ବନ୍ଧୁଗଣ, ମନୁଷ୍ୟ ଶରୀରରେ ଥିବା ଅଙ୍ଗ ମାନଙ୍କର ପ୍ରୟୋଗ କରି ଆପଣ ସମସ୍ତ କାର୍ଯ୍ୟ କରି ପାରନ୍ତି । ଆପଣଙ୍କ ହାତ ଦ୍ଵାରା ଆପଣ ସମସ୍ତ କାର୍ଯ୍ୟ କରି ପାରନ୍ତି । ପାଦ ସାହାର୍ଯ୍ୟ ରେ ଅନ୍ୟ ଜାଗାକୁ ଯାଇ ପାରନ୍ତି । ଆପଣ କଣ ନିଜ ଆଖୁର କୋଣ ଭାଗକୁ କେବେ ଧ୍ୟାନ ଦେଇଛନ୍ତି ? ଆମ୍ଭ ଶରୀରର ଆଖିପତା ଆମ୍ଭ ଆଖିକୁ ସୁରକ୍ଷିତ ରଖିଥାଏ ଯଥା ବାହାରୁ ଆସୁଥିବା ଧୁଳି ରୁ ରକ୍ଷା କରିଥାଏ ।
ମାତ୍ର ଆମ୍ଭ ଆଇ ବ୍ରୋ ର ଅବସ୍ଥିତି ମହତ୍ଵପୂର୍ଣ୍ଣ ଅଟେ । ଏହା ବର୍ଷା ରେ ବର୍ଷା ର ପାଣି ଆମ୍ଭ ଆଖିରେ ପସିବାକୁ ବଞ୍ଚିତ କରି ରଖିଥାଏ । ଆଇ ବ୍ରୋ ଦ୍ଵାରା ବର୍ଷା ପାଣି ଆଖିରେ ନ ପଶି ସାଇଡ ଦେଇ ତଳେ ପଡିଯାଇଥାଏ । ଗରମ ଦିନରେ ଝାଳ ହେଲେ ମଧ୍ୟ ଏପରି ସାଇଡ ଦେଇ ତଳେ ପଡିଯାଇଥାଏ । ମନୁଷ୍ୟ ର ଝାଳ ରେ ଲୁଣ ର ପରିମାଣ ରହିଥାଏ ଏବଂ ତାହା ଯଦି ଆମ୍ଭ ଆଖିରେ ପଶି ଥାଏ ତେବେ ବହୁତ ଯନ୍ତ୍ରଣା ହୋଇଥାଏ । ଏଥି ନିମନ୍ତେ ଆମ୍ଭ ଶରୀରରେ ଆଇ ବ୍ରୋ ଉପସ୍ଥିତ ।
କାନରେ ଥିବା ଏହି ପାର୍ଟ ଯାହାର ନାମ ଟ୍ରାଗସ ଅଟେ ଏହା ବହୁତ କାର୍ଯ୍ୟକାରୀ ଅଟେ । କାନର ଏହି ପାର୍ଟ ଆବାଜ କେଉଁଠାରୁ ଆସୁଛି ତାହା ଜାଣିବାରେ ସାହାର୍ଯ୍ୟ କରିଥାଏ । ଯଦି ଆପଣଙ୍କ ସମୁଖରୁ କୌଣସି ଆବାଜ ଆସିଥାଏ ତେବେ ଏହି ଟ୍ରାଗସ ଆବାଜ ର ଚୟନ କରିଥାଏ । ଏହା ଦ୍ଵାରା ଜାଣି ହୁଏ ଯେ ଆବାଜ ଟି ସିଧା ସଳଖ ଆସୁଅଛି ଅଥବା ପଛ ପଟୁ ଆସୁଅଛି ।
ଆପଣଙ୍କ ଦୁଇଟି ଆଖି ମଝିରେ ଯେଉଁ ଜାଗା ରହିଥାଏ ତାହାକୁ ଗ୍ଲାବେଲା କୁହାଯାଏ । ଏହା ମଧ୍ୟ ବହୁତ କାର୍ଯ୍ୟକାରୀ ଅଟେ । ଏହା ଦ୍ଵାରା ଆପଣ ଜାଣି ପାରିବେ ଯେ ଆପଣଙ୍କ ଶରୀର ହାଇଡ୍ରେଡ ଅଛି କି ନା ? ଅର୍ଥାତ ଆପଣଙ୍କ ଶରୀରରେ ପାଣିର ଅଭାବ ରହିଅଛି କି ନ ? ଆପଣ ଯେତେ ଜିମ ଜାଆନ୍ତୁ କି ଯେତେ ଖାଦ୍ୟ ଖାଆନ୍ତୁ ଶରୀରରେ ପାଣି ର ମାତ୍ରା ଉତ୍ତମ ରହିବା ଆବଶ୍ୟକ । ଆପଣ ଏହି ଜାଗାକୁ ଧରି ମୋଡନ୍ତୁ ମୋଡିବା ପରେ ଯଦି ଆପଣଙ୍କ ଗ୍ଲାବେଲା ପୂର୍ବ ପରି ସଠିକ ରହିଥାଏ ତେବେ ଆପଣଙ୍କ ଶରୀରରେ ଜଳର ପରିମାଣ ଠିକ ରହିଅଛି ।
ମାତ୍ର ଯଦି ତାହା ମୋଡି ହୋଇଯାଇଥାଏ ତେବେ ଆପଣଙ୍କ ଶରୀରରେ ଜଳ ର ଅଭାବ ରହିଅଛି ବୋଲି ଜାଣନ୍ତୁ । ଏହା ସାଧାରଣତ ବହୁତ ଖାସ କ୍ଷେତ୍ରରେ ଦେଖାଯାଇଥାଏ । ଆପଣଙ୍କ ଶରୀରର ଏହି ଜାଗାକୁ ଦେଖି ସାରିବା ପରେ ଜ୍ୟୋତିଷ ଆପଣଙ୍କ ଭବିଷ୍ୟ ସମ୍ବନ୍ଧରେ କହିଥାନ୍ତି । ଆଧ୍ୟାତ୍ମିକ ନିୟମ ଅନୁଯାୟୀ ମାନାଯାଇଥାଏ ଯେ ଏହି ଜାଗା ଉପରେ ଆପଣଙ୍କ ଥାର୍ଡ ଆୟୁ ରହିଥାଏ । ମାତ୍ର ବିଜ୍ଞାନ ଅନୁଯାୟୀ ଏହାର ଗୋଟିଏ କାରଣ ରହିଅଛି ତାହା ହେଉଛି ପାଣିର ମାତ୍ରା କୁ ଚେକ କରିବା ।
ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ