ଭୋର 3 ରୁ 5 ମଧ୍ୟରେ ନିଦ ଭାଙ୍ଗିଲେ କଣ ସୂଚନା ମିଳିଥାଏ ? ଏହା ସହିତ ପଢନ୍ତି ଆଜିର 20ଟି Anuchinta

ବନ୍ଧୁଗଣ, ଆମ୍ଭ ଦୈନନ୍ଦିନ ଜୀବନରେଏହିପରି କିଛି କାର୍ଯ୍ୟ ଅଛି ଯାହାକୁ କରିବା ଦ୍ଵାରା ଜୀବନ ସୁଖମୟ ହୋଇଥାଏ ଏବଂ ଘରେ ଶାନ୍ତି ସମୃଦ୍ଧି ବୃଦ୍ଧି ହୋଇଥାଏ । ୧- ସକାଳୁ ଉଠିବା ପରେ କେବେ ମଧ୍ୟ ନିଜ ମୁହଁ କୁ ଆଇନା ରେ ଦେଖିବା ଉଚିତ ନୁହେଁ । ଯଦି ଦେଖନ୍ତି ତେବେ ଆପଣଙ୍କ ସାରା ଦିନରେ ନକରାତ୍ମକ ପ୍ରଭାବ ପଡିଥାଏ । ରାତ୍ରିରେ ଶୋଇବା ସମୟରେ ଆଇନା କୁ ସର୍ବଦା କଳା କପଡା ରେ ଢାଙ୍କି ରଖନ୍ତୁ ।

୨- ସକାଳୁ ଉଠିବା ପରେ ସର୍ବ ପ୍ରଥମେ ନିଜ ହାତର ପାପୁଲି କୁ ଦେଖିବା ଦ୍ଵାରା ଶୁଭ ହୋଇଥାଏ ଏବଂ ସାରା ଦିବନା ଆପଣଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇ ଥାଏ । ୩- ସକାଳୁ ଉଠିବା ପରେ ସର୍ବ ପ୍ରଥମେ ଶଙ୍ଖ ଧ୍ଵନୀ, ଗାୟତ୍ରୀ ମନ୍ତ୍ର କିମ୍ବା ମନ୍ଦିରର ଘଣ୍ଟି ଶବ୍ଦ ଶୁଣିଲେ ଆପଣଙ୍କ ପାଇଁ ଶୁଭ ହୋଇଥାଏ ଏବଂ ଘରର ଅଶୁଭତ୍ଵ ଦୂର ହୋଇଥାଏ ।

୪- ସକାଳୁ ଉଠିଲା ପରେ ଦାନ୍ତ ଘଷି ଚା କିମ୍ବା କଫି ପିଇବା ଉଚିତ ନୁହେଁ । ଏହା ଦ୍ଵାରା ଆପଣଙ୍କ ଉପରେ ରାହୁ କେତୁଙ୍କ ଖରାପ ପ୍ରଭାବ ପଡିଥାଏ ଏବଂ ବୀନା କାରଣରେ ଆପଣଙ୍କ ଠାରେ ବିଭିନ୍ନ ସମସ୍ୟା ଦେଖାଯାଇଥାଏ ।

୫- ନିଜେ ପିନ୍ଧୁଥିବା ଘଣ୍ଟାକୁ ଅନ୍ୟ କାହାକୁ ଦାନ କରିବା ଉଚିତ ନୁହେଁ । କିମ୍ବା ଅନ୍ୟର ଘଣ୍ଟା କୁ ପିନ୍ଧିବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ ଏବଂ ବିଭିନ୍ନ ସମସ୍ୟା ଦେଖାଦେଇଥାଏ ।

୬- ଯଦି କାହାକୁ କୌଣସି ଉପହାର ଦେଉଥାନ୍ତି ତେବେ ନିଜ ସକ୍ଷମ ଅନୁସାରେ ଉପହାର ଦେବା ଉଚିତ । ନଚେତ କୌଣସି ଅସୁବିଧାର ସମୁଖୀନ୍ନ ହୋଇପାରନ୍ତି ।

୭- ଆପଣ କେବେ ମଧ୍ୟ ନିଜେ ଲେଖୁଥିବା କଲମ କିମ୍ବା ପେନ କାହାକୁ ଦେବା ଉଚିତ ନୁହେଁ । କିମ୍ବା ଅନ୍ୟର ବ୍ୟବହାର ମଧ୍ୟ କରିବା ଉଚିତ ନୁହେଁ । ଏହାଦ୍ଵାରା ଆର୍ଥିକ ସମସ୍ୟା ଦେଖାଯାଇଥାଏ ।

୮- ରାତି ଗୋଟାଏ ରୁ ୩ ତା କେବେବି ଅନିଦ୍ରା ଦେବା ଉଚିତ ନୁହେଁ କିମ୍ବା ଉଛିବା ଉଚିତ ନୁହେଁ । ଏହାଦ୍ଵାରା ନକାରାତ୍ମକତା ବୃଦ୍ଧି ପାଇଥାଏ ଏବଂ ବିଭିନ୍ନ ସମସ୍ୟା ମାନ ଦେଖା ଦେଇଥାଏ ।

୯- ରାତି ୯ ଟା ରୁ ୧୧ ପର୍ଯ୍ୟନ୍ତ ଚେଇଁ ରହୁଥିବା ବ୍ୟକ୍ତି ଚିନ୍ତିତ ଏବଂ ମାନସିକ ଦୁର୍ବଳ ହୋଇଥାନ୍ତି । ଏଣୁ ଶୋଇବା ପୂର୍ବରୁ ଧ୍ୟାନ ରଖିବା ଉଚିତ ।

୧୦- ଯେଉଁ ବ୍ୟକ୍ତି ର ନିଦ ଭୋର ୩ ଟାରୁ ୫ ଟା ମଧ୍ୟରେ ଭାଙ୍ଗିଥାଏ ଏହାର ଅର୍ଥ କୌଣସି ଦିବ୍ୟ ଶକ୍ତି ଆପଣଙ୍କୁ କିଛି ସଂକେତ ଦେବାକୁ ଚାହୁଁଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *