ବନ୍ଧୁଗଣ, ପବିତ୍ର ଦୀପାବଳୀ ଅବସରରେ ଆପଣ ମାନଙ୍କୁ ହାର୍ଦ୍ଧିକ ଅଭିନନ୍ଦନ । ଦୀପାବଳୀ ରେ ଆମ୍ଭେ ମାନେ ସାଧାରଣତ ବହୁତ ସାରା ଏଭଳି ଭୁଲ ଜଣା ଅଜଣା ରେ କରିଥାଉ ଯାହା କାରଣରୁ ମାତା ଲକ୍ଷ୍ମୀ ଆମ୍ଭ ଘରୁ ସବୁଦିନ ଲାଗି ଚାଲିଯାଇଥାନ୍ତି । ଏହା ଫଳରେ ଆମ୍ଭ ଜୀବନରେ ସମସ୍ୟା ଲାଗି ରହିଥାଏ । ଆଜି ଆମ୍ଭେ ଆପଣ ମାନଙ୍କୁ କହିବାକୁ ଯାଉଅଛୁ ଯେ ଦୀପାବଳୀ ଅବସରରେ ଆପଣ କେଉଁ କଥା ପ୍ରତି ଧ୍ୟାନ ରଖିବେ ।
୧- ଦୀପାବଳୀରେ ଆପଣ କେବେ ମଧ୍ୟ ମାତା ଲକ୍ଷ୍ମୀ ଏବଂ ଗଣେଶ ଙ୍କ ଫଟୋଚିତ୍ର ଅଥବା ମୂର୍ତ୍ତି ଅନ୍ୟ ଜଣଙ୍କୁ ଭେଟ ଅଥବା ଉପହାର ସ୍ୱରୂପ ଦିଅନ୍ତୁ ନାହିଁ । ଏହା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଘରୁ ଚାଲିଯାଇଥାନ୍ତି ।
୨- ଆପଣ ଦୀପାବଳୀ ରେ ଚାନ୍ଦିରେ ଥିବା ମାତା ଲକ୍ଷ୍ମୀ, ଗଣେଶ, ଭଗବାନ କୁବେର ଙ୍କ ପ୍ରତିମା କାହାକୁ ଭେଟ ସ୍ୱରୂପ ଦିଅନ୍ତୁ ନାହିଁ । ଏହାଦ୍ଵାରା ଆପଣଙ୍କ ସମସ୍ତ ପୂଣ୍ୟ ଉପହାର ପାଇଥିବା ବ୍ୟକ୍ତି ଙ୍କ ପାଖକୁ ଚାଲିଯାଇଥାଏ ।
୩- ଏହି ଦୀପାବଳୀ ରେ ଆପଣ ପଇସା କାହାକୁ ଉଦ୍ଧାର ଦିଅନ୍ତୁ ନାହିଁ ଅଥବା ଉଦ୍ଧାର ନିଅନ୍ତୁ ନାହିଁ । ଏହିଦିନ ନେଇଥିବା କରଜ କେବେ ମଧ୍ୟ ସଋ ନଥାଏ । ଏଥିପାଇଁ ଏହିଦିନ ଆପଣ କେବେ ମଧ୍ୟ କରଜ ନିଅନ୍ତୁ ନାହିଁ ।
୪- ଆପଣ ହାତ ଘଣ୍ଟା କାହାକୁ ଉପହାର ଦିଅନ୍ତୁ ନାହିଁ । କାରଣ ଘଡି ସମୟର ପ୍ରତୀକ ଅଟେ । ଯଦି ଆପଣଙ୍କର ସମୟ ଭଲ ଚାଲୁଅଛି ଏହି ସମୟରେ ଆପଣ ଅନ୍ୟକୁ ଯଦି ହାତ ଘଣ୍ଟା ଉପହାର ସାଦୃଶ୍ୟ ଦେଉଛନ୍ତି ତେବେ ଆପଣଙ୍କ ଭଲ ସମୟ ସେହି ବ୍ୟକ୍ତି ଙ୍କ ପାଖକୁ ଚାଲିଯାଇଥାଏ । ଏବଂ ଆପଣଙ୍କ ଘରେ ଦାରିଦ୍ର୍ୟତା ବୃଦ୍ଧି ହୋଇଥାଏ ।
୫- ଏହିଦିନ ଆପଣ ନିଜ ସାମର୍ଥ୍ୟ ଅନୁଯାୟୀ ପୂଜା ସାମଗ୍ରୀ ଆଣନ୍ତୁ । କାହାଠାରୁ ଫୁଲ ଅଥବା ପୂଜା ସାମଗ୍ରୀ ନେଇ ପୂଜା କରନ୍ତୁ ନାହିଁ । ମାତା ଲକ୍ଷ୍ମୀ ଙ୍କ ସ୍ଥାୟୀ ରୂପରେ ବାସ ନିଜ ଘରେ କରିବାକୁ ଚାହୁଁଥିଲେ ଏହି ଉପାୟ ମାନ ଆଦୌ କରନ୍ତୁ ନାହିଁ । ଯେଉଁଥିରେ ମାତା ଲକ୍ଷ୍ମୀ ସନ୍ତୁଷ୍ଟ ହେବେ ତାହା କରିବା ନିତ୍ୟାନ୍ତ ଆବଶ୍ୟକ ।
୬- ଆପଣ ଦୀପାବଳୀ ର ପୂଜା ଶୁଭ ମୂହୁର୍ତ୍ତ ଦେଖି କରନ୍ତୁ । କାରଣ ଶୁଭ ମୂହୁର୍ତ୍ତ ରେ ପୂଜା ନକରିଲେ, ଆମ୍ଭକୁ ଫଳ ପ୍ରାପ୍ତି ହୋଇନଥାଏ । ଏଣୁ ଶୁଭ ମୂହୁର୍ତ୍ତ ରେ ପୂଜା କରନ୍ତୁ ।
ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ