୧;- ବନ୍ଧୁଗଣ, କୌଣସି ବିଷ୍ଣୁ ମନ୍ଦିର ଅଥବା ଶିବ ମନ୍ଦିର କୃଷ୍ଣ ପକ୍ଷ ସୋମବାର ଦିନ ଯେଉଁ ବାରରେ ଜନ୍ମ ହୋଇଥିବ ସେହି ବାର ଅନୁସାରେ, ବସ୍ତ୍ର ଅଥବା କମ୍ବଳ କିଣିବେ ସୋମବାର ଦିନ ଧଳା, ମଙ୍ଗଳ ବାର ଦିନ ଛିଟ, ବୁଧବାର ଦିନ ନୀଳ, ଗୁରୁବାର ଦିନ ହଳଦିଆ, ଶୁକ୍ରବାର ଦିନ ଧଳା ଗୋଲାପି, ଶନିବାର ଦିନ କଳା, ରବିବାର ଦିନ ଲାଲ, ନଚେତ ସାତ ରଙ୍ଗିଆ ଚାଦର ମିଳୁଛି ତାହାକୁ ଆଣି ଗରିବ ଲୋକଙ୍କୁ ଦାନ କରି ଦିଅନ୍ତୁ । ମାତ୍ର ଏହାକୁ ମନ୍ଦିର ପାଖରେ କାଇଁ ଦାନ କରିବେ ? କାରଣ ସାକ୍ଷୀ ରହିଲେ ପ୍ରଭୁ ।
ଆପଣଙ୍କର ପୁଅ ଝିଅ, ନାତି ନାତୁଣୀ, ଆପଣ ଆପଣଙ୍କ ସ୍ତ୍ରୀ, ଜେଜେବାପା ମା’ କାହାରି ଅସୁବିଧା ହେବ ନାହିଁ । ଉତ୍ତରୋତ୍ତର ଉନ୍ନତି କରିବେ ତଥା ଲକ୍ଷ୍ମୀ ପରାୟଣ ହେବେ । ଆପଣ ଏହି ଉପାୟ କରିଲେ ନିଶ୍ଚିତ ଭାବରେ ସୁଖ ପାଇବେ ।
୨;- ସୂର୍ଯ୍ୟାସ୍ତ ପରେ କ୍ଷୀର, ଦହି, ପିଆଜ, ଲୁଣ, ଏବଂ ସିନ୍ଦୁର ବାହାର ଲୋକଙ୍କୁ ଦେବା ଉଚିତ ନୁହେଁ ଏହାଦ୍ଵାରା ଅଭାବ ଦେଖା ଦେଇଥାଏ ଏବଂ ଧନହାନି ହୋଇଥାଏ ।
୩;- ଘରର ମୁଖ୍ୟ ଦ୍ଵାର ସାମ୍ନାରେ କେବେ ମଧ୍ୟ ଅଳିଆ ଗଦା କରିବା ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ ଏବଂ ପଡୋଶୀ ଲୋକଙ୍କ ସହିତ ଶତ୍ରୁତା ଦେଖାଦେଇଥାଏ ।
୪;- ଖଟ ଉପରେ କେବେ ମଧ୍ୟ ବସି କରି ଖାଦ୍ୟ ଖାଇବା ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ ଏବଂ ଘରେ ଅଶାନ୍ତି ଦେଖାଦେବା ସହିତ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେବାର ସମ୍ଭାବନା ରହିଥାଏ ।
୫;- ଘରେ ଯଦି ତୁଳସୀ ଗଛ ହୃଷ୍ଟପୃଷ୍ଟ ହୋଇ ବୃଦ୍ଧି ହୁଏ ତେବେ ଶୁଭ ହୋଇଥାଏ ଏବଂ ଘରେ ସୁଖସମୃଦ୍ଧି ବୃଦ୍ଧି ହେବାର ସଙ୍କେତ ଦେଇଥାଏ ।
୬;- ଘରେ ଜଦି ପିତୃଦୋଷ ରହିଥାଏ ତେବେ ଘରେ ବାରମ୍ବାର କଳି ଝଗଡା ଦେଖାଦେଇଥାଏ ତେଣୁ ପିତୃଦୋଷ ଦୂର କରିବା ଦ୍ଵାରା ମଙ୍ଗଳ ହୋଇଥାଏ ।
୭;- ଘରେ ଲାଗିଥିବା ତୁଳସୀ ଗଛ ଅଚାନକ ଶୁଖିଗଲେ ଅଶୁଭ ସଙ୍କେତ ହୋଇଥାଏ ଏବଂ ଘରେ କୌଣସି ସମସ୍ୟା ଦେଖାଦେବାର ସଙ୍କେତ ହୋଇଥାଏ ।
୮;- ବାସ୍ତୁଶାସ୍ତ୍ର ଅନୁସାରେ ଘର ପାଖରେ ଶମୀଗଛ ଲଗାଇବା ଦ୍ଵାରା ଶୁଭ ହୋଇଥାଏ ଏବଂ ଘରେ ଧନ ଧାନ୍ୟର ଅଭାବ ହୋଇନଥାଏ ।
୯;- ମୋତି ଶଙ୍ଖ ବିଧି ବିଧାନ ସହିତ ପୂଜା କରିବା ପରେ ଧନ ରଖୁଥିବା ସ୍ଥାନରେ ରଖିବା ଦ୍ଵାରା ଧନବୃଦ୍ଧି ହୋଇଥାଏ ଏବଂ ଜୀବନରେ ଉନ୍ନତି ହୋଇଥାଏ ।
ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।