ବନ୍ଧୁଗଣ, ସାଧାରଣତ ପ୍ରତ୍ୟକ ବ୍ୟକ୍ତି ଙ୍କ ଜୀବନରେ ସାଧାରଣତ ଛୋଟ ଏବଂ ବଡ ଘଟଣା ମାନ ଘଟିଥାଏ । ମାତ୍ର ଚାଣକ୍ୟ ନୀତି ର ରଚୟିତା ଆଚାର୍ଜ୍ୟ ଚାଣକ୍ୟ ନିଜ ଜୀବନର ଅନୁଭବ ଦ୍ଵାରା କିଛି ଏଭଳି କଥା କହିଛନ୍ତି ଯାହାର ଅନୁସରଣ କରି ମନୁଷ୍ୟ କେତେକ ସମସ୍ୟା ରୁ ଦୂରରେ ରହିପାରିବ । ସେହିଭଳି ଆଚାର୍ଯ୍ୟ ଚାଣକ୍ୟ କିଛି ବିଶେଷ ଘଟଣା ତଥା କିଛି ବିଶେଷ କଥା ସମ୍ବନ୍ଧରେ କହିଛନ୍ତି ଯାହାକୁ ବ୍ୟକ୍ତି ଙ୍କୁ କେବେ ମଧ୍ୟ ଅନ୍ୟ ଆଗରେ କହିବା କଥା ନୁହେଁ । ତାଙ୍କୁ ସର୍ବଦା ଏହାକୁ ଗୋପନୀୟ ରଖିବା ଆବଶ୍ୟକ । ଆସନ୍ତୁ ବର୍ତ୍ତମାନ ଜାଣିନେବା ତାହା କେଉଁ କଥା ମାନ ଅଛି ?
୧- ନିଜ ଜୀବନରେ କିଛି ଅ-ପ-ମା-ନ ର କଥା, ସାଧାରଣତ ଆମ୍ଭ ମାନଙ୍କ ଜୀବନରେ କେବେ କେବେ ଏଭଳି ପରିସ୍ଥିତି ମଧ୍ୟ ହୋଇଯାଇଥାଏ, ଯେଉଁ କାରଣରୁ ଆମ୍ଭର ଉପହାସ କରାଯାଇଥାଏ । ଅର୍ଥାତ ଆମ୍ଭକୁ ମଜାକ ର ପାତ୍ର ବନିବାକୁ ହୋଇଥାଏ । ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଏହିଭଳି ଅପମାନର କଥା କୁ ଅନ୍ୟ କାହା ଆଗରେ ପ୍ରକାଶ କରିବା କଥା ନୁହେଁ । କାରଣ ଏହି କଥା କୁ ଅନ୍ୟ ଆଗରେ ପ୍ରକାଶ କରିବା ଦ୍ଵାରା ଆପଣ ପୁନଃ ଉପହାସ ର ପାତ୍ର ବନି ପାରନ୍ତି ।
୨- ନିଜ ପରିବାରର ବ୍ୟକ୍ତିଗତ କଥା, ଆପଣ ନିଜ ଘର ପରିବାର ର ଗୋ-ପ-ନୀୟ କଥା ତଥା ନିଜ ପତ୍ନୀ ର ଚରିତ୍ର ତଥା ସ୍ଵଭାବ ସମ୍ବନ୍ଧିତ କୌଣସ କଥା ଅନ୍ୟ କାହା ଆଗରେ ପ୍ରକାଶ କରିବା କଥା ନୁହେଁ । କାରଣ ଘର ମାନଙ୍କରେ ସାଧାରଣତ କ୍ଲେ-ଶ ର କାରଣ ନିଜ ମଧ୍ୟରେ ଥିବା ଝ-ଗ-ଡା ମାଧ୍ୟମରେ ହିଁ ହୋଇଥାଏ । ଏହା କୌଣସି ବ୍ୟକ୍ତି ଙ୍କ ଚୁଗୁଲି କରିବା ଦ୍ଵାରା ହୋଇଥାଏ । ଯଦି ଏହା ବାହାର ଲୋକ ମାନଙ୍କୁ ଜଣାପଡିଯାଏ ତେବେ ସେମାନେ ଘରେ ଝ-ଗ-ଡା କରାଇବା ରେ ଲାଗି ଯାଇଥାନ୍ତି ।
୩- ନିଜ ପର୍ଶନାଲ ଦୁଖ ସମ୍ବନ୍ଧରେ ଅନ୍ୟକୁ କୁହନ୍ତୁ ନାହିଁ । ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ନିଜ ମନର କୌଣସି ଦୁଖ ତଥା କ-ଷ୍ଟ କୁ ଅନ୍ୟ ପରିଜନ ତଥା ସାଙ୍ଗ ସାଥି ମାନଙ୍କୁ କହିବା କଥା ନୁହେଁ । କାରଣ ଏଭଳି କରିବା ଦ୍ଵାରା ଆପଣଙ୍କ ଦୁଖ କମିବା ବଦଳରେ ଆହୁରି ଅଧିକ ବଢିଯାଇଥାଏ । ଏଣୁ ସେହି ଦୁଖ କୁ ନିଜ ମନରେ ରଖି ସେହି ସମସ୍ୟା ର ସମାଧାନ କରିବା ନିମନ୍ତେ ପ୍ରୟାସ କରନ୍ତୁ ।
୪- ଧନସମ୍ପତ୍ତି କ୍ଷୟ ସମ୍ବନ୍ଧରେ, ମୁଖ୍ୟତ ଅଧିକାଂଶ ସମୟରେ ଆମ୍ଭ ଜୀବନରେ ଏଭଳି ଘଟଣା ହୋଇଥାଏ, ଯେ ଆମ୍ଭେ ନିଜ ବ୍ୟବସାୟ ଅଥବା ବ୍ୟାପାର ରେ କୌଣସି କାରଣ ବଶତ ଅଥବା ଘାଟା ହେବା କାରଣରୁ ବହୁତ ବଡ ଆର୍ଥିକ ଅବସ୍ଥା କ୍ଷୟ ରେ ଆସିଯାଇଥାଉ । ଏହା ଫଳରେ ଆପଣଙ୍କ ମାନସିକ ସନ୍ତୁଳନ ମଧ୍ୟ ବିଗିଡି ଯାଇଥାଏ । ଏଣୁ ଆପଣ ଏହି କଥା କାହାକୁ କୁହନ୍ତୁ ନାହିଁ ।
କାହାକୁ ଆପଣ ଗରିବସ୍ଥାରେ ଅଛନ୍ତି ବୋଲି କହିଲେ ତାଙ୍କ ମନରେ ନିଚ୍ଚ ଭାବ ଆସିଥାଏ । ଏଣୁ ଏହି ପରିସ୍ଥିତି ର ସମୁଖୀନ କରି ସମସ୍ତ ସମସ୍ୟା କୁ ଲଢିବାକୁ ଚେଷ୍ଟା କରନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ