ସଂସାରର ସବୁଠାରୁ ବଡ ପାପ କଣ ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ କହିବାକୁ ଯାଉଅଛୁ ଯେ ସଂସାରର ସବୁଠାରୁ ବଡ ପାପ କ’ଣ ଅଟେ ? ହୁଏତ ଆପଣ ଏହି ପାପ କରିଥାଇ ପାରନ୍ତି । ସଂସାରର ସବୁଠାରୁ ବଡ ପାପ କ’ଣ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଯେତେବେଳେ ପାପ ପୂଣ୍ୟ ର କଥା ଉଠେ ସେତେବେଳେ ଲୋକେ ପୂଣ୍ୟ କରିବାକୁ ଚାହିଁଥାନ୍ତି । ମାତ୍ର ଏଭଳି ଦେଖିବାକୁ ଗଲେ ସମସ୍ତେ କିଛି ନା କିଛି ପାପ କର୍ମ ନିଶ୍ଚିତ ଭାବରେ କରିଥାନ୍ତି । ତେବେ ଆପଣ ମାନେ ଜାଣିଥିବେ ଯେ ବହୁତ ଲୋକ ଏଭଳି ଅଛନ୍ତି ଯେଉଁମାନେ କେବେ ପାପ କର୍ମ ରେ ଲିପ୍ତ ନଥାନ୍ତି ।

ସେମାନେ ଜୀବନ ଯାକ କେବଳ ପୂଣ୍ୟ କର୍ମ କରି ବିତାଇ ଦେଇଥାନ୍ତି । ମାତ୍ର ତଥାପି ଯଦି ଆପଣ ୧୦୦ ପୂଣ୍ୟ କରିଛନ୍ତି, ତେବେ ଗୋଟିଏ ପାପ କରିଦେଇଥାନ୍ତି ତେବେ ଆପଣଙ୍କ ସମସ୍ତ ପୂଣ୍ୟ ର ଫଳ ନଷ୍ଟ ହୋଇଯାଇଥାଏ । ତେବେ ସେହିଭଳି ବ୍ୟକ୍ତି ନିଜ ପାପର ଦଣ୍ଡ ଏହି ଜନ୍ମ ରେ ହେଉ କିମ୍ବା ପରବର୍ତ୍ତୀ ଜନ୍ମ ରେ ହେଉ ନିଶ୍ଚୟ ଭୋଗ କରନ୍ତି । ଆସନ୍ତୁ ଜାଣିବା ପାପରୁ ମୁକ୍ତି ପାଇବାର ସରଳ ଉପାୟ ସମ୍ବନ୍ଧରେ । ସାଧାରଣତ ସଂସାରରେ ବିଭିନ୍ନ ପ୍ରକାରର ଲୋକ ରହିଥାନ୍ତି ।

ସେଥି ମଧ୍ୟରୁ ଅନେକ ଲୋକ କେବଳ ପାପ କର୍ମ ରେ ଲିପ୍ତ ରୁହନ୍ତି । ମାତ୍ର କିଛି ଲୋକ ଅଛନ୍ତି ଯେଉଁ ମାନେ କେବଳ ପୂଣ୍ୟ କରିଥାନ୍ତି ସେମାନେ କେବେ ମଧ୍ୟ କୌଣସି ପାପ କରନ୍ତି ନାହିଁ । ଏବଂ କାହାକୁ ପାପ କର୍ମ କରିବାକୁ ମଧ୍ୟ ଦିଅନ୍ତି ନାହିଁ । ଆଜି ଆମ୍ଭେ ଆପଣ ମାନଙ୍କୁ କହିବୁ ଯେ ସଂସାରର ବଡ ପାପ କ’ଣ ହୋଇଥାଏ ?

୧- ଶାସ୍ତ୍ର ଅନୁସାରେ ସବୁଠାରୁ ବଡ ପାପ ହେଉଛି ନାରୀ କୁ ଅସନ୍ନମାନିତ କରିବା । ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଯେ ସଂସାରରେ ସବୁଠାରୁ ବଡ ପାପ ହେଉଛି ଯେଉଁ ବ୍ୟକ୍ତି ନାରୀ ମାନଙ୍କ ଇଜ୍ଜତ ସହିତ ଖେଳେ । ବିଜ୍ଞାନ ଅନୁସାରେ ନାରୀ ଶକ୍ତିୟ ହେଉଛି ସବୁଠାରୁ ବଡ ଶକ୍ତି । କାରଣ ଜଣେ ନାରୀ ହିଁ ଅସହ୍ୟ କଷ୍ଟ ସାହି ଗୋଟିଏ ନୂତନ ଜୀବନ କୁ ଜନ୍ମ ଦେଇଥାଏ । ନାରୀ ସବୁଠାରୁ ଅଧିକ ପୂଜନୀୟ ଅଟେ । ତେବେ ସେହିଭଳି ଶକ୍ତି ର ଅପମାନ ସଂପୂର୍ଣ୍ଣ ରୂପେ ବ୍ରମ୍ହାଣ୍ଡ ର ଅପମାନ ସହିତ ସମାନ ହୋଇଥାଏ ।

ଭଗବାନ ଙ୍କ କହିବା ଅନୁସାରେ ଯେଉଁ ବ୍ୟକ୍ତି ନାରୀ ଙ୍କୁ ସନ୍ନମାନ ଦେଇଥାଏ ତାହାକୁ କୋଟି ପୂଣ୍ୟ ପ୍ରାପ୍ତ ହୋଇଥାଏ । କିନ୍ତୁ ଯଦି ଗୋଟିଏ ପୁରୁଷ ନାରୀ କୁ ଆସନ୍ନମାନ କରିଥାଏ ତେବେ ସେ ସବୁଠାରୁ ବଡ ପାପ ର ଭାଗୀଦାରୀ ହୋଇଥାଏ । ଏଣୁ ସଂସାରର ସବୁଠାରୁ ବଡ ପାପ ହେଉଛି ନାରୀ କୁ ଅସନ୍ନମାନିତ କରିବା । ଆପଣ ମାନେ ଏହି ପାପ ରୁ ଦୂରେଇ ରୁହନ୍ତୁ ଏବଂ ନିଜ ଆଖ ପାଖରେ ଥିବ ।

୨- ତେବେ ଆସନ୍ତୁ ଏବେ ଜାଣିବା ପାପ ରୁ ମୁକ୍ତି ପାଇବାର ଉପାୟ । ସାଧାରଣତ ପ୍ରତ୍ୟକ ମନୁଷ୍ୟ ନିଜ ଜୀବନରେ ପ୍ରଥମ ନାରୀ ଭାବରେ ତାଙ୍କ ମା’ ଙ୍କୁ ପାଇଥାନ୍ତି  ତେଣୁ ପ୍ରତ୍ୟକ ଦିନ ଆପଣ ନିଜ ମା’ ଙ୍କର ସେବା କରନ୍ତୁ । ମା’ ଙ୍କ ପାଦ ଛୁଇଁ ପ୍ରଣାମ କରନ୍ତୁ । ଏହା ଦ୍ଵାରା ଆପଣ ମାନେ କରିଥିବା ପାପ ରୁ ମୁକ୍ତି ପାଇ ପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *