ବନ୍ଧୁଗଣ, ମହାଭାରତ କାଳରେ ପଞ୍ଚପାଣ୍ଡବ ମାନଙ୍କର କଳିଯୁଗ ସମ୍ବନ୍ଧରେ ଜାଣିବାର ଜିଜ୍ଞାସା ଥିଲା । ର୍ଏଥି ନିମନ୍ତେ ସେମାନେ ଭଗବାନ କୃଷ୍ଣ ଙ୍କୁ ପଚାରିଲେ ଯେ, କଳିଯୁଗରେ ଲୋକମାନେ କିଭଳି ହେବେ ? ଲୋକମାନଙ୍କର ବିଚାର କିଭଳି ହେବ ? ସେମାନେ କିପରି ମୁକ୍ତି ପାଇବେ ?
ଏହା ପରେ ଭଗବାନ ଶ୍ରୀ କୃଷ୍ଣ ସ୍ଵେମାନଙ୍କୁ ଜଙ୍ଗଲରେ ଗୋଟିଏ ଥର ବୁଲି ଆସିବା ନିମନ୍ତେ କହିଥିଲେ । ଭଗବାନ କହିଲେ ସେଠାରେ ଯାହା ସବୁଦେଖିବ ମୋ ପାଖରେ ଆସି ବର୍ଣ୍ଣନା କରିବ । ଏହା ପରେ ୫ ଭାଇ ଜଙ୍ଗଲକୁ ଗଲେ । ୧- ଏହାପରେ ଯୁଧିଷ୍ଠିର ମହାରାଜ ଜଙ୍ଗଲରେ ୨ ଶୁଣ୍ଢ ଥିବା ହାତୀ କୁ ଦେଖିଲେ । ହାତୀ କୁ ଦେଖି ସେ ବହୁତ ଆଶ୍ଚର୍ଯ୍ୟ ହୋଇଗଲେ ।
ଯେତେବେ ଭଗବାନଙ୍କୁ ଯୁଧିଷ୍ଠିର ଏହି କଥା କହିଲେ, ଭଗବାନ ଶ୍ରୀ କୃଷ୍ଣ କୁହନ୍ତି କଳି ଯୁଗରେ ଏପରି ଲୋକ ବାସ କରିବେ ଯିଏ କି କହିବେ ଗୋଟିଏ କଥା ମାତ୍ର କରିବେ ଆଉ ଗୋଟିଏ କଥା । ୨- ଏହାପରେ ଭୀମ ଦେଖିଲେ ଯେ ଗାଈ ଟି ବାଛୁରି କୁ ଜନ୍ମ ଦେଇ ଚା-ଟୁ-ଅଛି । ଏହି କଥା ଭଗବାନ ଙ୍କୁ କହିବାରୁ ଭଗବାନ କୁହନ୍ତି ଯେ କଳିଯୁଗରେ ଲୋକମାନେ ନିଜ ସନ୍ତାନ କୁ ଏଭଳି ଭଲ ପାଇବେ ଯେ ଯେପରି ତାଙ୍କ ବିକାଶ ବାଧାପ୍ରାପ୍ତ ହୋଇଯିବ ।
ଯଦି ଅନ୍ୟର ସନ୍ତାନ ସାଧୁ ପାଲଟି ଜାଆନ୍ତି ତେବେ ତାକୁ ଦର୍ଶନ କରିବେ । କିନ୍ତୁ ନିଜ ପିଲା ସାଧୁ ପାଲଟିଗଲେ ଦୁଖ ପ୍ରକାଶ କରି କାନ୍ଦିବେ । କଳିଯୁଗରେ ଲୋକ ମାନେ ନିଜ ପିଲାଙ୍କୁ ମୋହା ମାୟା ରେ ବା-ନ୍ଧି ରଖିବେ । ଏବଂ ସେମାନଙ୍କ ଜୀବନ ସେହିଠାରେ ନଷ୍ଟ ହୋଇଯିବ । ଏହାପରେ ଭଗବାନ କୁହନ୍ତି କ୍ରମଶ ତୁମ୍ଭ ପୁତ୍ର ତୁମ୍ଭର ହୋଇ ରହିବ ନାହିଁ । ସେ ତା ସ୍ତ୍ରୀ ର ଏବଂ କନ୍ୟା ନିଜ ସ୍ଵାମି ର ହୋଇଯିବ ।
୩- ଏହାପରେ ଅର୍ଜୁନ ଦେଖିଲେ ଏକ ପକ୍ଷୀକୁ ଯାହାର ପର ମଧ୍ୟରେ ବେଦ ତଥା ପୁରାଣ ର ଶବ୍ଦ ଲେଖା ଯାଇଥିଲା । ମାତ୍ର ସେହି ପକ୍ଷୀ ଏକ ମନୁଷ୍ୟର ମାଂ-ସ ଭ-କ୍ଷ-ଣ କରୁଥିଲା । ଏହା ଦେଖି ଅର୍ଜୁନ ଆଶ୍ଚର୍ଯ୍ୟ ହୋଇଗଲେ । ଭଗବାନ ଶ୍ରୀ କୃଷ୍ଣ ଏହି କଥା ଶୁଣି କହିଲେ ଯେ କଳିଯୁଗରେ ଏହିଭଳି ଲୋକ ଆସିବେ ଯେ ଯାହାଙ୍କୁ ବିଦ୍ଵାନ ବୋଲି କୁହାଯିବ ମାତ୍ର ସେ ନାନା ମି-ଛ କହି ଧନ ଉପାର୍ଜନ କରିବା ସହିତ ଅନ୍ୟର ମ-ନ୍ଦ କୁ ସର୍ବ ପ୍ରଥମେ ଚିନ୍ତା କରି ତାଙ୍କ ଧନ ହ-ଡ-ପ କରିବାକୁ ଉଦ୍ୟମ କରିବ ।
୪- ଏହା ପରେ ନକୁଳ ଦେଖନ୍ତି ଏକ ବଡ ପଥର ଟି ପର୍ବତ ଉପରୁ ଖସି ପଡିଲା । ବଡରୁ ବଡ ବୃକ୍ଷ ତାକୁ ଅଟକାଇ ପାରିଲା ନାହିଁ ମାତ୍ର ଏକ ଛୋଟ ଗଛରେ ମାଡ ହୋଇ ସେହି ପଥର ଅଟକି ଯାଇଥିଲା । ଭଗବାନ ଏହି କଥା ଶୁଣି କହିଲେ ଯେ, କଳି ଯୁଗରେ ମନୁଷ୍ୟ ମାନଙ୍କର ବୁଦ୍ଧି କମିଯିବ । ଏବଂ ମନୁଷ୍ୟ ର ଅନ୍ତ ଘଟିବ । ମାତ୍ର ଏହି ଅନ୍ତ କୁ କୌଣସି ଧନ ଅଟକାଇ ପାରିବ ନାହିଁ । କିନ୍ତୁ ହରିନାମ ପରି ଏକ ନାମ ଜପିଲେ ମନୁଷ୍ୟ ର ଜୀବନ ସାର୍ଥକ ହୋଇଯିବ ।
୫- ଏହା ପରେ ସହଦେବ ଏକ କୂଅ ଦେଖିଲେ । ସେହି କୂଅ ବହୁତ ଗଭୀର ଥିଲା ମାତ୍ର ସେଥିରେ ଜଳ ନଥିଲା । ଏହି ପ୍ରସଙ୍ଗରେ ଶ୍ରୀ କୃଷ୍ଣ କୁହନ୍ତି ଯେ, କଳିଯୁଗରେ ଏହିଭଳି ମନୁଷ୍ୟ ଜନ୍ମ ହେବେ ଯେଉଁମାନେ ବି-ଳା-ସ-ପୂର୍ଣ୍ଣ ଜୀବନଜାପନ, ପୁତ୍ରୀ ବିବାହ ଅନାଦି କାର୍ଯ୍ୟ କ୍ରମ ରେ ବହୁତ ଟଙ୍କା ଖର୍ଚ୍ଚ କରିବେ । ମାତ୍ର ଯେତେବେଳେ ଏକ ଭୋ-କି-ଲା ଭି-କା-ରୀ-ଙ୍କୁ ଦେଖିବେ ସେତେ ବେଳେ ଆଉ ପାଦ ବଢାଇବେ ନାହିଁ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ