ବନ୍ଧୁଗଣ, ଧନତେରସା ରେ ଆପଣ ଘରକୁ ନେଇ ଆସନ୍ତୁ ଏହି ଜିନିଷ ମଧ୍ୟରୁ କୌଣସି ଏକ ଜିନିଷ ମାତା ଲକ୍ଷ୍ମୀ ଙ୍କ କୃପା ଆପଣଙ୍କ ଉପରେ ନିଶ୍ଚିନ୍ତ ବର୍ଷିବ । ଆପଣଙ୍କ ଘରେ ଧନ ର ଅଭାବ ରହିବ ନାହିଁ । ୫ ଦିନ ପର୍ଯ୍ୟନ୍ତ ଦୀପାବଳୀ ପର୍ବ ପାଳନ କରାଯାଏ । ଏହା ମଧ୍ୟରେ ଧନତେରସା ପର୍ବ କୁ ଅଧିକ ଗୁରୁତ୍ଵ ଦିଆଯାଇଥାଏ । ଏହାକୁ କିଣାକିଣି ର ବିଶେଷ ଦିନ ବୋଲି ମାନାଯାଇଥାଏ ।
ଏହିଦିନ ସୁନାଚାନ୍ଦି ମଧ୍ୟ କିଣିଥାନ୍ତି । ମାତ୍ର ସୁନାଚାନ୍ଦି ବ୍ୟତୀତ ଯଦି ଆପଣ ଏହିସବୁ ଜିନିଷ କୁ କିଣନ୍ତି ତେବେ ଆପଣଙ୍କ ଘରକୁ ମାତା ଲକ୍ଷ୍ମୀ ନିଜେ ବିଜେ କରିବେ । ଆପଣଙ୍କ ଘରେ ମାତା ଲକ୍ଷ୍ମୀ ଙ୍କ କୃପା ବର୍ଷିବ । ଆସନ୍ତୁ ତେବେ ଜାଣିବା ସେହି ମୂଲ୍ୟବାନ ଜିନିଷ ସମ୍ବନ୍ଧରେ ବିସ୍ତାର ରୂପରେ ବିଶେଷ ବିବରଣୀ ।
୧- ଯଦି ଆପଣ ଧନତେରସ ଦିନ କଇଁଛ ର ମୁଦି ଚାନ୍ଦି ରେ ତିଆରି କରି ଅନାମିକା ଆଙ୍ଗୁଠି ରେ ପିନ୍ଧିବେ ତେବେ ମାତା ଲକ୍ଷ୍ମୀ ଙ୍କର କୃପା ଆପଣଙ୍କ ଉପରେ ବର୍ଷିବ । ଯଦି ଆପଣ ଚାନ୍ଦି ର ମୁଦି କିଣି ପାରୁ ନାହାନ୍ତି ତେବେ ଆପଣ ପିତଳ ମୁଦି ମଧ୍ୟ କିଣି ପାରିବେ ।
୨- ଆପଣ ଧନତେରସ ଦିନ ମାତା ଲକ୍ଷ୍ମୀ ଅଥବା ଭଗବାନ ଗଣେଶ ଙ୍କର ଫଟୋ ଅଥବା ମୁଦି ଅବଶ୍ୟ ଆଣନ୍ତୁ । ଚଳିତ ବର୍ଷ ନଭେମ୍ବର ୨ ରେ ଧନତେରସ ପଡୁଅଛି । ଆପଣ ଏହିଦିନ ମଙ୍ଗଳବାରରେ ମାତା ଲକ୍ଷ୍ମୀ ଏବଂ ଭଗବାନ ଗଣେଶ ଙ୍କ ମୂର୍ତ୍ତି ଘରକୁ ଆଣନ୍ତୁ । ଏହା ଦ୍ଵାରା ଆପଣଙ୍କ ମଙ୍ଗଳ ହେବ ।
୩- ମୟୁର ପଙ୍ଖ, ଏହାକୁ ବହୁତ ଶୁଭ ମାନଯାଇଅଛି । ଆପଣ ଏହି ମୟୁର ପଙ୍ଖ କୁ ମୁଖ୍ୟ ଦ୍ଵାରରେ ଲଗାଇ ଦିଅନ୍ତୁ । ଅଥବା ଆପଣ ଘରେ ଯେଉଁଠାରେ ଭଗବାନ କୃଷ୍ଣ ଙ୍କର ଫଟୋ ରଖିଛନ୍ତି ସେଠାରେ ଲଗାଇ ଦିଅନ୍ତୁ । ଏହାଦ୍ଵାରା ଆପଣଙ୍କ ଘରେ ଧନର ବର୍ଷା ହେବ ।
୪- ଶଙ୍ଖ, ଧନତେରସ ଦିନ ଆପଣ ଶଙ୍ଖ ଆଣନ୍ତୁ । ହିନ୍ଦୁ ଶାସ୍ତ୍ର ରେ ଶଙ୍ଖ କୁ ବହୁତ ଶୁଭ ମାନାଯାଇଅଛି ।
୫- ମାତା ଲକ୍ଷ୍ମୀ ଙ୍କର ପାଦୁକ ଅଥବା ଚରଣ, ଆପଣ ଏହାକୁ ପୂଜା ସ୍ଥାନରେ ରଖନ୍ତୁ ଅଥବା ମାତା ଲକ୍ଷ୍ମୀ ଙ୍କ ସାମ୍ନାରେ ରଖି ଦିଅନ୍ତୁ । ଏହା ଫଳରେ ଆପଣଙ୍କ ଘରେ ଧନର ଅଭାବ ଆଦୌ ହେବ ନାହିଁ । ଆପଣ ଧନତେରସ ଦିନ ମାତା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବା ନିମନ୍ତେ ପଦ୍ମଫୁଲ ନେଇ ଆସନ୍ତୁ । ଏହା ଦ୍ଵାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କ ଘର ଆନନ୍ଦରେ ଭାରି ଉଠିବ ।
ଧ୍ୟାନ ରଖିବେ ଯେ ଆପଣ ଧନତେରସ ଦିନ ଯେଉଁ ଜିନିଷ ଆଣିବେ ଦୀପାବଳୀ ଦିନ ସେ ସମସ୍ତ ଜିନିଷ କୁ ପୂଜା ନିଶ୍ଚିତ କରନ୍ତୁ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ