ମାତ୍ର 2 ଦିନରେ କାଶ କେମିତି ଭଲ ହେବ ? କରନ୍ତୁ ଏହି ଉପାୟ (Ajira Anuchinta)

୧;- ବନ୍ଧୁଗଣ, କାଶ ଗୋଟିଏ ଏଭଳି ସମସ୍ୟା, ଯେଉଁଥିରେ ବୁଢା ବୁଢୀ ମାନେ ବହୁତ କଷ୍ଟ ପାଇଥାନ୍ତି ଏବଂ ଶୀତଦିନେ ବୁଢା ବୁଢୀ ମାନେ ସବୁଠାରୁ ଅଧିକ କଷ୍ଟ ପାଇଥାନ୍ତି । ସାଧାରଣତ କାଶ ହେଲେ ଆମ୍ଭେ ଦୋକାନରୁ କଫ ଶିରଫ ନେଇ ଆସିଥାଉ । ମାତ୍ର ତାହା ଆମ୍ଭ ସ୍ୱାସ୍ଥ୍ୟ ନିମନ୍ତେ ବହୁତ କ୍ଷତିକାରକ ଅଟେ । କାରଣ ସେଥିରେ ଆଲ୍କୋହଲ କିଛି ମାତ୍ରାରେ ମିଶି ରହିଥାଏ । ମାତ୍ର ମନେ ରଖନ୍ତୁ ବିନା କ୍ଷତି ରେ ଆପଣଙ୍କ କାଶ ଭଲ ହେବ ମାତ୍ର ୨ ଦିନରେ । ଏହା ଚେରମୂଳିକା ଦୋକାନ ମାନଙ୍କରେ ମିଳୁଛି ଯାହାକୁ ଖୋଜିଲେ ମଧ୍ୟ ପାଇବେ ।

ଏହାର ନାମ ଯଷ୍ଟିମଧୁ, ଏହା ଏକ ଚେର ଭଳି ଜିନିଷ ଏହାକୁ ଖଣ୍ଡେ ଖଣ୍ଡେ ଚୋବାଇ ଚୋବାଇ ଖାଇ ନିଅନ୍ତୁ । ୨ ଦିନ ମଧ୍ୟରେ ଆପଣଙ୍କ କାଶ ଭଳି ସମସ୍ୟା ଭଲ ହେବାକୁ ଲାଗିବ । ଆପଣ ଥରେ ପରୀକ୍ଷା କରି ଦେଖନ୍ତୁ ଏବଂ ମେଡ଼ିସିନ ଅପେକ୍ଷା ଚେରମୂଳି କୁ ଭରସା କରନ୍ତୁ, ଯାହା କି ଆପଣ ମାନଙ୍କ ଶରୀର ପାଇଁ ହିତ କାରକ ହୋଇଥାଏ ।

୨;- ନିଜର ଫାଙ୍କା ସମୟକୁ ନିଜର ସାମଗ୍ରିକ ବିକାଶ ପାଇଁ ଉପଯୋଗ କରିବା ବୁଦ୍ଧିମତାର ପରିଚୟ ହୋଇଥାଏ ।

୩;- ନିଜର ଫାଙ୍କା ସମୟକୁ ତାସ, ଲୁଡୁ ଏବଂ ଭିଡିଓ ଗେମ ଇତ୍ୟାଦି ଖେଳି ନଷ୍ଟ କରିବା ଅନୁଚିତ ଏହା ବହୁମୂଲ୍ୟ ହୋଇଥାଏ ।

୪;- ଫାଙ୍କା ସମୟରେ ନିଜର ବାଡି ବଗିଚାରେ ଫୁଲଫଳ କିମ୍ବା ପନିପାରିବା ଗଛ ଲଗାଇବା ଉଚିତ, ଯାହାର ଉପଯୋଗ ହୋଇଥାଏ ଏବଂ ମନକୁ ଶାନ୍ତିପ୍ରାପ୍ତ ହୋଇଥାଏ ।

୫;- ଦେଶ ଦୁନିଆର ଖବର ରଖିବା ଉତ୍ତମ ନାଗରିକ ର ଖବର ହୋଇଥାଏ, ତେଣୁ ଫାଙ୍କା ସମୟରେ ଟିଭି ରେ ସମାଚାର ଦେଖିବା ଦ୍ଵାରା ସମସ୍ତ ଖବର ସମ୍ବନ୍ଧରେ ଜ୍ଞାତ ରହିଥାଏ ।

୬;- ମଣିଷ ଯେତେବେଳେ ଗରିବ ଥାଏ ତାକୁ ସମସ୍ତେ ଭୁଲି ଯାଇଥାନ୍ତି, କିନ୍ତୁ ଯେତେବେଳେ ଧନୀ ହୁଏ ସେ ସମସ୍ତଙ୍କୁ ଭୁଲିଯାଏ ।

୭;- ପ୍ରତ୍ୟକ ଦିନ ଓଂ ଉଚ୍ଚାରଣ କରିବା ଉଚିତ । ଏହାଦ୍ଵାରା ପ୍ରାଣଶକ୍ତି ଉର୍ଦ୍ଧଗାମୀ ହୋଇଥାଏ ଏବଂ ମନରୁ ହତାସ କିମ୍ବା ନିରାଶ ଭାବ ଦୂର ହୋଇଥାଏ ।

୮;- ୭ ଥର ଓମ ଉଚ୍ଚାରଣ କରିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ । ଏବଂ ଶରୀରରୁ କ୍ଷତିକାରକ ଜୀବାଣୁ ନଷ୍ଟ ହୋଇଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *