Chanakya Niti- ସ୍ତ୍ରୀ ଙ୍କର ଏହି 3 ଟି ଖରାପ କାମ ସ୍ବାମୀଙ୍କୁ କରିଦିଏ ବର୍ବାଦ, ସ୍ଵାମୀ ହେଇଯାଏ କାଙ୍ଗାଳ, କଟୁ ହେଲେ ବି ସତ

ବନ୍ଧୁଗଣ, ଆମ୍ଭ ପ୍ରାଚୀନ ଗ୍ରନ୍ଥ ରେ ସମସ୍ତ ସ୍ଵାମୀ ସ୍ତ୍ରୀ ଙ୍କୁ ଭଗବାନ ଶିବ ଏବଂ ମାତା ଗୌରୀ ଙ୍କ ରୂପ ମାନା ଯାଇଥାଏ । ଭଗବାନ ଶିବ ଏବଂ ମାତା ଗୌରୀ ଉଭୟ ଙ୍କ ରୂପ ସ୍ୱରୂପ ଅଟନ୍ତି । ଠିକ ସେହିଭଳି ଭାବରେ ପତି ତଥା ପତ୍ନୀ ଉଭୟଙ୍କ ଅର୍ଦ୍ଧକ ହୋଇଥାନ୍ତି । ଏଥି ନିମନ୍ତେ ପତ୍ନୀ କୁ ଅର୍ଦ୍ଧାଙ୍ଗୀନୀ କୁହାଯାଏ । ବିବାହ ପରେ ମଧ୍ୟ ପତି ର ଭାଗ୍ୟ ପତ୍ନୀ ଙ୍କ ଭାଗ୍ୟ ସହିତ ଯୋଡି ହୋଇଥାଏ ।

ସେହିଭଳି ଭାବରେ ପତ୍ନୀ ଦ୍ଵାରା କରାଯାଇଥିବା ସମସ୍ତ ଖରାପ କାର୍ଯ୍ୟ ର ଫଳ ପତି କୁ ମଧ୍ୟ ସହିବାକୁ ହୋଇଥାଏ । ଆମ୍ଭ ହିନ୍ଦୁ ଘରେ ସ୍ତ୍ରୀ ମାନଙ୍କୁ ଘରର ଲକ୍ଷ୍ମୀ ଏବଂ ଅର୍ଣ୍ଣପୂର୍ଣ୍ଣା ମାନାଯାଇଥାଏ । ମାତ୍ର କିଛି ମହିଳା ମାନଙ୍କର ଖରାପ ସ୍ଵଭାବ ଦ୍ଵାରା ମାତା ଲକ୍ଷ୍ମୀ ଋଷ୍ଠ ହୋଇଯାଇଥାନ୍ତି । ସେହି ଘରୁ ଚାଲିଯାଇଥାନ୍ତି ଏବଂ ସେହି ଘରେ ତାଙ୍କର ଜ୍ୟଷ୍ଠ ଭଉଣୀ ଅଲକ୍ଷ୍ମୀ ବାସ କରିଥାନ୍ତି ।

୧- ସ୍ତ୍ରୀ ଲୋକ ମାନଙ୍କୁ ସନ୍ଧ୍ୟା ସମୟରେ କେବେ ମଧ୍ୟ କେଶ ଖୋଲା କରି ଘରେ ବୁଲିବା ଉଚିତ ନୁହେଁ । ମହିଳା ମାନଙ୍କ ଅଭ୍ୟାସ ରହିଥାଏ ଯେ ସେ ସନ୍ଧ୍ୟା ସମୟରେ ନିଜ କେଶ କୁ କୁଣ୍ଡାଇ ଥାନ୍ତି । ଏଭଳି କରିବା ଶାସ୍ତ୍ର ଅନୁଯାୟୀ ଅନୁଚିତ ଅଟେ । ମାତା ଲକ୍ଷ୍ମୀ ଏହିଭଳି ଘରେ କେବେ ନିବାସ କରି ନଥାନ୍ତି ।

୨- ସାଧାରଣତ କେତେକ ମହିଳା ଘରର ମୁଖ୍ୟ ଦ୍ଵାରରେ ଗପୁଥିବା ତଥା ଭୋଜନ କରୁଥିବାର ଆପଣ ମାନେ ଦେଖିଥିବେ । ମାତ୍ର ଘରର ଲକ୍ଷ୍ମୀ ର ମୁଖ୍ୟ ଦ୍ଵାରରେ ଏଭଳି ଅବସ୍ଥିତି କୁ ଆଦୌ ଉଚିତ ମାନାଯାଇନଥାଏ । କାରଣ ମାତା ଲକ୍ଷ୍ମୀ ଆପଣଙ୍କ ମୁଖ୍ୟ ଦ୍ଵାରରେ ପ୍ରବେଶ କରିଥାନ୍ତି ଏବଂ ତାହା ଉପରେ ମହିଳା ମାନେ ରାସ୍ତା ଅଟକକାଇ ବସିଯିବା, ମାତା ଲକ୍ଷ୍ମୀ ଦ୍ଵାରରୁ ହିଁ ଫେରସ୍ଥ ହୋଇଯାଇଥାନ୍ତି । ଏହି କଥା ର ମଧ୍ୟ ଧ୍ୟାନ ରଖନ୍ତୁ ଯେ ଘରର ମୁଖ୍ୟ ଦ୍ଵାରକୁ ଆପଣ ସର୍ବଦା ସଫା ସୁତରା ରଖନ୍ତୁ ।

୩- ଅନେକ ମହିଳା ଘରେ ଅଧିକ ସମୟ ପର୍ଯ୍ୟନ୍ତ ଶୋଇଥାନ୍ତି । ମାତ୍ର ଯଦି ଘରର ମହିଳା ଏତେ ଡେ-ରୀ ପର୍ଯ୍ୟନ୍ତ ଘରେ ଶୋଇଥାନ୍ତି ତେବେ ଏଠାରେ ନକାରାତ୍ମକ ଊର୍ଜା ବ୍ୟାପିଥାଏ । ଆପଣ ପ୍ରାତ କାଳ ସକାଳୁ ଉଠି ହିଁ ଘରେ ନିଜ ନିତ୍ୟକର୍ମ ସାରି ଗୁରୁଜନ ମାନଙ୍କର ଆଶୀର୍ବାଦ ନିଅନ୍ତୁ । ଏହା ଫଳରେ ଆପଣଙ୍କ ଘରେ ସକାରତ୍ମକ ବାତାବରଣ ଲାଗି ରହିବ ।

୪- ରାତିରେ ଅଥବା ସବୁବେଳେ ଘରେ ଅଇଁଠା ବାସନ ପଡି ରହିବା ଆଦୌ ଶୁଭ ଲକ୍ଷଣ ହୋଇ ନଥାଏ । ଏହାଦ୍ଵାରା ଆପଣଙ୍କ ଘରେ ନକାରତ୍ମକ ଊର୍ଜା ପ୍ରବେଶ କରିଥାଏ । ଏହାଦ୍ଵାରା ଆପଣଙ୍କ ଘରେ ମାତା ଲକ୍ଷ୍ମୀ କେବେ ନିବାସ କରି ନଥାନ୍ତି । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *