କେଉଁ ବାରରେ କେଉଁ ବ୍ରତ କଲେ, କେଉଁ ଲାଭ ମିଳିଥାଏ ? Pandit Charan Ramdas

୧- ବନ୍ଧୁଗଣ, ଯଦି ଆପଣଙ୍କର ମନୋଷ୍କାମନା ଅଛି ପୂରଣ ହେବା ପାଇଁ ତେବେ ଆପଣ ରବିବାର ଦିନ ବ୍ରତ କରନ୍ତୁ, ରବି ନାରାୟଣଙ୍କର ଆପଣଙ୍କର ମନବାଞ୍ଛା ପୂରଣ ହେବ । ସୋମବାର ଦିନ ବ୍ରତ କରିଲେ ସର୍ବସିଦ୍ଧି ଲାଭ କରିବେ । ମଙ୍ଗଳବାର ଦିନ ଯଦି ବ୍ରତ କରନ୍ତି ଯଥା ଚୈତ୍ର ମଙ୍ଗଳବାର କରୁଛନ୍ତି ତଥା ଭିନ୍ନ ଭିନ୍ନ ମଙ୍ଗଳବାର କରୁଛନ୍ତି । ତେବେ ମଙ୍ଗଳବାର ବ୍ରତ କରିଲେ ଧନଧାନ୍ୟ ରେ ପରିପୂର୍ଣ୍ଣ ହେବେ । ଆପଣଙ୍କ ଉପରେ ମାତା ଭଗବତୀ ଲକ୍ଷ୍ମୀ ଠାକୁରାଣୀ କୃପା କରିବେ ।

ଗୁରୁବାରରେ ବ୍ରତ ପାଳନ କରିଲେ ମଧ୍ୟ ଧନଧନ୍ୟ ବୃଦ୍ଧି ହେବ । ମଙ୍ଗଳବାର ଦିନ ଧନଧାନ୍ୟ ଏବଂ ଋଷ୍ଠ ଖଣ୍ଡନ ହେବ । ଶୁକ୍ରବାର ଦିନ ଯଦି ବ୍ରତ ପାଳନ କରନ୍ତି ତେବେ ଭଲ ଝିଅ ମାନେ ଭଲ ସ୍ଵାମୀ ପାଇବେ । ପୁଅ ମାନେ ଉତ୍ତମ ପତ୍ନୀ ପାଇବେ । ଶନିବାର ଦିନ ଯଦି ବ୍ରତ ପାଳନ କରିବେ, ତେବେ ଆପଣଙ୍କର ଗ୍ରହଦୋଷ କଟିବ ଏବଂ ଅରିଷ୍ଠୀ ଖଣ୍ଡନ ହେବ ।

୨- ଜନ୍ମ ହେବା ପୂର୍ବରୁ ମନୁଷ୍ୟ ତାହା ସହିତ ୫ ଟି ଜିନିଷ କୁ ନେଇ ଆସିଥାଏ । ଜନ୍ମ ହେବା ପୂର୍ବ ରୁ ବିଧାତା ତାହାର କପାଳ ରେ ଲେଖି ଦେଇଥାନ୍ତି ଏହି ୫ ଟି ଜିନିଷ । ତାହା ହେଉଛି,- ଆୟୁ, କେତେଦିନ ବଞ୍ଚିବା ସଂସାରରେ ତାହା ବିଧିର ବିଧାନ । ଏହାକୁ କେହି ବଦଳାଇ ପାରିବେ ନାହିଁ ।

ଦ୍ଵିତୀୟରେ କର୍ମ, କେଉଁ କର୍ମ କରିବୁ ? ଚାକିରି କରିବୁ ନା ଚୋରୀ କରିବୁ ନା ରାଜା ହେବୁ ନା ପଣ୍ଡିତ ହେବୁ ? ଆମ୍ଭେ କଣ କଣ କରିବୁ ତାହା ବିଧାତା ଙ୍କ ପକ୍ଷରୁ ଲେଖା ହୋଇ ଆସିଥିବ । ତୃତୀୟରେ ଧନ, କେତେ ସମ୍ପତ୍ତି ର ମାଲିକ ହେବୁ ତାହା ମଧ୍ୟ ବିଧାତାଙ୍କ ପାଖରୁ ଲିଷ୍ଟ ହୋଇଅଛି ।

ଆପଣ ଚିନ୍ତା କରୁଥିବେ ଯେ ମୁଁ ଧନୀ ହେଇଛି ମୋ ବିଦ୍ୟାରେ ମାତ୍ର ଏହା ନୁହେଁ ବିଧାତା ଙ୍କ ପାଖରୁ ଲେଖା ହୋଇଛି ଯେ କେତେ ସମୟ ପରେ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହେବ । ଚତୁର୍ଥ ରେ ବିଦ୍ୟା, କେତେ ପାଠ ପଢିବୁ ? କେମିତି ପଢିବୁ ? କେମିତି ବଡ ହେବୁ ? ଏହା ମଧ୍ୟ ବିଧାତା ଲେଖିଛନ୍ତି ।

ପଞ୍ଚମରେ ମୃ-ତ୍ୟୁ, ଏହା ଈଶ୍ଵର ନିର୍ଣ୍ଣୟ କରି ଏହି ଧରାପୃଷ୍ଠ କୁ ଛାଡିଛନ୍ତି ଯେ ଆମ୍ଭର ମୃ-ତ୍ୟୁ କେବେ ଏବଂ କେଉଁଠାରେ ହେବ ? ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *