Vastu Shastra- ସ୍ବାମୀର ଆୟୁଷକୁ କମାଇ ଦିଏ ସ୍ତ୍ରୀ ର ଏହି 3 କାମ, କଣ ଆପଣ ଏମିତି ଭୁଲ କରୁ ନାହାଁନ୍ତି ତ ?

ବନ୍ଧୁଗଣ, ଭାରତୀୟ ସଭ୍ୟତା ରେ ପ୍ରତ୍ୟକ ଦିନକୁ ଏକ ବିଶେଷ ଦିନ ଭାବରେ ବିଚାର କରାଯାଇଥାଏ । ମୁଖ୍ୟ ଭାବରେ କହିବାକୁ ଗଲେ ଗୁରୁବାର କୁ ଧର୍ମବାର ବୋଲି କୁହାଯାଇଥାଏ । ଅନ୍ୟ ଏକ ମାନତା ଅନୁଯାୟୀ ଏହା ଅନ୍ୟ ଗ୍ରହ ତୁଳନାରେ ଭାରି ହୋଇଥାଏ । ଏଥି ନିମନ୍ତେ ଏହି ଦିନ ଏହିଭଳି କୌଣସି କାର୍ଯ୍ୟ କରିବା କଥା ନୁହେଁ ଯାହା ଫଳରେ ଅମଙ୍ଗଳ ହୋଇଥାଏ ।କାରଣ ଗୁରୁର ପ୍ରଭାବରେ ଆସୁଥିବା କାରକ ତତ୍ଵ ପ୍ରଭାବକୁ ହାଲୁକା କରିଦେଇଥାଏ ।

ଏଭଳି କେଉଁ କାର୍ଯ୍ୟ ଅଛି ଯାହା ଗୁରୁବାର ଦିନ କରିବା ଉଚିତ ନୁହେଁ ? ଆଜି ଆମ୍ଭେ ଆପଣ  ମାନଙ୍କୁ ତାହା ସମ୍ବନ୍ଧରେ କହିବାକୁ ଯାଉଅଛୁ । ୧;- ଗୁରୁବାର ଦିନ ମହିଳା ମାନେ କେଶ ଧୁଅନ୍ତୁ ନାହିଁ କି କା-ଟ-ନ୍ତୁ ନାହିଁ । ଶାସ୍ତ୍ର ଅନୁଯାୟୀ ମହିଳାଙ୍କର ଜନ୍ମ କୁଣ୍ଡଳୀ ରେ ବୃହସ୍ପତି ପତି ଏବଂ ସନ୍ତାନଙ୍କର କାରକ ହୋଇଥାଏ ।

ଏହାର ଅର୍ଥ ଏହା ଯେ ଗୁରୁବାର ଗୁରୁ ଗ୍ରହ ସନ୍ତାନ ଏବଂ ସ୍ଵାମୀ ଦୁହିଙ୍କ ଜୀବନକୁ ପ୍ରଭାବ କରିଥାଏ । ଯଦି ମହିଳା ମାନେ ଗୁରୁବାର ଦିନ ନିଜ କେଶ କୁ ଧୋଇଥାନ୍ତି ଅଥବା କାଟି ଥାନ୍ତି ତେବେ ବୃହସ୍ପତି ଦୁର୍ବଳ ହୋଇଥାଏଏବଂ ସ୍ଵାମୀ ଏବଂ ସନ୍ତାନ ମାନଙ୍କର ଉନ୍ନତି ଅଟକି ଯାଇଥାଏ । ଏହା ସହିତ ଆୟୁଷ ମଧ୍ୟ କମିଯାଇଥାଏ ।

୨;- ସେଭିଙ୍ଗ ଅଥବା ନଖ କା-ଟି-ବେ ନାହିଁ । ଗୁରୁଗ୍ରହ କୁ ଜୀବ ବୋଲି କୁହାଯାଇଥାଏ । ଜୀବ ର ଅର୍ଥ ଜୀବନ । ଜୀବନ ମାନେ ଆୟୁ ଗୁରୁବାରଦିନ ନଖ କା-ଟି-ବା ଏବଂ ସେଭିଙ୍ଗ କରିବା ଦ୍ଵାରା ଗୁରୁଗ୍ରହ ଦୁର୍ବଳ ହୋଇଥାଏ । ଏହା ଦ୍ଵାରା ଜୀବନ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡିଥାଏ । ଏବଂ ବୟସ ରେ ଦିନ କମିଯାଇଥାଏ । ଏଥିପାଇଁ ଗୁରୁବାର ଦିନ ସେଭିଙ୍ଗ କରିବା ଅଥବା ନଖ କା-ଟି-ବା ସଠିକ ନୁହେଁ ।

୩;- ଏହିଦିନ ଘରେ ପୋଛା ଲଗାନ୍ତୁ ନାହିଁ । ଏହିଦିନ ପୋଛା ଲଗାଇବା ଦ୍ଵାରା ପିଲା ମାନଙ୍କ ର ଶିକ୍ଷା ତଥା ଧର୍ମ ଆଦି ଉପରେ ଅତ୍ୟନ୍ତ ଖରାପ ପ୍ରଭାବ ପଡିଥାଏ ।

୪;- ଆପଣ କୌଣସି ଗୁରୁବାର ଦିନ କପଡା ସଫା ସଫି କରନ୍ତୁ ନାହିଁ । ଗୁରୁବାର ଦିନ କପଡା ଧୋଇବା ସଠିକ ନୁହେଁ । ଏହା କରିବା ଦ୍ଵାରା ଘରର ସୁଖ ଶାନ୍ତି ଦୂର ହୋଇଯାଇଥାଏ । ଏହା ସହିତ ଘରର କୌଣସି ବସ୍ତୁ କବାଡିଆ କୁ ଦେବା ଏବଂ ଘର ସଫା କରିବା ଏହିସବୁ କାମ ମଧ୍ୟ ଏହିଦିନ କରିବା ସଠିକ ନୁହେଁ । ଏହା ଦ୍ଵାରା ଗୃହ ଉପରେ ଏହାର ନକାରତ୍ମକ ପ୍ରଭାବ ପଡିଥାଏ । ଏହିଦିନ ମାତା ଲକ୍ଷ୍ମୀ ଙ୍କୁ ଅଣଦେଖା କରନ୍ତୁ ନାହିଁ ।

ଗୁରୁବାର ଦିନ ନାରାୟଣ ଙ୍କ ଦିନ ବୋଲି ବିଚାର କରାଯାଇଅଛି । ପ୍ରଭୁ ସେତେବେଳେ ପ୍ରସନ୍ନ ହୋଇଥାନ୍ତି ଯେତେବେଳେ ତାଙ୍କ ସହିତ ତାଙ୍କ ପତ୍ନୀ ଙ୍କ ପୂଜା କରାଯାଇଥାଏ । ଗୁରୁବାର ଦିନ ଲକ୍ଷ୍ମୀ ନାରାୟଣ ଙ୍କୁ ଏକା ସହିତ ପୂଜା କରିବା ଦ୍ଵାରା ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ସମ୍ପର୍କ ଭଲ ରହିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *