି ଆମ୍ଭେ ଆପଣଙ୍କ ମାନଙ୍କୁ ସେହି ପବିତ୍ର ଜିନିଷ ସମ୍ବନ୍ଧରେ କହିବାକୁ ଜାଉଅଛୁ । ଯାହା ମଧ୍ୟରୁ ଗୋଟିଏ ଜିନିଷ ଆପଣ ଏହି ଆସୁଥିବା ମହାଶିବରାତ୍ରୀ ରେ ନିଶ୍ଚୟ ଆଣନ୍ତୁ । ଆପଣ ଦେଖିବେ ଭଗବାନ ଶିବଙ୍କର କୃପା ସଂପୂର୍ଣ୍ଣ ବର୍ଷ ଆପଣଙ୍କ ଉପରେ ରହିବ । ଏହି ଜିନିଷ ଗୁଡିକ ମଧ୍ୟରୁ ଆପଣ ଯେ କୌଣସି ଜିନିଷ କୁ ନିଜ ଘରକୁ ଆଣିଲେ ଭଗବାନ ଶିବ ଆପଣଙ୍କ ଉପରେ ନିଶ୍ଚୟ ପ୍ରସନ୍ନ ହେବେ ।

୧;- ଆସୁଥିବା ଶିବରାତ୍ରୀ ରେ ଆପଣ ଏକ ଛୋଟ ଶିବଲିଙ୍ଗ ଆପଣଙ୍କ ଘରକୁ ନିଶ୍ଚିତ ଭାବରେ ଆଣନ୍ତୁ । ଯଦି ଆପଣଙ୍କ ଘର ବଡ ଅଛି ତେବେ ଆପଣ ପାରଦରେ ନିର୍ମିତ ଶିବଲିଙ୍ଗ ନିଶ୍ଚିତ ଆଣନ୍ତୁ । ଏହା ଆପଣଙ୍କ ଘର ଏବଂ ପରିବାର ନିମନ୍ତେ ବହୁତ ପବିତ୍ର ଅଟେ । ଏହି ଶିବଲିଙ୍ଗ ଆପଣଙ୍କ ଘରର ସମସ୍ତ ନକାରାତ୍ମକ କୁ ନଷ୍ଟ କରିଥାଏ । ଏବଂ ଘରେ ସୁଖସମୃଦ୍ଧି ଆଣିଥାଏ ।

୨;- ମହା ଶିବରାତ୍ରୀ ଦିନ ଆପଣ ଯଦି ଭଗବାନ ଶିବଙ୍କର ତ୍ରିଶୂଳ ଆଣନ୍ତି ତେବେ ଆପଣଙ୍କ ଭାଗ୍ୟ ମଧ୍ୟ ବଦଳିଯିବ । ମାତ୍ର ଆପଣ ଚାନ୍ଦିର ତ୍ରିଶୂଳ ଆଣିବା ନିମନ୍ତେ ସଦାବେଳେ ଚେଷ୍ଟା କରନ୍ତୁ । ତ୍ରିଶୂଳ କୁ ଆପଣ ନିଜ ପୂଜା ସ୍ଥଳରେ ରଖି ପୂଜା କରିପାରିବେ । ଏହା ଆପଣଙ୍କ ଘର ପରିବାର ନିମନ୍ତେ ବହୁତ ଶୁଭ ହୋଇଥାଏ । ତ୍ରିଶୂଳ କୁ ଆପଣ ଘରକୁ ଆଣିଲେ ଆପଣଙ୍କୁ ସମସ୍ତ କ୍ଷେତ୍ରରେ ସଫଳତା ମିଳିଥାଏ ।

୩;- ଯଦି ଆପଣ ଏହି ମହାଶିବରାତ୍ରୀ ରେ ଭଗବାନ ଶିବଙ୍କର ଡମ୍ବରୁ ଆଣିବେ, ତେବେ ଏହା ଆପଣଙ୍କ ଘର ପାଇଁ ବହୁତ ଶୁଭ ହେବ । ଏଣୁ ଆପଣ ଏହି ଶୁଭ ଦିନରେ ଏକ ଡମ୍ବରୁ ନିଶ୍ଚିତ ରୂପରେ ଆଣନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *