ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଦୀପାବଳି ହେଉଛି ଆଲୋକ ର ପର୍ବ । ଏହି ପର୍ବ ପ୍ରତ୍ୟେକ ଘରେଘରେ ପାଳନ ହୋଇଥାଏ । ଦୀପାବଳି ଭାରତ ବାସୀ ଙ୍କ ଏକ ମୁଖ୍ୟ ପର୍ବ ରୂପରେ ଗଣନିୟ ଅଟେ । ତେବେ ଶାସ୍ତ୍ର ଅନୁସାରେ ଏଭଳି କିଛି ଜିନିଷ ରହିଛି ଯେଉଁ ଜିନିଷ ଗୁଡିକୁ ଏହି ପବିତ୍ର ଦୀପାବଳି ରେ ଘରକୁ ଆଣିବା ଦ୍ୱାରା ଆପଣଙ୍କ ଜୀବନ ସୁଖ ସମୃଦ୍ଧି ରେ ପରିପୂର୍ଣ୍ଣ ହୋଇଯିବ ଏବଂ ଆପଣଙ୍କ ଜୀବନ ରେ କେବେବି ଧନର ଅଭାବ ରହିବ ନାହିଁ । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ସମ୍ବନ୍ଧରେ କହିବୁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
୧. ବନ୍ଧୁଗଣ ପ୍ରଥମ ରେ ହେଉଛି, ପିତଳ ପାତ୍ର । ଏହି ପବିତ୍ର ଦୀପାବଳି ରେ ଆପଣ ନିଜ ଘରକୁ ପିତଳ ର ପାତ୍ର ଆଣିବା ଦ୍ୱାରା ଆପଣଙ୍କ ଜୀବନ ରେ ଥିବା ସମସ୍ତ ସମସ୍ୟା ତୁରନ୍ତ ଦୂର ହୋଇଯିବ । ଏହା ଅତ୍ୟନ୍ତ ଶୁଭଦାୟକ ଅଟେ । ତେଣୁ ଆପଣ ନିଶ୍ଚିତ ଭାବରେ ଦୀପାବଳି ଦିନ ପିତଳ ର ପାତ୍ର ଘରକୁ ଆଣନ୍ତୁ ।
୨. ବନ୍ଧୁଗଣ ଦ୍ୱିତୀୟ ରେ ହେଉଛି, ଚାନ୍ଦି । ପବିତ୍ର ଦୀପାବଳି ରେ ରୁପା ର କିଛି ଜିନିଷ ଘରକୁ ଅଣା ଯାଇଥାଏ । ଏହି ଦିନ ରୁପା ର ଜିନିଷ କିଣିଲେ ଯଶ, କୀର୍ତ୍ତି ଏବଂ ସମ୍ପତ୍ତି ର ବୃଦ୍ଧି ହୋଇଥାଏ ।
୩. ବନ୍ଧୁଗଣ ତୃତୀୟ ରେ ହେଉଛି, କଉଡ଼ି । ଦୀପାବଳି ଦିନ ଆପଣ କଉଡ଼ି କ୍ରୟ କରି ପୂଜା କରନ୍ତୁ ଏବଂ ତାକୁ ନିଜ ସିନ୍ଦୁକ ରେ ରଖି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ କେବେବି ଧନ ହାନି ହେବ ନାହିଁ ।
୪. ବନ୍ଧୁଗଣ ଚତୁର୍ଥ ରେ ହେଉଛି, ଧନିଆ ମଞ୍ଜି । ଦୀପାବଳି ଦିନ ଏହି ମଞ୍ଜି କୁ ଆଣି ରୋପଣ କରିଲେ ଘରେ ସୁଖ ଓ ସମୃଦ୍ଧି ପ୍ରତିଷ୍ଠା ହୋଇଥାଏ ।
୫. ବନ୍ଧୁଗଣ ପଞ୍ଚମ ରେ ହେଉଛି, ମାତାଲକ୍ଷ୍ମୀ ଓ ଗଣେଶ ଙ୍କ ମୂର୍ତ୍ତି । ଏହି ଦୀପାବଳି ଦିନ ମାତାଲକ୍ଷ୍ମୀ ଓ ଗଣେଶ ଙ୍କ ମୂର୍ତ୍ତି ସହିତ ମାଟି ଦୀପ କ୍ରୟ କରିବା ଉଚିତ ହୋଇଥାଏ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ