ବନ୍ଧୁଗଣ, ସନ୍ତାନ ର ବିଦ୍ୟା ବୁଦ୍ଧି ଲାଭ ପାଇବା ପାଇଁ ତଥା ସୁଖ ପାଇବା ପାଇଁ, ସଦାବେଳେ ପିଲାର ଗ୍ରହ ଦୋଷ ଆରିଷ୍ଠୀ ଖ-ଣ୍ଡ-ନ ହେବାପାଇଁ ପିଲାମାନେ ଶୋଇଗଲା ପରେ ତାଙ୍କର ସେହି ଘରେ କର୍ପୁର ଜାଳିବେ । କର୍ପୁର ବାସ୍ନା ଟା ପିଲାର ନାକରେ ବାଜିବା ଦରକାର । ଆପଣ ପିଲାର ଯେଉଁ ତକିଆ ରଖିଥିବେ ତାହା ହଳଦୀଆ ତକିଆ ହେବା ଆବଶ୍ୟକ । ହଳଦୀଆ ତକିଆ କରିଲେ ତାହା ବୃହସ୍ପତିଙ୍କର ଏବଂ ବିଦ୍ୟା ଦାତ୍ରୀ ଙ୍କର ।
ଏହା ଦ୍ଵାରା ଆପଣଙ୍କ ସନ୍ତାନଙ୍କର ଜ୍ଞାନ ଆସିଥାଏ । ଏବଂ ପିଲାର ବୁଦ୍ଧି ଆପେ ଆପେ ପରିବର୍ତ୍ତିତ ହୋଇଯିବ । ଆଉ ଏକ ଉପାୟ ହେଉଛି, ତୁଳସୀ ଗଛର ମୂଳ ଯଦି ଆପଣଙ୍କୁ ପ୍ରାପ୍ତ ହେଲା ତେବେ ତାକୁ ଗୋଟିଏ ଡେଉଁରିଆରେ ରଖି ପିନ୍ଧିଲେ, ଆପଣ ଯୁଆଡେ ଯିବେ ହାରିବେନି କେବେ ମଧ୍ୟ । ତୁଳସୀ ଗଛର ମାଟି ମୁଣ୍ଡରେ ଲଗାଇ ଗଲେ, ଯାହା ସାଙ୍ଗରେ କଥା ବାର୍ତ୍ତା କରିବେ ସେ ନଇଁପଡିବେ ।
ତୁଳସୀ ଗଛ ଆପଣ ଘରୁ ବାହାରିବାର ଡାହାଣ ପାର୍ଶ୍ଵ ରେ ଥିଲେ, ବହୁତ ତୁଳସୀ ଗଛ ଥିଲେ ତାହା ବୃନ୍ଦାବନ ହେବ । ଅମ୍ଳଜାନ ବହୁତ ପାଇବେ । ତୁଳସୀ ପାତ୍ର ବାସୀ ହୁଏ ନାହିଁ । ତୁଳସୀ କାଠ କୁ ଘୋରୀ ଆପଣ ବିଷ୍ଣୁ କୁ ଦେଲେ, ଆପଣଙ୍କୁ ସ୍ଵର୍ଗ ପୁର ଅଥବା ସ୍ଵର୍ଗ ପ୍ରାପ୍ତି ହେବ । ଶୁଖିଲା ତୁଳସୀ ଗଛ ଶୁଖିଯାଇଥିବା ଯାହା ତାକୁ ଶ-ବ ପାଖରେ ଦେଲେ ଶ-ବ ଯେତେ ପାପ କରିଥାଉ, ତୁଳସୀ ର ମହିମା ଫଳରେ ସେ ବୈକୁଣ୍ଠ ଲାଭ କରିବ ।
ତୁଳସୀ ର ଗୋଟିଏ ଗଣ୍ଠି ପୋକ ଥାଏ, ଯେଉଁଥିରେ ତୁଳସୀ ର ଗଣ୍ଠି ପୋକ ପଡିଗଲା ପରେ ତୁଳସୀ ର ଯେଉଁ ବିନ୍ଦୁ ଟି ଥିବ, ତାକୁ ଯଦି ଆପଣ ପ୍ରାପ୍ତ ହେବେ, ତାକୁ ଡେଉଁରିଆ କରି ରଖିବେ, ଆପଣ ସମସ୍ତ ବିଦ୍ୟା ବଶୀକରଣ ବିଦ୍ୟା, ଏବଂ ଯେତେ ପ୍ରକାରର ବିଦ୍ୟା ଅଛି, ସମସ୍ତ ପ୍ରକାର ବିଦ୍ୟା ତନ୍ତ୍ର ବିଦ୍ୟାରେ ଏହା ଧୁରନ୍ଦର କାମ କରିଥାଏ । ତୁଳସୀ ଗଛର ମଞ୍ଜି ତାକୁ ନାଣ୍ଡିବ ବୋଲି କୁହନ୍ତି ।
ତୁଳସୀ ମଞ୍ଜି କୁ ଆପଣ ସବୁଦିନ ପାଇଁ ଖାଇଲେ, ଯେଉଁ ଲୋକ ଅକର୍ମା ନପୁଂସକ ତାହାର ନପୁଂସକ ନଷ୍ଟ ହୋଇଯାଇଥାଏ । ଏହାକୁ ସେବନ କରିଲେ ପୁନ୍ନର୍ବାର ସେହି ରୋଗ ରୁ ଆରୋଗ୍ୟ ହୋଇ ପାରିବେ । ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ