ଚା’ କରିବା ପରେ କଣ ଆପଣ ଫୁଟିଥିବା ଚା’ ପତିକୁ କଣ ଆପଣ ଫୋପାଡି ଦେଉଛନ୍ତି କି ? ତ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ

ବନ୍ଧୁଗଣ, ନୂତନ ଦିନର ସ୍ଵାଗତ ହେଉ, ଅଥବା ନୂଆ ସମ୍ପର୍କ ର ପ୍ରାରମ୍ଭ, ଅଥବା ଆଳସ ଦୂର କରିବା ହେଉ, କିମ୍ବା ଗପଶପ କରିବାର ବାହାନା ହେଉ କେବଳ ଦରକାର ହୋଇଥାଏ ଗୋଟେ କପ ଚାହା । ସକାଳ ସନ୍ଧ୍ୟାର ଚାହା ବ୍ୟତୀତ ଦିନଜାକ ରେ ଅଫିସ ର କାମ କରିବା ମଧ୍ୟରେ, କେତେ କପ ଚାହା ସେବନ କରିଥାଉ ତାହା କହିବା ଅସମ୍ଭବ । ଚାହା ରେ କ୍ୟାଫିନ ରହିଥାଏ ଯାହା ମସ୍ତିଷ୍କର ସେହି କ୍ରିୟା ମାନଙ୍କୁ ଜାଗୃତ କରିଥାଏ । ଯାହା ଉତ୍ତେଜନା ଏବଂ ଜୋଷ ରେ ସମ୍ବନ୍ଧ ରଖିଥାଏ ।

ଚାହା ଅଥବା କଫି ସେବନ କରିବା ଦ୍ଵାରା ତୁରନ୍ତ ଶରୀରରେ ଏନର୍ଜି ଆସିଥାଏ । ମାତ୍ର ଯେଉଁଠାରେ ଚାହା ସେବନ କରିବାର ଫାଇଦା ରହିଥାଏ, ସେଠାରେ ଫୁଟିଯାଇଥିବା ଚାହା ପତି ମଧ୍ୟ ଆପଣଙ୍କର ବହୁତ କାମରେ ଲାଗିପାରେ । ସାଧାରଣତ ଆମ୍ଭେ ଚାହା ସେବନ କରିବା ପରେ ସେହି ଚାହା ପତି କୁ ଅଦରକାରୀ ଭାବି ପକାଇଦେଇଥାଉ । ମାତ୍ର ଏଭଳି କରିବା ଆବଶ୍ୟକ ନୁହେଁ । କାରଣ ଫୁଟୁଥିବା ଚାହାପତି ଆପଣଙ୍କର ବହୁତ କାମରେ ଲାଗିପାରେ ।

ପ୍ରଥମେ ଚାହା ବନାଇ ସାରିବା ପରେ ବଞ୍ଚିଥିବା ଚାହାପତି କୁ ଆପଣ ମାନେ ନ ପକାଇ ଏହାକୁ ସାଇତି ରଖନ୍ତୁ । ଏହାପରେ ଚାହାପତି କୁ ଏଭଳି ଭାବରେ ସଫା କରନ୍ତୁ ଯେ ଚିନୀର ମିଠା ଅଂଶ ଯେପରି ଦୂର ହୋଇଯିବ। ଏହା ବ୍ୟତୀତ ଚାହା ପତି କୁ ଆପଣ ଅଲଗା ଅଲଗା କାର୍ଯ୍ୟ ରେ ବ୍ୟବହାର କରିପାରିବେ । ଆସନ୍ତୁ ଜାଣିବା ଏହାର ଫାଇଦା ସମ୍ବନ୍ଧରେ । କ୍ଷତ ସ୍ଥାନରେ ଏହି ଚାହା ପତି ର ପ୍ରୟୋଗ କରାଯାଇପାରେ ।

ଏହି ଚାହା ପତି ରେ ଏଭଳି ଏକ ଗୁଣ ରହିଥାଏ ଯାହା ବଡରୁ ବଡ କ୍ଷତ କୁ ମଧ୍ୟ ଭଲଭାବରେ ପୂର୍ଣ୍ଣ କରିଦେଇଥାଏ । ଏବଂ କ୍ଷତ ସ୍ଥାନ ସଂପୂର୍ଣ୍ଣ ରୂପରେ ଭଲ ହୋଇଯାଇଥାଏ । ଏଥିପାଇଁ ଚାହା ପତି ଦ୍ଵାରା ଆପଣ ନିଜ କ୍ଷତ ସ୍ଥାନ କୁ ଭଲ ଭାବରେ ସଫା କରନ୍ତୁ । ଆପଣ ଚାହାପତି ର ପ୍ରୟୋଗ ଦର୍ପଣ ଚମକାଇବା ନିମନ୍ତେ ମଧ୍ୟ କରିପାରନ୍ତି । ଏପରି କରିବା ଦ୍ଵାରା କେବଳ ଆପଣଙ୍କୁ ଚାହାପତିକୁ ଭଲ ଭାବରେ ଫୁଟାଇ ଦିଅନ୍ତୁ । ଏବଂ ଯେଉଁ ପାଣି ବଞ୍ଚି ଯାଇଛି ତାହାକୁ ସ୍ପ୍ରେ ବୋତଲ ରେ ଢାଳି ଦର୍ପଣ ରେ ସ୍ପ୍ରେ କରନ୍ତୁ ।

ଏହାଦ୍ଵାରା ଆପଣଙ୍କ ଦର୍ପଣ ଚମକିବାକୁ ଲାଗିବ । ମୁଖ୍ୟତ ଆମ୍ଭ ସମସ୍ତଙ୍କ ଘରେ ଗଛଲତା ରହିଥାଏ ଏବଂ ଆମ୍ଭେ ଏହାର ପ୍ରୟୋଗ ଖତ ରୂପରେ କରିପାରିବା । ଗଛ ଲତା କୁ ବିକଶିତ କରିବା ପାଇଁ ଆମ୍ଭେ ଚାହା ପତି କୁ ଖତ ଭାବରେ ପ୍ରୟୋଗ କରିପାରିବା । ଏହାଦ୍ଵାରା ଗଛଲତା ସ୍ଵସ୍ଥ ରହିବା ସହିତ ଜଲ୍ଦି ବଢିବାକୁ ଲାଗିବେ । ଫର୍ନୀଚର କୁ ମଧ୍ୟ ଆପଣ ସଫା କରିପାରିବେ ।

ଫୁଟିଥିବା ଚାହା ପତି କୁ ସଫା କରି ଆଉଥରେ ଫୁଟାନ୍ତୁ ଏହାପରେ ସେହି ପାଣିରେ ଆପଣ ନିଜର ଫର୍ନୀଚର କୁ ସଫା କରନ୍ତୁ । ଦେଖିବେ ତାହା କିଭଳି ଚମକି ଉଠିବ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *