୧- ଯେଉଁ ଲୋକ ଉଷୁନା ଧାନ, ଲୁହା, ସୁନା ରୂପା, ରନ୍ଧା ଅନ୍ନ ଚୋ-ରୀ କରି ନିଏ, ଏଇ ଜନ୍ମ ରେ ଜୀବନ ତ୍ୟାଗ କରିବା ବେଳକୁ ବହୁତ କଷ୍ଟ ପାଏ । ଏବଂ ପରଜନ୍ମ ରେ ଯେଉଁ ଜନ୍ମ ନେବ ଅନ୍ୟ ଦ୍ଵାରା ପ୍ରତାରିତ ହେବ । ୨- ଯେଉଁ ଲୋକ ଶୂଦ୍ର, ବେଷିଆ ଏବଂ ବ୍ରାହ୍ମଣ ଙ୍କ ଧନ ଅର୍ପଣ କରେ, ସେ ଆୟୁଷ ଥାଇ ମୃ-ତ୍ୟୁ ବରଣ କରେ । ୩- ଯେଉଁ ଲୋକ ଅନ୍ୟର ବହି ଚୋ-ରୀ କରନ୍ତି, ସେମାନଙ୍କ ପାଖରେ ବିଦ୍ୟା ରହେ ନାହିଁ । ବରଂ ପୁସ୍ତକ ଦାନ କରିଲେ, ଆପଣଙ୍କ ପାରିବାରିକ ଜୀବନ ମଧୁମେୟ ହେବ ।
୪- ସୋମବାର ଦିନ ଯଦି ନିୟମିତ ଭାବରେ କ୍ଷୀର, ଚାଉଳ କିମ୍ବା ଚିନୀ ଦାନ କରାଯାଏ ତେବେ ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ । ୫- ଘରେ ଯଦି କଳି ଝଗଡା ହେଉଥାଏ କିମ୍ବା ଦରିଦ୍ରତା ଦେଖାଦିଏ ତେବେ ନିୟମିତ ଗୁଡ ଦାନ କରିବା ଦ୍ଵାରା ଦୂର ହୋଇଥାଏ । ୬- ଦାନ କରିବା ଜୀବନରେ ବହୁତ ମହତ୍ଵ ରଖିଥାଏ, ଦାନ ଦ୍ଵାରା ବିଭିନ୍ନ ମନୋଷ୍କାମନା ମଧ୍ୟ ପୂରଣ ହୋଇଥାଏ ।
୭- ମଣିଷ ବସବାସ କରୁଥିବା ଏହି ସଂସାରରେ କିଛି ଏଭଳି ରହସ୍ୟ ଅଛି ଯାହାକୁ ବିଶ୍ଵାସ ନ କଲେ ମଧ୍ୟ ତାହା ସତ୍ୟ ହୋଇଥାଏ । ୮- ଲୋକମାନେ ପରିବାର ସହିତ ରହିବା ପାଇଁ ଭଲ ପାଇଥାନ୍ତି, କିନ୍ତୁ ଏକୁଟିଆ ରହୁଥିବା ଲୋକ ତାଙ୍କ ଜୀବନରେ ୪ ବର୍ଷ ଅଧିକ ସମୟ ବଞ୍ଚିଥାନ୍ତି ।
୯- ବର୍ତ୍ତମାନ ଦୁନିଆରେ ଧନୀ ଅଧିକ ଧନୀ ଏବଂ ଦରିଦ୍ର ଲୋକ ଅଧିକ ଦରିଦ୍ର ହେଉଛି, ପୃଥିବୀର ୮୦ ଭାଗ ଲୋକଙ୍କ ବଞ୍ଚିବା ନିମନ୍ତେ ଦୈନିକ ଖର୍ଚ୍ଚ ୭୦୦ ଟଙ୍କା ରୁ କମ ହୋଇଥାଏ ।
୧୦- ଶରୀରରେ ସୁସ୍ଥ ସୁନ୍ଦର ଚରମ କାହାକୁ ଭଲ ନଲାଗେ ? ତେବେ ଜୀବନ କାଳରେ ମଣିଷ ର ଚର୍ମ ୯୦୦ ଥର ପରିବର୍ତ୍ତନ ହୋଇଥାଏ । ୧୧- ଆଜିକାଲି ବହୁତ ଲୋକ ଦାଢି ରଖିବାକୁ ପସନ୍ଦ କରୁଛନ୍ତି । ମାତ୍ର ଲୋକମାନେ ନିଜ ଜୀବନର ୬ ମାସ ଦାଢି କା-ଟି-ବା-ରେ ବିତାଇଥାନ୍ତି ।
୧୨- ଜୀବନ ବଞ୍ଚିବାର ଇଛା କାହାର ନଥାଏ ? ତେବେ ଦିନକୁ ୭ ଘଣ୍ଟା ରୁ କମ ଶୋଊଥିବା ଲୋକର ବଞ୍ଚିବାର ଇଛା କମ ହୋଇଥାଏ ।
୧୩- ମହିଳା ମାନଙ୍କ ମାସିକ ଧର୍ମ ଏକ ପ୍ରାକୃତିକ କ୍ରିୟା ହୋଇଥାଏ, ତେବେ ମହିଳା ଙ୍କ ୪ ବର୍ଷ ସମୟ ମାସିକ ଧର୍ମ ରେ କ-ଟି ଯାଇଥାଏ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ