ବନ୍ଧୁଗଣ, ଯଦି ଆପଣଙ୍କୁ ସୋମବାର ଦିନ ଏହି ୭ ଟି ସଂକେତ ମିଳିଥାଏ ତେବେ, ମହାଦେବ ଆପଣଙ୍କ ଭକ୍ତି ରେ ପ୍ରସନ୍ନ ଅଛନ୍ତି ଏବଂ ଆପଣଙ୍କର ଖରାପ ସମୟ ସମାପ୍ତ ହେବାକୁ ଜାଉଅଛି । ଏହା ସହିତ ଆପଣଙ୍କ ଜୀବନରେ ଭଲ ସ୍ଥିତି ଆସିବାକୁ ଯାଉଅଛନ୍ତି ବୋଲି ଜାଣି ନିଅନ୍ତୁ । ଦେବର ଦେବ ମହାଦେବ ଏହି ସମଗ୍ର ପୃଥିବୀ ରେ ବାସ କରିଥାନ୍ତି । ଶିବ ହିଁ ଅନନ୍ତ ଏବଂ ଶିବ ହିଁ ଆଦି ଅଟନ୍ତି ।
ଶିବ ହିଁ ପାଳନକର୍ତ୍ତା ଏବଂ ଶିବ ହିଁ ସଂହାରକର୍ତ୍ତା ଅଟନ୍ତି । ସେ ନିଜ ଭକ୍ତ ଙ୍କ ରକ୍ଷା ନିମନ୍ତେ ରୁଦ୍ର ରୂପ ମଧ୍ୟ ଧାରଣ କରିଥାନ୍ତି, ସେ ନିଜ ସୃଷ୍ଟି ର ପାଳନ ହେତୁ ବିଷ ର ପାନ ମଧ୍ୟ କରିଥାନ୍ତି । ରୁଦ୍ର ରୂପରେ ସମଗ୍ର ସଂସାରକୁ ଯୋଗ ର ଜ୍ଞାନ ଦେଇଥାନ୍ତି । ଭଗବାନ ଶିବ ଙ୍କ ମହିମା ଅପରମ୍ପାର ଅଟେ ।
୧;- ଯଦି ସୋମବାର ଦିନ କୌଣସି ବ୍ୟକ୍ତି ର ନିଦ ବ୍ରହ୍ମ ମୂହୁର୍ତ୍ତ ରେ ଆପେ ଆପେ ଖୋଲିଯାଇଥାଏ ଏବଂ ତାଙ୍କୁ ଆକାଶ ରେ ଚନ୍ଦ୍ରମା ଙ୍କର ଦର୍ଶନ ହୋଇଥାଏ ତେବେ ତାହାକୁ ଶୁଭ ସଂକେତ ମାନାଯାଇଥାଏ । ସେହି ବ୍ୟକ୍ତି ର ଭକ୍ତି ରେ ମହାଦେବ ପ୍ରସନ୍ନ ରହିଥାନ୍ତି । ତାଙ୍କୁ କୌଣସି ଶୁଭ ଖବର ମିଳିବାକୁ ଯାଉଅଛି ।
୨;- ସୋମବାର ଦିନ ଆପଣ ଯଦି କୌଣସି କାର୍ଯ୍ୟ ନିମନ୍ତେ ଘରୁ ବାହାରୁଛନ୍ତି ଏବଂ ଆପଣଙ୍କୁ ରାସ୍ତାରେ କୌଣସି ଧଳା ନନ୍ଦୀ ର ଦର୍ଶନ ହେଉଅଛି ତେବେ ଏହାକୁ ଶୁଭ ସଂକେତ ମାନାଯାଇଥାଏ । ନନ୍ଦୀ ଶିବ ଙ୍କର ବାହାନ ଅଟନ୍ତି ଏଣୁ ଅଚାନକ ଧଳା ନନ୍ଦୀ ର ଦର୍ଶନ ହେବା ଏହା ଦର୍ଶାଇ ଥାଏ ଯେ ଭଗବାନ ଶିବ ଆପଣଙ୍କ ଉପରେ ସନ୍ତୁଷ୍ଟ ଅଛନ୍ତି ।
୩;- ଭଗବାନ ଶିବ ନିଜ ଗଳାରେ ନାଗ କୁ ଧାରଣ କରିଥାନ୍ତି । ଭଗବାନ ଙ୍କୁ ନାଗ ଅତ୍ୟନ୍ତ ପ୍ରିୟ ଅଟେ । ଏଥି ନିମନ୍ତେ ଯଦି ଆପଣଙ୍କୁ ସୋମବାର ଦିନ ନାଗ ଦେବତା ଙ୍କ ଦର୍ଶନ ହୋଇଥାଏ, ତେବେ ଏହାକୁ ଶୁଭ ସଂକେତ ମାନାଯାଇଥାଏ । ନାଗ ଙ୍କ ଦର୍ଶନ ହେବା ଆପଣଙ୍କ ଆର୍ଥିକ ଉନ୍ନତି କୁ ଦର୍ଶାଇ ଥାଏ ।
୪;- ସୋମବାର ଦିନ ଯଦି ଆପଣ କୌଣସି ପତିପତ୍ନୀ ଙ୍କୁ ଏକାନ୍ତ ସ୍ଥାନରେ ଦେଖନ୍ତି ତେବେ ଏହାକୁ ଶୁଭ ସଂକେତ ମାନାଯାଇଥାଏ । ଏହା ସ୍ଵୟଂ ମାତା ପାର୍ବତୀ ଏବଂ ଭଗବାନ ଶିବ ଙ୍କ ଦର୍ଶନ ସହିତ ସମାନ ଅଟେ । ଆପଣ ଯେଉଁ କାର୍ଯ୍ୟ କୁ ବାହାରିଛନ୍ତି ଆପଣଙ୍କୁ ସେହି କାର୍ଯ୍ୟ ରେ ସଫଳତା ନିଶ୍ଚିତ ମିଳିବ ।
ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ