ଭାଗ୍ୟଶାଳୀ ଲୋକଙ୍କୁ ହିଁ ସୋମବାର ଦିନ ଦେଖାଦିଏ ଏହି 3 ଟି ସଙ୍କେତ, ହୋଇଥାଏ ଭୋଲେନାଥଙ୍କ କୃପା

ବନ୍ଧୁଗଣ, ଯଦି ଆପଣଙ୍କୁ ସୋମବାର ଦିନ ଏହି ୫ ଟି ସଙ୍କେତ ମିଳୁଅଛି ତେବେ ଜାଣି ନିଅନ୍ତୁ ଯେ ଦେବ ଦେବ ମହାଦେବ ଆପଣଙ୍କ ଭକ୍ତି ରେ ପ୍ରସନ୍ନ ଅଛନ୍ତି । ଏହାଫଳରେ ଆପଣଙ୍କ ଖରାପ ସମୟ ସମାପ୍ତ ହେବାକୁ ଯାଉଅଛି ଏବଂ ଆପଣଙ୍କ ଜୀବନରେ ଭଲ ସମୟ ର ଶୁଭାରମ୍ଭ ହେବ । ଦେବ ଦେବ ମହାଦେବ ଏହି ସମସ୍ତ ସଂସାରର କୋଣନୁକୋଣ ରେ ବାସ କରୁଛନ୍ତି । ଶିବ ହିଁ ଆଦି ଅଟନ୍ତି ଏବଂ ଶିବ ହିଁ ଅନନ୍ତ ଅଟନ୍ତି ।

ଶିବ ହିଁ ପାଳନ କର୍ତ୍ତା ଅଟନ୍ତି ଏବଂ ଶିବ ହିଁ ସଂହାର କର୍ତ୍ତା ଅଟନ୍ତି । ଭଗବାନ ଶିବ ନିଜ ଭକ୍ତ ଙ୍କ ରକ୍ଷା ନିମନ୍ତେ ରୁଦ୍ର ରୂପ ମଧ୍ୟ ଧାରଣ କରିଥାନ୍ତି । ଆସନ୍ତୁ ଜାଣିବା ସେହି ସଂକେତ ସମ୍ବନ୍ଧରେ । ୧- ବ୍ରହ୍ମ ମୁହୂର୍ତ୍ତରେ ଚନ୍ଦ୍ରମା ର ଦର୍ଶନ, ଯଦି ସୋମବାର ଦିନ କୌଣସି ବ୍ୟକ୍ତି ର ନିଦ ବ୍ରହ୍ମ ମୂହୁର୍ତ୍ତରେ ଭାଙ୍ଗୁଛି ଏବଂ ଏହା ସହିତ ଆକାଶ ରେ ଚନ୍ଦ୍ରମା ର ଦର୍ଶନ ହେଉଅଛି, ତେବେ ଏହାକୁ ଶୁଭ ସଂକେତ ମାନାଯାଇଅଛି । ସେହି ବ୍ୟକ୍ତି ର ଭକ୍ତି ରେ ମହାଦେବ ପ୍ରସନ୍ନ ଅଛନ୍ତି ବୋଲି ଜାଣନ୍ତୁ ।

୨- ଧଳା ନନ୍ଦୀ ର ଦର୍ଶନ, ସୋମବାର ଦିନ ଯଦି ଆପଣ କୌଣସି କାର୍ଯ୍ୟ ପାଇଁ ଘରୁ ବାହାରକୁ ବାହାରୁଛନ୍ତି ଏବଂ ଆପଣଙ୍କୁ ଧଳା ନନ୍ଦୀ ର ଦର୍ଶନ ହେଉଅଛି ତେବେ ଆପଣ ଜାଣିନିଅନ୍ତୁ ଯେ ଭଗବାନ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ।

୩- ନାଗ ଦେବତା ଙ୍କ ଦର୍ଶନ, ଭଗବାନ ଶିବ ନିଜ ଗଳାରେ ନାଗ ଦେବତା ଙ୍କୁ ଧାରଣ କରିଛନ୍ତି, ଭଗବାନ ଶିବ ଙ୍କୁ ନାଗ ଅତ୍ୟନ୍ତ ପ୍ରିୟ ଅଟେ । ଏଣୁ ଯଦି ଆପଣଙ୍କୁ ସୋମବାର ଦିନ ନାଗ ଦେବତା ଙ୍କ ଦର୍ଶନ ହୋଇଥାଏ, ତେବେ ଏହାକୁ ମଧ୍ୟ ଶୁଭ ସଂକେତ ମାନାଯାଇଥାଏ ।

୪- ଏକାନ୍ତ ରେ ସ୍ତ୍ରୀ ଏବଂ ପୁରୁଷ ଙ୍କୁ ଦେଖିବା, ଯଦି ସୋମବାର ଦିନ ଆପଣଙ୍କୁ କୌଣସି ସ୍ଵାମୀ ସ୍ତ୍ରୀ ଏକ ଏକାନ୍ତ ସ୍ଥାନରେ ରହି କଥା ହେବାର ଦେଖା ଦେଇଥାନ୍ତି, ତେବେ ଏହାକୁ ମଧ୍ୟ ଶୁଭ ସଙ୍କେତ ମାନାଯାଇଅଛି । ଏହା ମାତା ପାର୍ବତୀ ଏବଂ ଭଗବାନ ଶିବ ଙ୍କ ଦର୍ଶନ ଙ୍କ ସମାନ ଅଟେ ।

୫- କଳା କୁକୁର, ସୋମବାର ଦିନ କଳା କୁକୁର ଯଦି ଆପଣଙ୍କ ଘର ଦ୍ଵାର ନିକଟକୁ ଆସିଥାଏ, ତେବେ ଏହାକୁ ଅତ୍ୟନ୍ତ ଶୁଭ ସଂକେତ ବୋଲି ମାନାଯାଏ । ଏହାଦ୍ଵାରା ଆପଣଙ୍କ ଘରୁ ସମସ୍ତ ପ୍ରକାରର ନକାରାତ୍ମକ ର ଅନ୍ତ ହେବ । ଏହା ସଂକେତ ଅଟେ ଯେ ଆପଣଙ୍କ ଖରାପ ସମୟ ବର୍ତ୍ତମାନ ସମାପ୍ତ ହେବାକୁ ଯାଉଅଛି । ଏବଂ ଆପଣଙ୍କ ଭଲ ସମୟ ଆରମ୍ଭ ହୋଇସାରିଛି ।

ବନ୍ଧୁଗଣ ଏହି ସବୁ ସଂକେତ ସୋମବାର ଦିନ ଆପଣଙ୍କୁ ମିଳିଥିଲେ, ଜାଣନ୍ତୁ ଯେ ଭଗବାନ ମହାଦେବ ଆପଣଙ୍କ ସହିତ ଅଛନ୍ତି । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *