ବନ୍ଧୁଗଣ, ଆପଣ ମାନେ ସାଧାରଣତ ଦେଖିଥିବେ ଆପଣଙ୍କ ଆଖପାଖ ରେ ଧର୍ମକର୍ମ ଏବଂ ପୂଜା ପାଠ ରେ ଲୀନ ଥିବା ବ୍ୟକ୍ତି ଖୁସିରେ ରହି ନଥାନ୍ତି । ମାତ୍ର ଦୁଷ୍ଟ ତଥା ଅଧର୍ମୀ ଲୋକ ବହୁତ ଭଲ ଭାବରେ ନିଜର ଜୀବନ ଅତିବାହିତ କରିଥାନ୍ତି । ଆଜି ଆମ୍ଭେ ଆପଣ ମାନଙ୍କୁ କହିବାକୁ ଯାଉଅଛୁ ଯେ ଭଲ ଲୋକ ସହିତ ଖରାପ କଣ ପାଇଁ ହୋଇଥାଏ ? ଧର୍ମ ଗ୍ରନ୍ଥ ରେ ଭାଗବତ ଗୀତା ଏକ ଏଭଳି ଧର୍ମଗ୍ରନ୍ଥ ଅଟେ ।
ଯେଉଁଥିରେ ମନୁଷ୍ୟ ର ମନର ଉଠୁଥିବା ସମସ୍ତ ପ୍ରଶ୍ନ ର ଉତ୍ତର ବିସ୍ତାର ଭାବରେ ଦିଆ ଯାଇଅଛି । ଭାଗବତ ଗୀତା ର ବର୍ଣ୍ଣିତ କଥା ଅନୁଯାୟୀ ଅର୍ଜୁନ ଙ୍କ ମନରେ ଯେବେ ମଧ୍ୟ କୌଣସି ଦ୍ଵନ୍ଦ ଉତ୍ପନ୍ନ ହୋଇଥାଏ ସେ ତାଙ୍କର ସମାଧାନ ନିମନ୍ତେ ଶ୍ରୀ କୃଷ୍ଣ ଙ୍କ ନିକଟରେ ଉପସ୍ଥିତ ହୋଇ ଜାଆନ୍ତି । ଦିନକର କଥା ଅର୍ଜୁନ ଭଗବାନ ଶ୍ରୀ କୃଷ୍ଣ ଙ୍କ ପାଖକୁ ଆସି କହିଲେ ହେ’ ବାସୁଦେବ ମୋର ଏକ ଦ୍ଵନ୍ଦ ରହିଅଛି ଏବଂ ଏହାର ସମାଧାନ ଆପଣ ହିଁ କରିପାରନ୍ତି ।
ଶ୍ରୀ କୃଷ୍ଣ ଅର୍ଜୁନ ଙ୍କୁ କହିଲେ ହେ’ ଧନଞ୍ଜୟ ନିଜ ଦ୍ଵନ୍ଦ କୁ ବିସ୍ତାର ଭାବରେ କୁହ । ସେତେବେଳେ ଅର୍ଜୁନ କୁହନ୍ତି ହେ’ ନାରାୟଣ କୃପା କରି ମୋତେ ଏହା କୁହନ୍ତୁ ଯେ ସର୍ବଦା ଭଲ ଲୋକ ସହିତ ଖରାପ କଣ ପାଇଁ ହୋଇଥାଏ ଯେବେକି ଅପର ପାର୍ଶ୍ଵରେ ଅଧର୍ମୀ ଲୋକ ବହୁତ ଖୁସିରେ ଜୀବନ ଜାପନ କରିଥାନ୍ତି ? ଅର୍ଜୁନ ଠାରୁ ଏହିଭଳି କଥା ଶୁଣି ଶ୍ରୀ କୃଷ୍ଣ ହାସ୍ୟ ମୁହଁରେ କୁହନ୍ତି ହେ’ ପାର୍ଥ ମନୁଷ୍ୟ ଯେପରି ଦେଖିଥାଏ ତାହା ବାସ୍ତବତା ହୋଇ ନଥାଏ ।
ମାତ୍ର ଅଜ୍ଞାନ ବଶତ ସେ ବାସ୍ତବତାକୁ ବୁଝିପାରି ନଥାଏ । ଅର୍ଜୁନ ପଚାରନ୍ତି ପ୍ରଭୁ ଆପଣ କଣ କହିବାକୁ ଚାହୁଁଛନ୍ତି ? ଶ୍ରୀ କୃଷ୍ଣ ଏକ କଥା ଶୁଣାଇଲେ, କହିଲେ ଏହା ବହୁତ ପୁରୁଣା କଥା ଅଟେ । ଗୋଟିଏ ନଗରରେ ୨ ପୁରୁଷ ରହୁଥିଲେ । ସେଥି ମଧ୍ୟରୁ ଜଣେ ପୂଜା ପାଠ ତଥା ସଚ୍ଚୋଟ ଥିବା ବେଳେ ଅନ୍ୟ ଜଣକ ଅ-ଧ-ର୍ମୀ ତଥା ଦୁ-ଷ୍ଟ ଚୋ-ର ପ୍ରକୃତିର ଥିଲା ।
ଦିନେ ନଗରରେ ହଟାତ ବର୍ଷା ହେଲା ସେହି ସମୟରେ ନଗରର ଥିବା ମନ୍ଦିରରେ କେହି ଉପସ୍ଥିତ ନଥିଲେ ମାତ୍ର ଦୁ-ଷ୍ଟ ବ୍ୟକ୍ତି ଜଣକ ଚିନ୍ତା କଲା ଏହା ଉଚିତ ସମୟ ମନ୍ଧିରରୁ ଧନ ଚୋ-ରୀ କରିବାର ।ଏହା ପରେ ଦୁ-ଷ୍ଟ ବ୍ୟକ୍ତି ଜଣକ ମନ୍ଦିର କୁ ଯାଇ ପଣ୍ଡିତ ନଜରରୁ ଲୁ-ଚି ଧନ ଚୋ-ରୀ କରି ଆଣିଲା । ସେହି ସମୟରେ ଭଲ ବ୍ୟକ୍ତି ଜଣକ ଠାକୁରଙ୍କୁ ଦର୍ଶନ ନିମନ୍ତେ ମନ୍ଧିରକୁ ଗଲା ମାତ୍ର ପଣ୍ଡିତ ଜଣକ ଧାର୍ମିକ ବ୍ୟକ୍ତି ଜଣଙ୍କୁ ଚୋ-ର ର ଆଖ୍ୟା ଦେଇ ପାଟି କରି ଲୋକଙ୍କୁ ଡାକିଲା ।
ଏହା ପରେ ଲୋକେ ତାକୁ ମା-ଡ ମା-ରି-ଲେ । ନିଜର ପ୍ରାଣ ବଞ୍ଚାଇ ଆସୁଥିବା ସମୟରେ ରାସ୍ତାରେ ଗାଡିରେ ଧ-କ୍କା ବାଜି ଧାର୍ମିକ ବ୍ୟକ୍ତି ଜଣକଙ୍କୁ ଗଭୀର ଆ-ଘା-ତ ଲାଗିଲା । ଏହା ପରେ ରାସ୍ତାରେ ଆସୁଥିବା ସମୟରେ ଦୁ-ଷ୍ଟ ବ୍ୟକ୍ତି ଜଣକ ନିଜ ଭାଗ୍ୟ କୁ ତେଜ କହି ହସି ହସି ସେଠାରୁ ଯାଉଥିଲା । ଏହା ଦେଖି ଭଲ ବ୍ୟକ୍ତି ଜଣକ ରା-ଗିଜାଇ ନିଜ ଗୃହରେ ଥିବା ଠାକୁରଙ୍କ ପ୍ରତିମା କୁ ବାହାରେ ପକାଇ ଧର୍ମ କର୍ମ ରୁ ସମସ୍ତ ସମ୍ପର୍କ ଛି-ଣ୍ଡା-ଇ ଦେଲା ।
କିଛି ସମୟ ପରେ ଉଭୟ ବ୍ୟକ୍ତି ଙ୍କ ମୃ-ତ୍ୟୁ ହୋଇଗଲା । ଏହା ପରେ ଯମଲୋକ ରେ ଉଭୟ ଉପସ୍ଥିତ ହେଲେ ଭଲ ବ୍ୟକ୍ତି ଜଣକ ଦୁ-ଷ୍ଟ ବ୍ୟକ୍ତି ଙ୍କୁ ଦେଖି ଯମରାଜ ଙ୍କୁ ପଚାରିଲା ମୁଁ ସର୍ବଦା ଭଲକାମ କରିଲି କିନ୍ତୁ ଏହା ବଦଳରେ ମତେ ଜୀବନ ସାରା ଅ-ପ-ମା-ନ ହିଁ ମିଳିଲା । କିନ୍ତୁ ଏହି ଅ-ଧ-ର୍ମ କରୁଥିବା ପା-ପୀ ବ୍ୟକ୍ତିଙ୍କୁ ଟଙ୍କା ରେ ପରିପୂର୍ଣ୍ଣ ପୁଟୁଳି ମିଳିଲା । ଯମରାଜ କହିଲେ ପୁତ୍ର ତୁମେ ଭୁଲ ଭାବୁଛ ।
ଯେଉଁଦିନ ତୁମର ଗାଡି ସହିତ ଧ-କା ହେଲା ସେଦିନ ତୁମ ଜୀବନର ଶେଷ ଦିନ ଥିଲା । କିନ୍ତୁ ତୁମ୍ଭ ପୁଣ୍ୟଫଳ ଯୋଗୁଁ ତୁମ୍ଭେ ସେଦିନ ବଞ୍ଚିଗଲ । ଏହି ଦୁ-ଷ୍ଟ ବ୍ୟକ୍ତି ର ଭାଗ୍ୟ ରେ ରାଜ ଯୋଗ ଥିଲା ମାତ୍ର ଦୁ-ଷ୍କ-ର୍ମ ତଥା ଅ-ଧ-ର୍ମ ଯୋଗୁଁ ଏହା ଏକ ଛୋଟ ଧନବାକ୍ସ ରେ ପରିଣତ ହୋଇଗଲା । ଭଗବାନ ଆମ୍ଭକୁ କେତେବେଳେ କଣ ଦେଇଥାନ୍ତି ତାହା କାହାକୁ ଜଣା ନାହଁ ।
ମାତ୍ର ଯଦି ଆପଣ ଭଲ କର୍ମ କରିଥାନ୍ତି ତେବେ ତାହା ଆପଣଙ୍କ ନିମନ୍ତେ ବହୁତ ଶୁଭ ପରିଣାମ ଅଟେ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ