ବନ୍ଧୁଗଣ, ସପ୍ତାହର ୭ ଦିନର ଅଲଗା ଅଲଗା ମହତ୍ଵ ରହିଅଛି । ଏହି ୭ ଦିନରେ ଭଗବାନ ଙ୍କର ଅଲଗା ଅଲଗା ସ୍ୱରୂପ କୁ ସମର୍ପିତ କରାଯାଇଅଛି । ଆଜି ଆମ୍ଭେ କହିବାକୁ ଯାଉଅଛୁ ବୁଧୁବାର ସମ୍ବନ୍ଧରେ କିଛି ବିଶେଷ କଥା । ବୁଧୁବାର ଦିନଟି ବୁଦ୍ଧିର ଭଗବାନ ଗଣେଶ ଙ୍କୁ ସମର୍ପିତ କରାଯାଇଅଛି ।
ଏହି ବୁଧୁବାର ଦିନ ମନ୍ଦିରରେ ଗଣେଶ ଭଗବାନ ଙ୍କୁ ମୋଦକ ର ଭୋଗ ଲଗାଯାଇଥାଏ । ନିଜ ଘର ପରିବାରର ସୁଖ ସମୃଦ୍ଧି ର କାମନା ମଧ୍ୟ କରାଯାଇଥାଏ । ମାନ୍ୟତା ଅନୁଯାୟୀ ବୁଧୁବାର ଦିନ ଏହି ୩ ଟି କାର୍ଯ୍ୟ କୁ ଆଦୌ କରିବା କଥା ନୁହେଁ । ଆସନ୍ତୁ ଜାଣିନେବା ତାହା କଣ ଅଟେ ?
୧- ଇଶାନ ଉତ୍ତର ତଥା ପଶ୍ଚିମ ଦିଗ ର ଯାତ୍ରା କରିବା ଠାରୁ ବଞ୍ଚିତ ରୁହନ୍ତୁ । ଏହି ଦିଗ ମାନଙ୍କରେ ଶୁନ ଦୋଷ ଲାଗିଥାଏ । ଯଦି ବହୁତ ଜରୁରୀ ହୁଏ ଏହି ଦିଗ ମାନଙ୍କ ରେ ଯାତ୍ରା କରିବା ତେବେ ଆପଣ ଘରେ ଉପାୟ କରି ବାହାରନ୍ତୁ ।
୨- ବୁଧୁବାର ଦିନ ଅନ୍ୟ କାହାକୁ ମଧ୍ୟ ଧନ ଉଦ୍ଧାର ଦିଅନ୍ତୁ ନାହିଁ । ଏହିଦିନ କରଜ ମଧ୍ୟ କାହାକୁ ଦିଅନ୍ତୁ ନାହିଁ । କାରଣ ଯଦି ବୁଧୁବାର ଦିନ ଆପଣ କାହାକୁ କରଜ ଦିଅନ୍ତି ତେବେ ମାନି ଚଲନ୍ତୁ ଯେ ଆପଣଙ୍କୁ ସେହି ପଇସା ଫେରସ୍ଥ ମିଳିବ ନାହିଁ । କାରବାର ର ସମ୍ବନ୍ଧ ରହିଥାଏ ବୁଧଗ୍ରହ ସହିତ । ଏଥିପାଇଁ କାରବାରରେ ମଧ୍ୟ ବିପରୀତ ପ୍ରଭାବ ପଡିଥାଏ ।
୩- ଯେଉଁ ମହିଳା ମାନଙ୍କର ଝିଅ ସନ୍ତାନ ରହିଅଛି, ସେମାନଙ୍କୁ ବୁଧୁବାର ଦିନ କେଶ ଧୋଇବା କଥା ନୁହେଁ । କାରଣ କେଶ ଧୋଇବା ଦ୍ଵାରା ଝିଅ ମାନଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ । ଏଣୁ ଏହି କଥା ର ମଧ୍ୟ ଧ୍ୟାନ ରଖନ୍ତୁ ।
୪- ଯେଉଁ ଜିନିଷ ରେ କ୍ଷୀର ଜଳିବାର ସମ୍ଭାବନା ରହିଥାଏ ସେହିଭଳି କାର୍ଯ୍ୟ ବୁଧୁବାର ଦିନ କରନ୍ତୁ ନାହିଁ । ଅର୍ଥାତ ବୁଧୁବାର କୁ କ୍ଷୀର କୁ ଗାଢା କରନ୍ତୁ ନାହିଁ ।
୫- ବୁଧୁବାର ଦିନ ପାନ ଖାଇବା କଥା ନୁହେଁ । ପାନ ଖାଇବା ଦ୍ଵାରା ଜୀବନରେ ସମସ୍ୟା ଆସିଥାଏ ।
୬- କିନ୍ନର ମାନଙ୍କ ଦିନ ହୋଇଥାଏ, ତାଙ୍କୁ ଏହିଦିନ ଅତ୍ୟନ୍ତ ମହତ୍ଵ ଦିଆଯାଇଥାଏ, ଏଣୁ ଆପଣଙ୍କୁ ବୁଧୁବାର ଦିନ କୌଣସି କିନ୍ନର ର ଅ-ପ-ମା-ନ କରିବା କଥା ନୁହେଁ । ସମ୍ଭବ ହୁଏ ତେବେ ସେମାନଙ୍କ ମଜାକ ମଧ୍ୟ ଉଡାନ୍ତୁ ନାହିଁ । ତାଙ୍କ ସମ୍ବନ୍ଧରେ ଅ-ପ-ଶ-ବ୍ଦ ମଧ୍ୟ କୁହନ୍ତୁ ନାହିଁ । ଏହି ଦିନ ସେମାନଙ୍କୁ କିଛି ନା କିଛି ଦାନ ଦେଇ ଦିଅନ୍ତୁ । ଏହାଦ୍ଵାରା ଧନ ବଢିବ, ଖୁସି ଆସିବ ।
୭- ବୁଧୁବର ଦିନ କାହାକୁ ଅ-ପ-ଶ-ବ୍ଦ କୁହନ୍ତୁ ନାହିଁ, ଏଭଳି କରିବା ଦ୍ଵାରା ଆପଣଙ୍କ ର ଅନେକ ପ୍ରକାରର କ୍ଷତି ହେବା ସହିତ ବ୍ୟାପାରରେ କ୍ଷୟ କ୍ଷତି ହୋଇଥାଏ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ