ତୁଳସୀ ଦିନ ରାତିରେ ଚୁପଚାପ ଏହି ଜାଗାରେ ଆଣି ରଖି ଦିଅନ୍ତୁ 2 ଟି ତୁଳସୀ ପତ୍ର, 7 ଜନ୍ମ ପର୍ଯ୍ୟନ୍ତ ଆପଣଙ୍କର କୌଣସି ଅଭାବ ରହିବ ନାହିଁ

ନମସ୍କାର ବନ୍ଧୁଗଣ ହିନ୍ଦୁ ଧର୍ମ ରେ ତୁଳସୀ ଗଛ କୁ ବହୁତ ପବିତ୍ର କୁହାଯାଏ । ଶାସ୍ତ୍ର ରେ ତୁଳସୀ ଗଛ କୁ ମାତା ଲକ୍ଷ୍ମୀ ଙ୍କ ରୂପ ବୋଲି କୁହାଯାଏ । ଏହା କୁହାଯାଏ କି ଯାହା ଘରେ ତୁଳସୀ ଗଛ ଥାଏ ଏବଂ ନୀତି ଦିନ ପୂଜା ଅର୍ଚ୍ଚନା କରା ଯାଇଥାଏ ସେଠାରେ କ୍ଳେଶ ଦରିଦ୍ରତା କଳହ ଆଦି ସବୁ ନକରାତ୍ମକ ଜିନିଷ ନଥାଏ । କାରଣ ତୁଳସୀ ଗଛରେ ସବୁ ପ୍ରକାର ର ଦେବୀ ଦେଵତା ମାନେ ବାସ କରିଥାନ୍ତି । ତୁଳସୀ ଗଛ କୁ ବୈଜ୍ଞାନିକ ଏବଂ ଆଧ୍ୟାତ୍ମିକ ଦୃଷ୍ଟି କୋଣ ରେ ଅଧିକ ମହତ୍ତ୍ୱପୂର୍ଣ୍ଣ କୁହାଯାଏ ।

ତୁଳସୀ ଗଛ ରେ ଅନେକ ଔଷଧୀୟ ଗୁଣ ମାନ ଭରି ରହିଥାଏ । ଯେଉଁ ଘରର ମହିଳା ମାନେ ପ୍ରତିଦିନ ତୁଳସୀ ଗଛ ମୂଳରେ ସକାଳେ ଉଠି ପାଣି ଦେଇଥାନ୍ତି ଏବଂ ତାହାର ପୂଜା କରିଥାନ୍ତି । ସେହି ମହିଳା ମାନେ ସର୍ଵଦା ଖୁସି ଏବଂ ସୌଭାଗ୍ୟବତୀ ରହିଥାନ୍ତି ଏବଂ ତାଙ୍କର ଏହି ପୁଣ୍ୟ କର୍ମ ଯୋଗୁଁ ଘରେ ସୁଖ ଶାନ୍ତି ମଧ୍ୟ ରହିଥାଏ । ଭଗବାନ ଶ୍ରୀକୃଷ୍ଣ ଙ୍କୁ ମଧ୍ୟ ତୁଳସୀ ଗଛ ବହୁତ ପ୍ରିୟ । ସେଥିପାଇଁ ଭଗବାନ ଶ୍ରୀକୃଷ୍ଣ ଙ୍କୁ ଭୋଗ କରିବା ସମୟରେ ତୁଳସୀ ପତ୍ର ପକାଯାଏ ।

ଏହା ମାନ୍ୟତା ରହିଛି କି ଯଦି ଭୋଗ ରେ ତୁଳସୀ ପତ୍ର ନଥାଏ ତେବେ ଭଗବାନ ଶ୍ରୀ କୃଷ୍ଣ ସେହି ଭୋଗ କୁ ଗ୍ରହଣ କରି ନଥାନ୍ତି । ସେଥିପାଇଁ ଯଦି ଆପଣ ଶ୍ରୀ କୃଷ୍ଣ ଙ୍କୁ ଭୋଗ ଚଢା ଯାଏ ତେବେ ସେଥିରେ ତୁଳସୀ ପତ୍ର ପକା ଯାଇଥାଏ । ତୁଳସୀ ଗଛ ମୂଳରେ ପ୍ରତିଦିନ ସନ୍ଧ୍ୟା ରେ ଦୀପ ଜାଳିବା ଉଚିତ ।

ତୁଳସୀ ଗଛ କୁ ଗୁରୁବାର ଦିନ ହିଁ ଘରକୁ ଆଣିବା ଉଚିତ । ଧ୍ୟାନ ଦେବେ କି ତୁଳସୀ ଗଛ ଘରର ମୁଖ୍ୟ ଦ୍ୱାର ରେ ପୂର୍ବ ଦିଗ ରେ ହିଁ ଏହାକୁ ସ୍ଥାପନ କରିଥାନ୍ତି । ଏହା ଦ୍ବାରା ଘରକୁ ନକରାତ୍ମକ ଉର୍ଜା ପ୍ରବେଶ କରି ନଥାଏ । ତୁଳସୀ ଗଛ ଆମ ଜୀବନରେ ଥିବା ସମସ୍ତ ନକରାତ୍ମକ ଉର୍ଜା ଏବଂ ଖରାପ ପ୍ରଭାବ ଘରକୁ ଆସେ ନାହିଁ ଏବଂ କିଛି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ପୂର୍ବରୁ ତୁଳସୀ ମାତାଙ୍କୁ ପ୍ରଣାମ କରି ଯିବା ଉଚିତ । ତେବେ ଆସନ୍ତୁ ଜାଣିନେବା କି ନିଜର ଧନ ଧାନ୍ୟ କୁ କିପରି ବୃଦ୍ଧି କରିବା ।

୧- ପ୍ରଥମ ଉପାୟ ଟି ହେଉଛି ଯଦି ଆପଣଙ୍କ ଘରେ ଧନ ର ଅଭାବ ରହୁଛି କିମ୍ବା ବ୍ୟବସାୟ ରେ କ୍ଷତି ହେଉଛି ଭଲ ବେପାର ହେଉ ନାହିଁ । ଘରେ ସବୁ ବେଳେ ଅଭାବ ପାଇଁ ଝଗଡା ଏବଂ ଅଶାନ୍ତି ରହୁଛି ତେବେ ଆପଣ ତୁଳସୀ ଗଛ ମୂଳ ରେ ଥିବା କିଛି ଦୁବ କୁ ଏକ ହଳଦିଆ କପଡ଼ାରେ ଗୁଡ଼ାଇ ଯେଉଁଠାରେ ଟଙ୍କା ପଇସା ରଖ ସେଠାରେ ରଖିବା ଦ୍ୱାରା ଆପଣଙ୍କ ର ସବୁ ସମସ୍ୟା ଦୂର ହୋଇଯିବ ।

୨- ଦ୍ଵିତୀୟ ଉପାୟ ଟି ହେଉଛି ଯଦି ଆପଣ ଜନ୍ମାଷ୍ଟମୀ ଦିନ ନିଜ ପର୍ସ ରେ ଏକ ତୁଳସୀ ପତ୍ର କୁ ଆଣି ରଖିବେ ଏବଂ ତାହା ଶୁଖିଗଲେ ତାକୁ ପାଣିରେ ପକାଇ ଆଉ ଏକ ତୁଳସୀ ପତ୍ର ରଖନ୍ତୁ ଏହା ଦ୍ୱାରା ଆପଣଙ୍କ ପର୍ସ କେବେବି ଖାଲି ରହିବ ନାହିଁ ।

୩- ତୃତୀୟ ଉପାୟ ହେଉଛି ଯଦି ଆପଣଂକ ଝିଅ ର ବିବାହ ହେଉ ନାହିଁ କିମ୍ବା ନିଜ ମନଇଚ୍ଛା ବର ଖୋଜି ସାରିଛନ୍ତି ଏବଂ ବିବାହ କରିବାକୁ ଚାହୁଁଥିଲେ ତେବେ ଆପଣ ସବୁଦିନ ମାତା ବୃନ୍ଦାବତୀ ଅର୍ଥାତ ତୁଳସୀ ଗଛ କୁ ପୂଜା କରିବା ନିହାତି ଆବଶ୍ୟକ ଅଟେ ଏବଂ ତାହା ପୁଣି ନିୟମ ଏବଂ ଭକ୍ତି ଭାବର ସହ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *