ବନ୍ଧୁଗଣ, ସାଧାରଣତ ଓସ୍ତ ଗଛକୁ ବହୁତ ଚମତ୍କାରୀ ବୋଲି ମାନାଯାଇଅଛି । ଏହା ମଧ୍ୟ କୁହାଯାଇଅଛି ଯେ ଏହି ଗଛରେ ବହୁତ ଦେବୀ ଦେବତା ବାସ କରିଥାନ୍ତି । ଏହି ଗଛ କୁ ପୂଜା କରିବା ଦ୍ଵାରା ଆପଣ ନିଜର ସମସ୍ତ ଅସୁବିଧା କୁ ଦୂର କରି ପାରିବେ । ଏହି ଗଛରେ ଧାର୍ମିକ ମହତ୍ଵ ରହିଥିବା ସହିତ ବୈଜ୍ଞାନିକ ମହତ୍ଵ ମଧ୍ୟ ରହିଅଛି । ଏହି ଗଛ ଅଧିକ ମାତ୍ରାରେ କାର୍ବୋନ ଡାଇଅକ୍ସାଇଡ ଶୋଷଣ କରିଥାଏ ଏବଂ ଅମ୍ଳଜାନ ଛାଡିଥାଏ ।
ଆଜି ଆମ୍ଭେ ଏକ ଛୋଟ ଉପାୟ ସମ୍ବନ୍ଧରେ କହିବାକୁ ଯାଉଅଛୁ । ଯାହା ଓସ୍ତ ଗଛ ସହିତ ସମ୍ବନ୍ଧିତ ଅଟେ । ଉପାୟଟି ହେଉଛି ଯଦି ଆପଣଙ୍କ ପର୍ସ ସବୁବେଳେ ଖାଲି ରହୁଥାଏ, ଯଦି ଆପଣଙ୍କୁ ପଇସା ର ଅଭାବ ସବୁବେଳେ ହେଉଥାଏ, ତା ହେଲେ ଆପଣ ଶନିବାର ଦିନ ଓସ୍ତ ଗଚରୁ ଗୋଟିଏ ପତ୍ର ଛିଡାଇ ଆଣନ୍ତୁ । ମାତ୍ର ଆପଣ ଏହା ଧ୍ୟାନ ରଖିବେ ଯେ ଏହି ପତ୍ର ଯେପରି ନଷ୍ଟ ହୋଇ ନଥିବ ଅଥବା ଫାଟି ନଥିବ ।
ଏହାପରେ ଆପଣ ଏହି ପତ୍ର କୁ ଗଙ୍ଗାଜଳ ରେ ଧୋଇ ଦିଅନ୍ତୁ । ଗଙ୍ଗାଜଳ ରେ ଧୋଇ ସାରିବା ପରେ ଆପଣ ହଳଦୀ ଏବଂ ଦହି ରେ ଏକ ମିଶ୍ରଣ ବନାଇ ଡାହାଣ ହାତର ଅନାମିକା ଅଙ୍ଗୁଳି ରେ “ଓମ ହିଂ” ଲେଖନ୍ତୁ । ଏହାପରେ ଏହି ପତ୍ର କୁ ଧୂପ ଦୀପ ବୁଲାଇ ଆପଣଙ୍କ ପର୍ସ ରେ ରଖି ଦିଅନ୍ତୁ । ଏହି ଉପାୟଟିକୁ ଆପଣ ପ୍ରତ୍ୟକ ଶନିବାର ପୂଜା ସହିତ କରନ୍ତୁ । ଆପଣ ଏହି ପତ୍ରକୁ ସବୁ ଶନିବାର ଦିନ ବଦଳାଊ ଥିବେ ।
ଆପଣ ଧ୍ୟାନ ରଖିବେ ଯେ ପୁରୁଣା ପାତ୍ର କୁ କୌଣସି ପବିତ୍ର ସ୍ଥାନରେ ରଖିବେ । ଏହାପରେ ତାହାକୁ ବିସର୍ଜନ କରିଦେବେ । ଆପଣ ଏହି ଉପାୟ କରି ଦେଖନ୍ତୁ ଆପଣଙ୍କ ପର୍ସ ସବୁବେଳେ ଧନରେ ଭରି ରହିବ । କେବେ ହେଲେ ତାହା ଖାଲି ହେବ ନାହିଁ । ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କୁ ମଧ୍ୟ ମାତା ଲକ୍ଷ୍ମୀ ଙ୍କ କୃପା ଅର୍ଜନ ହେଉ ତେବେ ବିଧି ବିଧାନ ପୂର୍ବକ ମାତା ଲକ୍ଷ୍ମୀ ଙ୍କ ଆରାଧନା କରନ୍ତୁ । ବନ୍ଧୁଗଣ ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ