Swapna Shastra- ମୃତ ବ୍ୟକ୍ତି ଯଦି ସ୍ଵପ୍ନରେ ଦେଖା ଦିଅନ୍ତି ତ ଆପଣଙ୍କୁ ଦେଇଥାନ୍ତି ଏହି ସଙ୍କେତ, ଭୁଲରେ ବି କାହାକୁ କୁହନ୍ତୁ ନାହିଁ

ବନ୍ଧୁଗଣ, ସାଧାରଣତ ସ୍ଵପ୍ନ ସମସ୍ତେ ଦେଖିଥାନ୍ତି ମାତ୍ର ଯଦି ଆପଣ ଏହି ୫ ଟି ସ୍ଵପ୍ନ ଦେଖିଥିଲେ, ଆପଣ ଏହାକୁ ଅନ୍ୟ ଆଗରେ ପ୍ରକାଶ କରନ୍ତୁ ନାହିଁ । ଆସନ୍ତୁ ଜାଣିବା ସେହି ସ୍ଵପ୍ନ ମାନଙ୍କ ସମ୍ବନ୍ଧରେ ।୧- ପ୍ରକୃତି ସମ୍ବନ୍ଧିତ ସ୍ଵପ୍ନ- ଯଦି ଆପଣ କୌଣସି ଏଭଳି ସ୍ଵପ୍ନ ଦେଖିଛନ୍ତି ଯେଉଁଥିରେ ଆପଣ ପ୍ରାକୃତି ସହିତ ଜଡିତ ଅଛନ୍ତି । ଏହି ସ୍ଵପ୍ନ ରେ ନଦୀ, ସମୁଦ୍ର, ପାହାଡ, ଦେଖନ୍ତି ତେବେ ଏହାର ଅର୍ଥ ହେଉଛି ବହୁତ ଜଲ୍ଦି ଆପଣଙ୍କ ଜୀବନରେ ଖୁସି ଖବର ଆସିବାକୁ ଯାଉଅଛି ।

ଜେଭଳି ଭାବରେ ପ୍ରକୃତି ପାଖକୁ ଯାଇ ଆମ୍ଭର ମନ ପ୍ରସନ୍ନ ହୋଇଯାଇଥାଏ ଠିକ ସେହିଭଳି ଏହି ସ୍ଵପ୍ନ ର ଅର୍ଥ ମଧ୍ୟ ଏହା ହୋଇଥାଏ । ମାତ୍ର ଆପଣ ଯଦି ଏହି ସ୍ଵପ୍ନ ସମ୍ବନ୍ଧରେ ଅନ୍ୟ କାହାକୁ କହିଦେଇଥାନ୍ତି ତେବେ ହେଇପାରେ ଯେ ଆପଣ ସ୍ଵପ୍ନ ର ଏହିଫଳ ପାଇବା ଠାରୁ ବଞ୍ଚିତ ରହିପାରନ୍ତି ।

୨- ମୃ-ତ୍ୟୁ ସମ୍ବନ୍ଧୀୟ ସ୍ଵପ୍ନ- ଅଧିକାଂଶ ସମୟରେ ଆମ୍ବକୁ ଏହିଭଳି ସ୍ଵପ୍ନ ମଧ୍ୟ ଆସିଥାଏ ଯେଉଁଥିରେ ଆମ୍ଭେ ନିଜର ଅଥବା ଅନ୍ୟ ବ୍ୟକ୍ତି ମାନଙ୍କର ପରଲୋକ କୁ ଯିବାର ସ୍ଵପ୍ନ ଦେଖିଥାଉ । ଏହିଭଳି ସ୍ଵପ୍ନ ଦେଖିବା ମାତ୍ରେ ସାଧାରଣତ ଆମ୍ଭେ ଡରିଯାଇଥାଉ । ଆମ୍ଭର ମନ ବହୁତ ବିଚଳିତ ହୋଇଯାଇଥାଏ । ମାତ୍ର ଯଦି ଆପଣ ଏହିଭଳି ସ୍ଵପ୍ନ ଦେଖୁଛନ୍ତି ତେବେ ଆପଣ ଚିନ୍ତା କରନ୍ତୁ ନାହିଁ । ଏହିଭଳି ସ୍ଵପ୍ନ ଆପଣଙ୍କ ସମସ୍ତ ସମସ୍ୟା କୁ ସମାପ୍ତ କରିବା ନିମନ୍ତେ ଇସାର ଦେଇଥାଏ ।

୩- ସର୍ପ ଦଂ-ସ-ନ ସମ୍ବନ୍ଧିତ- ଅଧିକାଂଶ ସମୟରେ ଆମ୍ଭକୁ ସ୍ଵପ୍ନ ରେ ସାପ ଦେଖା ଦେଇଥାଏ । ଏହାକୁ ଦେଖି ସାଧାରଣତ ଆମ୍ଭେ ଡ-ରି-ଯାଇଥାଉ । କିନ୍ତୁ ଯଦି ଆପଣଙ୍କୁ ସ୍ଵପ୍ନ ରେ ସାପ ଦେଖା ଦେଉଛନ୍ତି, ତେବେ ଆପଣ ଆଦୌ ଡ-ର-ନ୍ତୁ ନାହିଁ । କାରଣ ସ୍ଵପ୍ନରେ ସାପ ଦେଖିବା ଆପଣଙ୍କ ବ୍ୟାପାରରେ ଆସୁଥିବା ଲାଭ ଅଥବା କାର୍ଯ୍ୟ ରେ ସଫଳତା ଆଡକୁ ଦର୍ଶାଇ ଥାଏ ।

୪- ଭଗବାନ ଙ୍କ ଦର୍ଶନ- ଯଦି ଆପଣଙ୍କୁ ସ୍ଵପ୍ନ ରେ କୌଣସି ପ୍ରକାରର ଭଗବାନ ଙ୍କ ଦର୍ଶନ ହୋଇଯାଇଥାଏ ତେବେ ଏହାର ଅର୍ଥ ହେଉଛି ଅତିଶୀଘ୍ର ଆପଣଙ୍କ ଜୀବନରେ ଖୁସି ଆସିବାକୁ ଯାଉଅଛି । ସ୍ଵପ୍ନ ରେ ଭଗବାନ ଙ୍କ ଦର୍ଶନ ର ଅର୍ଥ କୌଣସି ବଡ ସଫଳତା ପାଇବାକୁ ଦର୍ଶାଇ ଥାଏ । ଆଗକୁ ଆସୁଥିବା ସମୟରେ ଆପଣଙ୍କୁ ଭଗବାନ ଙ୍କ ଦର୍ଶନ ଦ୍ଵାରା କୌଣସି ନା କୌଣସି ଶୁଭଫଳ ପ୍ରାପ୍ତ ହେବ ।

୫- ମାଛ ଦେଖିବା- ଯଦି ଆପଣ ଶୋଇବା ସମୟରେ ସ୍ଵପ୍ନ ରେ ମାଛ କୁ ପହଁରୁ ଥିବାର ଦେଖନ୍ତି ଅଥବା ନିଜକୁ କିଅବା ମାଛ ଧରିଥିବାର ଅଥାବା ଖାଉଥିବାର ଦେଖନ୍ତି, ତେବେ ଏହା ଅତ୍ୟନ୍ତ ଶୁଭ ମାନାଯାଇଅଛି । କାରଣ ସ୍ଵପ୍ନ ରେ ମାଛ ଦେଖିବାର ଅର୍ଥ ହେଉଛି ଅଚାନକ ଭାବରେ ଧନଲାଭ ହେବା । ବନ୍ଧୁଗଣ ଯଦି ଆପଣ ଏହିସବୁ ସ୍ଵପ୍ନ ଦେଖୁଛନ୍ତି ତେବେ ଆପଣ ଏହାକୁ ଅନ୍ୟ ଆଗରେ ପ୍ରକାଶ କରନ୍ତୁ ନାହିଁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *