ମହାପଞ୍ଚୁକ ! ଏହି 5 କାମ ଯଦି କରନ୍ତି ବିଫଳ ହେବ ସବୁ ବ୍ରତ, ଉପବାସ, ହେବ ସର୍ବନାଶ (Panchuka Special)

ବନ୍ଧୁଗଣ, ଆଜି ଆମ୍ଭେ କହିବାକୁ ଯାଉଅଛୁ ପଞ୍ଚୁକ ରେ କରନ୍ତୁ ନାହିଁ ଏହି ୫ ଟି କାର୍ଯ୍ୟ ନଚେତ ଆପଣଙ୍କ ଜୀବନରେ ଆସିପାରେ ଏହି କଷ୍ଟ । ୧୫ ନଭେମ୍ବର ଠାରୁ ଆରମ୍ଭ ହେଉଛି ପଞ୍ଚୁକ । ଏହା ନଭେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ରହିବ । ଏହି ମହାପଞ୍ଚୁକ ରେ ଭୁଲ ରେ ମଧ୍ୟ କରନ୍ତୁ ନାହିଁ ଏହି ୫ ଟି କାର୍ଯ୍ୟ ନଚେତ ଆସିପାରେ ଆପଣଙ୍କ ଜୀବନରେ ଭୟଙ୍କର ବି-ପ-ଦ । କାର୍ତ୍ତିକ ମାସର ଶୁକ୍ଳପକ୍ଷ ର ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି ୫ ଦିନ କୁ ମହାପଞ୍ଚୁକ କୁହାଯାଇଥାଏ ।

ଏହି ୫ ଦିନକୁ ବହୁତ ପବିତ୍ର ମାନାଯାଇଅଛି । ଏହି ଦିନରେ ଲୋକ ମାନେ ଦାନ ଧର୍ମ ରେ ସମୟ ଅତିବାହିତ କରିଥାନ୍ତି । ଏହି ଦିନ ଶୁଭ ହୋଇଥିବାରୁ ଏହିଦିନ ଧନରଦେବୀ ମାତା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ଉପାୟ ମାନ କରାଯାଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସମୟରେ ଘରେ ପୂଜାପାଠ କରିଲେ, ବ୍ୟକ୍ତିର ଜୀବନରେ ଶୁଭ ଫଳ ମିଳିଥାଏ । ଘରେ ଉନ୍ନତି ହୋଇଥାଏ । ବ୍ୟବସାୟ ରେ ଚାକିରିରେ ଏବଂ ପରୀକ୍ଷାରେ ଭଲ ଫଳ ମିଳିଥାଏ ।

୧- ସକାଳେ ଡେରି ପର୍ଯ୍ୟନ୍ତ ଶୁଅନ୍ତୁ ନାହିଁ । ଯେଉଁ ଲୋକ ଡେରି ପର୍ଯ୍ୟନ୍ତ ଶୋଇଥାଏ ତାହାକୁ ମାତା ଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତ ହୋଇନଥାଏ ।

୨- ପଞ୍ଚୁକ ସମୟରେ ଆପଣ କାହା ଉପରେ କ୍ରୋ-ଧ କରନ୍ତୁ ନାହିଁ । ଆପଣ ନିଜ ଘର ପରିବେଶ କୁ ଶାନ୍ତ ରଖନ୍ତୁ ।

୩- ବା-ଦ-ବି-ବା-ଦ କରନ୍ତୁ ନାହିଁ । ଘରେ କୌଣସି ପ୍ରକାରର କଳହ କିମ୍ବା ଝ-ଗ-ଡା କରନ୍ତୁ ନାହିଁ । ଯେଉଁ ଠାରେ ଝ-ଗ-ଡା ଅଥବା କ-ଳ-ହ ଲାଗି ରହିଥାଏ ସେଠାରେ ମାତା ଲକ୍ଷ୍ମୀ ରୁହନ୍ତି ନାହିଁ ।

୪- ଘରକୁ ଅପରିଷ୍କାର କରନ୍ତୁ ନାହିଁ । ପଞ୍ଚୁକ ସମୟରେ ସଠିକ ଭାବରେ ସଫାସୁତରା କରିବାର ବିଶେଷ ମହତ୍ଵ ରହିଥାଏ । ଘରେ ଅ-ଳି-ଆ ରହିବା ଉଚିତ ନୁହେଁ । ଘରର କୋ-ଣ ଅ-ନୁ-କୋ-ଣ ରେ ସଫା ରଖିବା ଉଚିତ ।

୫- ଏହି ପବିତ୍ର ଦିନରେ କୌଣସି ପ୍ରକାରର ନି-ଶା-ଦ୍ର-ବ୍ୟ ସେବନ କରନ୍ତୁ ନାହିଁ । ଯେଉଁ ଲୋକ ଏହି ପବିତ୍ର ଦିନ ମାନଙ୍କରେ ନି-ଶା-ଦ୍ର-ବ୍ୟ ସେବନ କରିଥାନ୍ତି ତାଙ୍କର ସବୁ ପ୍ରକାର ଅସୁବିଧା ହୋଇଥାଏ । ବନ୍ଧୁଗଣ ପବିତ୍ର ପଞ୍ଚୁକ ରେ ଏହି ସବୁ ବିଷୟ ପ୍ରତି ଧ୍ୟାନ ରଖନ୍ତୁ ମଙ୍ଗଳ ହେବ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *