Vastu Shastra- ଦୀପାବଳି ଦିନ ଭୁଲରେ ବି କରନ୍ତୁ ନାହିଁ ଏହି 7 କାମ, ନହେଲେ ହେଇଯିବେ ଭିକାରି

ବନ୍ଧୁଗଣ, ପବିତ୍ର ଦୀପାବଳୀ ଅବସରରେ ଆପଣ ମାନଙ୍କୁ ହାର୍ଦ୍ଧିକ ଶୁଭେଛା । ଦୀପାବଳୀ ଆମ୍ଭ ହିନ୍ଦୁ ଧର୍ମରେ ବଡ ପର୍ବ ମଧ୍ୟରୁ ଗୋଟିଏ ହୋଇଥାଏ । ଏଥି ନିମନ୍ତେ ସମଗ୍ର ଦେଶ ରେ ବର୍ତ୍ତମାନ ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି । ଦୀପାବଳୀ ଦିନ ପ୍ରାଏ ସମସ୍ତଙ୍କ ଘରେ ମାତା ଲକ୍ଷ୍ମୀ ଙ୍କ ପୂଜା ହୋଇଥାଏ ।

ହିନ୍ଦୁ ଧର୍ମରେ ବିଶ୍ଵାସ ରହିଅଛି ଯେ ଏହିଦିନ ମାତା ଲକ୍ଷ୍ମୀ ସମସ୍ତଙ୍କ ଘରକୁ ଆଗମନ କରିଥାନ୍ତି । ଏଣୁ ମାତା ଲକ୍ଷ୍ମୀ ଙ୍କ ସ୍ଵାଗତ ନିମନ୍ତେ ଘରେ ଘରେ ସବୁ ପ୍ରକାରର ଆୟୋଜନ ହୋଇଥାଏ । ମାତ୍ର ଦୀପାବଳୀ ଦିନ ଏଭଳି କିଛି କାର୍ଯ୍ୟ ରହିଅଛି ଯାହାକୁ ଆପଣ କରିଲେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ରୁଷ୍ଠ ହୋଇ ପାରନ୍ତି ଆସନ୍ତୁ ଜାଣିବା ତାହା କଣ ଅଟେ ?

୧- ଦୀପାବଳୀ ଦିନ ଘରକୁ କେବେ ମଧ୍ୟ ଅପରିଷ୍କାର କରନ୍ତୁ ନାହିଁ । କାରଣ ଘର ଅପରିଷ୍କାର କରିବା ଦ୍ଵାରା ମାତା ଲକ୍ଷ୍ମୀ ରାଗିଯାଇଥାନ୍ତି ।

୨- ଏହିଦିନ ଭୁଲରେ ମଧ୍ୟ କ-ଳି-ଝ-ଗ-ଡା କରନ୍ତୁ ନାହିଁ । ବୟସ୍କ ଲୋକଙ୍କୁ ଖରାପ ଆଚରଣ କରନ୍ତୁ ନାହିଁ ।

୩- ଦୀପାବଳୀ ଦିନ ମ-ଦ୍ୟ-ପା-ନ କରନ୍ତୁ ନାହିଁ ଅଥବା ଅନ୍ୟ କୌଣସି ନି-ଶା-ଦ୍ର-ବ୍ୟ ମଧ୍ୟ ସେବନ କରନ୍ତୁ ନାହିଁ ।

୪- ଝାଡୁ ମାତା ଲକ୍ଷ୍ମୀ ଙ୍କ ପ୍ରତୀକ ହୋଇଥାଏ, ଏଣୁ ଝାଡୁକୁ ପାଦରେ ମା-ଡ-ନ୍ତୁ ନାହିଁ ଦୀପାବଳୀ ଦିନ ଝାଡୁକୁ ଧୋଇ ଉଚିତ ସ୍ଥାନରେ ଲୁଚାଇ ରଖନ୍ତୁ ଯେଉଁଠାରେ କାହାର ନଜର ପଡିବ ନାହିଁ ।

୫- ଦୀପାବଳୀ ଦିନ ସନ୍ଧ୍ୟା ସମୟରେ ଆପଣ ଆଦୌ ସୁଅନ୍ତୁ ନାହିଁ । ଯଦି ଏଭଳି କରନ୍ତି ତେବେ ଆପଣ ଆସୁଥିବା ସମୟରେ ଅଭାବରେ ଘାଣ୍ଟିହେବା ସୁନିଶ୍ଚିତ । କାରଣ ଏହି ପବିତ୍ର ଦିନରେ ସନ୍ଧ୍ୟା ସମୟରେ ମାତା ଲକ୍ଷ୍ମୀ ଗୃହକୁ ଆଗମନ କରିଥାନ୍ତି । କିନ୍ତୁ ରୋଗୀ ମାନେ ସନ୍ଧ୍ୟା ସମୟରେ ସୋଇପାରିବେ ।

୬- ଦୀପାବଳୀ ଏକ ଆଲୋକ ର ପର୍ବ ତେଣୁ ଆପଣ ଏହିଦିନ ନିଜ ଘରକୁ ଆଲୋକ ରେ ସଜାନ୍ତୁ । ଆପଣ ନିଜ ଘରକୁ ଆଦୌ ଅନ୍ଧାର ରଖନ୍ତୁ ନାହିଁ । ମାତା ଲକ୍ଷ୍ମୀ ଏହିଦିନ ଆଲୋକ ଥିବା ସ୍ଥାନ କୁ ଯାତ୍ରା କରିଥାନ୍ତି ବୋଲି ମାନ୍ୟତା ରହିଅଛି । ଏଣୁ ଆପଣଙ୍କ ଘର ଯଦି ଅନ୍ଧାର ରୁହେ ମାତା ଲକ୍ଷ୍ମୀ ଫେରି ଯାଇଥାନ୍ତି ।

୭- ଦୀପାବଳୀ ରେ ଆପଣ କେବେ ମଧ୍ୟ ଜୁ-ଆ ଖେଳନ୍ତୁ ନାହିଁ । ଏହା ଦ୍ଵାରା ମାତା ଲକ୍ଷ୍ମୀ ରୁ-ଷ୍ଟ ହୋଇଥାନ୍ତି । ଏହା ଫଳରେ ମାତା ଲକ୍ଷ୍ମୀ ଙ୍କ କୃପାଦୃଷ୍ଟି ଆପଣଙ୍କ ଉପରେ ହୋଇ ପାରିବ ନାହିଁ । ଏହା ଦ୍ଵାରା ଆପଣଙ୍କ ଘରେ ନାନା ପ୍ରକାରର ସମସ୍ୟା ଦେଖାଯିବ । ବନ୍ଧୁଗଣ ଦୀପାବଳୀ ଦିନ ଏହି ୭ ଟି ବିଷୟ ପ୍ରତି ଧ୍ୟାନ ରଖନ୍ତୁ ଆପଣଙ୍କର ମଙ୍ଗଳ ହେବ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *