ନିଜ ଜନ୍ମବାର ଅନୁସାରେ ଜାଣନ୍ତୁ କେଉଁ ବାରରେ ଜନ୍ମ ହେଲେ, କଣ ଲକ୍ଷଣ ରହିଥାଏ ? (Personality Test)

ବନ୍ଧୁଗଣ, ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କୌଣସି ବ୍ୟକ୍ତି ର ଆସୁଥିବା ସମୟ ସେହି ବ୍ୟକ୍ତି ର ଜନ୍ମ ମାସ, ତାରିଖ ତଥା ଦିନ ଉପରେ ନିର୍ଦ୍ଧାରିତ ହୋଇଥାଏ । ଆଜି ଆମ୍ଭେ କହିବାକୁ ଯାଉଅଛୁ ଯେ ସପ୍ତାହର ପ୍ରତ୍ୟକ ବାରର କଣ ମହତ୍ଵ ରହିଅଛି ଏବଂ ସେହି ଦିନ ଜନ୍ମ ନେଇଥିବା ବ୍ୟକ୍ତି ଙ୍କ ଉପରେ ମହତ୍ଵ କଣ ରହିଥାଏ ? ୧- ସୋମବାର- ଯେଉଁ ମାନେ ଏହି ଦିନ ଜନ୍ମ ଗ୍ରହଣ କରିଥାନ୍ତି ସେମାନଙ୍କ ମଧ୍ୟରୁ ଅନେକ ଲୋକ ଆତ୍ମପ୍ରେରିତ ହୋଇଥାନ୍ତି । ଏମାନେ ନିଜ ଖୁସି ଏବଂ ଦୁଖ କୁ ଭଲ ଭାବରେ ହାଣ୍ଡେଲ କରିଥାନ୍ତି ।

୨- ମଙ୍ଗଳବାର- ଯେଉଁ ବ୍ୟକ୍ତି ଏହି ଦିନ ଜନ୍ମ ଗ୍ରହଣ କରିଥାନ୍ତି ସେମାନେ ଟିକିଏ ରାଗି ସ୍ଵଭାବ ର ହୋଇଥାନ୍ତି । ଏହି କାରଣରୁ ସେମାନଙ୍କୁ ବିଭିନ୍ନ ପରିସ୍ଥିତିରେ ନିଜ ଆପଣାର ଲୋକ ମାନଙ୍କ ଠାରୁ ଦୂରେଇ ଯିବାକୁ ପଡିଥାଏ ।

୩- ବୁଧୁବାର- ଏହି ଦିନରେ ଜନ୍ମ ଗ୍ରହଣ କରିଥିବା ଲୋକଙ୍କ ସ୍ଵଭାବ ଧାର୍ମିକ ଅନୁଷ୍ଠାନ ଏବଂ ଆଧ୍ୟାତ୍ମିକ ପ୍ରତି ରହିଥାଏ ।

୪- ଗୁରୁବାର- ଏହି ଦିନ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ବହୁତ ବୁଦ୍ଧିମାନ ହୋଇଥାନ୍ତି । ଏମାନେ କଠିନ ରୁ କଠିନ ପରିସ୍ଥିତି ରେ ମଧ୍ୟ ସାହସିକତାର ସହିତ ନିଜ କାର୍ଯ୍ୟ କୁ ସମ୍ପର୍ଣ୍ଣ କରିଥାନ୍ତି ।

୫- ଶୁକ୍ରବାର- ଏହି ଦିନ ରେ ଜନ୍ମ ଗ୍ରହଣ କରିଥିବା ଲୋକଙ୍କୁ ଆପଣ ତାଙ୍କ ସ୍ଵଭାବ ତଥା ଆଚରଣ କାରଣରୁ ଭିଡ ଭିତରେ ମଧ୍ୟ ଆପଣ ତାଙ୍କୁ ଖୋଜି ପାଇ ପାରିବେ ।

୬- ଶନିବାର- ଯେଉଁ ବ୍ୟକ୍ତି ଶନିବାର ଦିନ ଜନ୍ମ ଗ୍ରହଣ କରିଥାନ୍ତି ସେମାନଙ୍କର ରୁଚି ବ୍ୟବସାୟ ମାର୍ଗ ରେ ରହିଥାଏ । ଏହା ସହିତ ଏମାନେ ବହୁତ ଉଚ୍ଚ ଆକାଙ୍ଖି ହୋଇଥାନ୍ତି । ଏମାନଙ୍କୁ ସାଧାରଣତ ଅନ୍ୟ କେହି କଥାରେ ହରାଇ ପାରନ୍ତି ନାହିଁ ।

୭- ରବିବାର- ଏହି ଦିନ ଜନ୍ମ ଗ୍ରହଣ କରିଥିବା ଲୋକମାନେ ଅଧିକ ଆକ୍ଟିଭ ହୋଇଥାନ୍ତି । ଏମାନେ ସବୁ କାର୍ଯ୍ୟ ରେ ଆଗରେ ରହିଥାନ୍ତି । ଭାଗ୍ୟ ସବୁବେଳେ ଏମାନଙ୍କ ସାଥ ଦେଇଥାଏ । ବନ୍ଧୁଗଣ ସପ୍ତାହର ୭ ଦିନ ତଥା ପ୍ରତ୍ୟକ ବାରରେ ଜନ୍ମ ଗ୍ରହଣ କରିବାର ବ୍ୟକ୍ତି ମାନଙ୍କ ସ୍ଵଭାବ ଏହିଭଳି ହୋଇଥାଏ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *