ମାତ୍ର ଗୋଟେ ଥର ପାଠ ପଢି, ସବୁଦିନ ପାଇଁ ମନେ ରଖିବାର 3 ଟି ସହଜ ଉପାୟ (Study Tips)

ବନ୍ଧୁଗଣ, ଆଜି ଆମ୍ଭେ ପାଠ କୁ କେମିତି ଶୀଘ୍ର ମନେ ରାଖୀ ପାରିବା ସେହି ସମ୍ବନ୍ଧରେ ଜାଣିବା । ସାଧାରଣତ ଆଜିଭଳି ଦିନରେ ଟେକ୍ନୋଲୋଜି ଏଭଳି ହୋଇଗଲାଣି ଯେ ଆମ୍ଭକୁ ତାହା ସହିତ ଚାଲିବା ବହୁତ ଜରୁରୀ ଅଟେ । ସମସ୍ତେ ପ୍ରାଏ ଟେକ୍ନୋଲୋଜି ର ସାହାରା ନେବାରେ ବ୍ୟସ୍ତ । ମାତ୍ର କଣ ସେମାନଙ୍କର ଆର୍ଥିକ ଅବସ୍ଥା ସଠିକ ଅଟେ ? ଯଦି ଆମ୍ଭେ ଛାତ୍ର ହୋଇ ଏହା ଚିନ୍ତା କରିବା ଯେ ଆମ୍ଭ ପାଖରେ କୌଣସି ଟେକ୍ନୋଲୋଜି ନାହିଁ ତଥା ଭଲ ପୁସ୍ତକ ନାହିଁ ମୁଁ କେମିତି ପଢିବି ?

ମାତ୍ର ମୁଁ ତ କିଛି ମନେ ରଖି ପାରିବି ନାହିଁ । ଏହିସବୁ କହି ଆମ୍ଭେ ନିଜକୁ ହିଁ ମୂର୍ଖ ବନାଇ ଥାଉ । ଏହିଭଳି ପ୍ରଶ୍ନ ସମସ୍ତ ଷ୍ଟୁଡେଣ୍ଟ ଙ୍କ ମନରେ ରହିଥାଏ ଯେ, ଗୁରୁଜୀ, ଗୁରୁମା ମାନଙ୍କୁ ଏତେ ସବୁ କିପରି ମନେ ରହିଥାଏ ? ମାତ୍ର ସେମାନେ ଭୁଲି ଜାଇଥାନ୍ତି ଯେ ଶିକ୍ଷକ ଦିନେ ନା ଦିନେ ଛାତ୍ର ଥିଲେ । ତେବେ ଆସନ୍ତୁ ଜାଣିବା ପାଠକୁ ମନେ ରଖିବାର ସହଜ ଉପାୟ ।

୧;- ଆପଣ ଯାହା ମଧ୍ୟ ପଢୁଛନ୍ତି, ତାକୁ ଅନ୍ୟ ଆଗରେ ନିଶ୍ଚିନ୍ତ ଶୁଣାନ୍ତୁ । ସେ ଆପଣଙ୍କ ସାଙ୍ଗ ହୁଅନ୍ତୁ ଅଥବା ପରିବାର ଲୋକେ । ସେମାନଙ୍କ ଆଗରେ ନ ଦେଖି ଥରେ ଯାହା ପଢିଛନ୍ତି ତାକୁ କହିବାକୁ ଚେଷ୍ଟା କରନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କୁ ତାହା ବହୁତ ଦିନ ପର୍ଯ୍ୟନ୍ତ ମନେ ରହିବ । ଏହା ସହିତ ଆପଣଙ୍କୁ କିଛି ଶିଖିବାକୁ ମଧ୍ୟ ମିଳିବ ।

୨;- ଯେବେ ମଧ୍ୟ ଆପଣ ପାଠ ପଢୁଛନ୍ତି ତେବେ ଗୋଟେ ହାଇଲାଇଟର ନିଜ ପାଖରେ ଅବଶ୍ୟ ରଖନ୍ତୁ । ଏହା ଦ୍ଵାରା ଯାହା ମଧ୍ୟ ଇମ୍ପୋର୍ଟାଣ୍ଟ ପଏଣ୍ଟ ରହିଥିବ ଆପଣ ତାକୁ ଅଣ୍ଡରଲାଇନ କରିପାରିବେ । ଏହା ଫଳରେ ଆପଣଙ୍କ ମସ୍ତିଷ୍କ ରେ ଏହା ସଂପୂର୍ଣ୍ଣ ଭାବରେ ଫିକ୍ସ ହୋଇ ରହିଯିବ ।

୩;- ଗୋଟିଏ ସମୟରେ ଗୋଟିଏ ବିଷୟ ପଢିବା, ମାତ୍ର ଏହାକୁ ନେଇ ଆମ୍ଭ ମାନଙ୍କ ମଧ୍ୟରେ ସମସ୍ୟା ହୋଇଥାଏ ଯେ କେଉଁ ବିଷୟ କୁ ଆଗ ପଢିବା ? ମାତ୍ର ଆପଣ ଗୋଟିଏ କଥା ମନେ ରଖନ୍ତୁ ଯେ ଆପଣ ଯେତେବେଳେ ମଧ୍ୟ ଯାହା ପଢୁଛନ୍ତି ରିଲାକ୍ସ ହୋଇ ପଢନ୍ତୁ । ୧ ଘଣ୍ଟା ପର୍ଯ୍ୟନ୍ତ ଏହି ବିଷୟ ମତେ ପଢିବାକୁ ଅଛି ଏହିଭଳି ଚିନ୍ତାଧାରା ମନରେ ଫିକ୍ସ କରି ନିଅନ୍ତୁ । ଯେଉଁ ବିଷୟ ପଢିବେ ଆପଣ ନିଜ ମନକୁ ସେହି ବିଷୟ ରେ ସ୍ଥିର କରି ପଢନ୍ତୁ ।

ଅନ୍ୟ କୌଣସି ବିଷୟ ପ୍ରତି ଆଦୌ ଚିନ୍ତା କରନ୍ତୁ ନାହିଁ । ତେବେ ଏହିଭଳି ନିୟମ ମାନି ଯଦି ଆପଣ ଶିକ୍ଷା ଗ୍ରହଣ କରିବେ ତେବେ ନିଶ୍ଚିତ ଭାବରେ ସଫଳ ହେବେ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *