ବନ୍ଧୁଗଣ, କିଛି ଏଭଳି ଦିନ ଅଛି ଯେଉଁଦିନ ସ୍ଵାମୀ ସ୍ତ୍ରୀ କୁ ଶାରୀରିକ ସମ୍ବନ୍ଧ ବନାଇବା ଭଲ ନୁହେଁ । ଯଦି ବାନେଇଥାନ୍ତି ତେବେ ସେମାନଙ୍କୁ ଲାଗି ଥାଏ ମହାପାପ । ସ୍ତ୍ରୀ ପୁରୁଷ ମଝିରେ ପାରସ୍ପରିକ ଆକର୍ଷଣ ସୃଷ୍ଟି ର ଗୋଟେ ଅଟଳ ଶକ୍ତି ଅଟେ । ସୃଷ୍ଟିର ରଚନା ହିଁ ଏହି ଆକର୍ଷଣ ଏବଂ ମିଳନ ଉପରେ ନିର୍ଭର ଅଛି । ଏଥିପାଇଁ ଏହା କହିବା ଉଚିତ ହେବ ଯେ, ମହିଳା ପୁରୁଷ ର ସଙ୍ଗମ ପାରିବାରିକ ମାନ୍ୟତା ଅନୁସାରେ କରାଯିବ ତ ଏହା ଗୋଟିଏ ପବିତ୍ର ଘଟଣା କର୍ମ ଅଟେ ।
ଆମ୍ଭକୁ ପ୍ରାୟ ଏଭଳି ଲାଗିଥାଏ ଯେ ବାହାଘର ପରେ କେବେ ମଧ୍ୟ ଆମ୍ଭେ ନିଜ ପାର୍ଟନର ସହିତ ସମ୍ବନ୍ଧ ବନାଇ ପାରିବା । କିନ୍ତୁ ଏଭଳି ଆଦୌ ନାହିଁ । ବାହାଘର ପରେ ମଧ୍ୟ କିଛି ଏଭଳି ଦିନ ରହିଥାଏ, ଯେଉଁଥିରେ ସ୍ଵାମୀ ସ୍ତ୍ରୀ କୁ ପରସ୍ପର ଠାରୁ ଦୂରରେ ରହିବା ଆବଶ୍ୟକ । ତାହା ସମ୍ବନ୍ଧରେ ଆସନ୍ତୁ ସଂପୂର୍ଣ୍ଣ ବିବରଣୀ ଜାଣିବା ।
୧- ପୂର୍ଣ୍ଣିମା ରାତିରେ, ପୂର୍ଣ୍ଣିମାରେ ଗୋଟିଏ ବିବାହିତା ଦମ୍ପତ୍ତି କୁ ପରସ୍ପର ଠାରୁ ଅଲଗା ହୋଇ ରହିବା ଆବଶ୍ୟକ । ଏହିଦିନ ଶାରୀରିକ ସମ୍ବନ୍ଧ ବନାଇବା ପାପ ର ଭାଗୀଦାର ବନାଇ ଥାଏ । ୨- ସଙ୍କ୍ରାନ୍ତି, ଏହି ଦିନରେ ମଧ୍ୟ ସ୍ଵାମୀ ସ୍ତ୍ରୀ ଙ୍କୁ ଦୂରେଇ ରହିବା ଆବଶ୍ୟକ । ଏହା ଏଥିପାଇଁ କାରଣ ସଙ୍କ୍ରାନ୍ତି ଦିନ ତାଙ୍କର ମିଳନ ସଠିକ ମାନାଯାଏ ନାହିଁ । ଏହା ଦ୍ଵାରା ମହାପାପ ଲାଗିଥାଏ ।
୩- ଅମାବାସ୍ୟା, ଶାସ୍ତ୍ର ଅନୁସାରେ ଅମାବାସ୍ୟା ଦିନ ବିବାହିତା ଯୋଡି କୁ ସମ୍ବନ୍ଧ ବନାଇବା ଭଲ ନୁହେଁ । ଏହିଦିନ ଯଦି ଆପଣ ସମ୍ବନ୍ଧ ବନାନ୍ତି ତେବେ, ଆପଣଙ୍କ ବିବାହ ଉପରେ ବହୁତ ଖରାପ ପ୍ରଭାବ ପଡିଥାଏ ।
୪- ରବିବାର, ଏହିଦିନ ଶାରୀରିକ ସମ୍ବନ୍ଧ ବନାଇବା ଭଲ ନୁହେଁ । ପୁରାଣ ଅନୁସାରେ ରବିବାର ଦିନ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଯେତେ ଦୁରି ରହିବ ସେତେ ଭଲ ମାନା ଯାଇଥାଏ ।
୫- ନବରାତ୍ରି, ହିନ୍ଦୁ ଧର୍ମ ଅନୁସାରେ ସ୍ଵାମୀ ସ୍ତ୍ରୀ ଙ୍କୁ ପରସ୍ପର ଠାରୁ ଦୂରେଇ ରହିବା ଆବଶ୍ୟକ । କାରଣ ଏହିଦିନ ରେ ଲୋକ ମାନଙ୍କୁ କେବଳ ମାତା ଦୂର୍ଗା ଙ୍କର ଭକ୍ତି ରେ ଲୀନ ରହିବା ଦରକାର ।
୬- ପିତୃପକ୍ଷ ଅଥବା ଶ୍ରାଦ୍ଧ, ଏହି ସମୟରେ ସ୍ଵାମୀ ସ୍ତ୍ରୀ ଙ୍କୁ ଭୁଲରେ ମଧ୍ୟ ଶାରୀରିକ ସମ୍ବନ୍ଧ ବନାଇବା ଉଚିତ ନୁହେଁ । ଅନ୍ୟଥା ଆପଣ ପାପ ର ଭାଗୀଦାର ବନିଯିବେ ।
୭- ବ୍ରତ, ମାନ୍ୟତା ରହିଅଛି ଯେ ଏହି ଦିନରେ ସ୍ଵାମୀ ସ୍ତ୍ରୀ ଙ୍କୁ ସମ୍ବନ୍ଧ ବନାଇବା ଭଲ ନୁହେଁ । ଯଦି ଏଭଳି କରନ୍ତି ତେବେ ଆପଣଙ୍କ ଦାମ୍ପତ୍ୟ ଜୀବନରେ ବହୁତ ଖରାପ ପ୍ରଭାବ ପଡିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ