ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ କିଛି ମହତ୍ଵପୂର୍ଣ୍ଣ ଘଟଣା ସମ୍ବନ୍ଧରେ କହିବାକୁ ଯାଉଅଛୁ । ଆପଣ ଏହାକୁ ନିଜ ଘରେ ପ୍ରୟୋଗ କରି ପାରିବେ । ସାଧାରଣତ ସମସ୍ତେ ଚାହିଁଥାନ୍ତି ତାଙ୍କ ଘରର ବାତାବରଣ ସବୁବେଳେ ଶୁଦ୍ଧ ରହୁବୋଲି । ଏହା ସହିତ ତାଙ୍କ ଘରେ ସକାରତ୍ମକ ଊର୍ଜା ର ପ୍ରଭାବ ରହୁବୋଲି । ଆଜି ଆମ୍ଭେ ଆପଣ ମାନଙ୍କୁ କିଛି ଏଭଳି ଗଛ ମାନଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହାକୁ ଘରେ ଲଗାଇବା ଦ୍ଵାରା ପବନ ଶୁଦ୍ଧ ରହିଥାଏ ।
ଏହା ସହିତ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ । ପ୍ରାଏ ଲୋକ ଭଗବାନ ଙ୍କ ପୂଜା ପାଇଁ ଫୁଲ ଗଛ ଲଗାଇଥାନ୍ତି । କିନ୍ତୁ ଫୁଲ ଗଛ ସହିତ କିଛି ଏଭଳି ଗଛ ରହିଅଛି ଯାହାକୁ ଲଗାଇବା ବହୁତ ଶୁଭ ବୋଲି ମାନାଯାଇଅଛି । ଆସନ୍ତୁ ଜାଣିବା ବର୍ତ୍ତମାନ ସେହି ଗଛ ମାନଙ୍କ ସମ୍ବନ୍ଧରେ ।
୧- ବୃଷଙ୍ଗ ଗଛ;- ବହୁତ ଲୋକେ ନିଜ ଘରେ ବୃଷଙ୍ଗ ଗଛ ଲଗାଇଥାନ୍ତି । ଏହାକୁ ଆପଣ ନିଜ ଘରେ ଲଗାଇବା ଦ୍ଵାରା ଶନି ଦୋଷ ଦୂର ହୋଇଥାଏ । ଏହା ସହିତ ଏହାର ପ୍ରୟୋଗ ଦ୍ଵାରା ଉଚ୍ଚ ରକ୍ତଚାପ, ଆଖି ଜନିତ ରୋଗ ମଧ୍ୟ ଦୂର ହୋଇଥାଏ । ଏଥି ନିମନ୍ତେ ଏହି ପତ୍ର କୁ ଆପଣ ମାନେ ନିଜ ଖାଇବାରେ ବ୍ୟବହାର କରିଥାନ୍ତି ।
୨- ଆଲୋଭେରା ଗଛ;- ଏହି ଗଛ ଆପଣଙ୍କ ଘରେ ଲଗାଇବା ଦ୍ଵାରା ଅମ୍ଳଜାନ ର ପରିମାଣ ବଢିଥାଏ । ଏହା ନକାରାତ୍ମକ ଊର୍ଜା କୁ ଘରୁ ବାହାର କରିଦେଇଥାଏ । ଏହି ଗଛ ଦ୍ଵାରା ଘରକୁ ସକାରତ୍ମକ ଊର୍ଜା ଆସିଥାଏ ।
୩- ସ୍ପାଇଡ଼ର ଗଛ;- ଏହି ଗଛ କମ ଖରାରେ ମଧ୍ୟ ପବନ କୁ ଶୁଦ୍ଧ କରିଥାଏ । ଏହି ଗଛ କାର୍ବୋନ ମନୋକ୍ସାଇଡ କୁ ସୁଦ୍ଧ କରି ଘରର ବାତାବରଣକୁ ସୁଦ୍ଧ କରିଥାଏ । ଏହି ଉପକାରୀ ଗଛ ଗୁଡିକୁ ଆପଣ ନିଜ ଘରେ ଲଗାଇବା ଦ୍ଵାରା ଏହା ଆପଣଙ୍କ ଘରର ବାତାବରଣ କୁ ଶୁଦ୍ଧ କରିଥାଏ । ଏବଂ ଯଦି ଆପଣଙ୍କ ଘରର ବାତାବରଣ ସୁଦ୍ଧ ରହିଥାଏ ତେବେ ଆପଣଙ୍କ ଘରେ ଧନଧାନ୍ୟ ର ଅଭାବ ରହି ନଥାଏ ।
ଏହା ସହିତ ମାତା ଲକ୍ଷ୍ମୀ ଆପଣଙ୍କ ଘରେ ପ୍ରବେଶ କରିଥାନ୍ତି । ବନ୍ଧୁଗଣ ଆପଣ ଏହି ସବୁ ଗଛ ନିଜ ଘରେ ଲଗାନ୍ତୁ ଆପଣଙ୍କୁ ନିଶ୍ଚିତ ରୂପେ ଶୁଭ ପରିମାଣ ମିଳିବ । ଆପଣ ମାନଙ୍କୁ ଏହି ବିଶେଷ ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।
ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।