ଯଦି ଆପଣଙ୍କ ମଧ୍ୟରେ ବି ଅଛି ଏହି 5 ଲକ୍ଷଣ ତ ଆପଣଙ୍କ ଉପରେ ଅଛି ସ୍ଵୟଂ ଭଗବାନ ବିଷ୍ଣୁ ଙ୍କ କୃପା, ଜଲ୍ଦି ହିଁ ବଦଳିଯିବ ଆପଣଙ୍କ ଭାଗ୍ୟ !

ବନ୍ଧୁଗଣ, ଯଦି ଆପଣ ମାନଙ୍କ ମଧ୍ୟରେ ଏହିସବୁ ଲକ୍ଷଣ ମାନ ଦେଖାଯାଉଅଛି ତେବେ ଆପଣଙ୍କ ଉପରେ ଭଗବାନ ବିଷ୍ଣୁ ଙ୍କ ବିଶେଷ କୃପା ରହିଅଛି । ଆପଣ ବୁଝି ନିଅନ୍ତୁ ଯେ, ଆପଣଙ୍କ ଠାରୁ ଭାଗ୍ୟଶାଳୀ ବ୍ୟକ୍ତି ଅନ୍ୟ କେହି ନାହାନ୍ତି । ଯଦି ଆପଣଙ୍କ ସନ୍ତାନ ମାନଙ୍କ ମଧ୍ୟରେ ମଧ୍ୟ ଏହିସବୁ ଲକ୍ଷଣ ମାନ ଦେଖାଯାଇଥାଏ ତେବେ, ଆପଣ ବହୁତ ପୁଣ୍ୟବାନ ଅଟନ୍ତି । ଆସନ୍ତୁ ଜାଣିନେବା ସେହି ବିଶେଷ ଲକ୍ଷଣ ମାନଙ୍କ ସମ୍ବନ୍ଧରେ ।

୧- ଯେଉଁ ବ୍ୟକ୍ତି ଙ୍କ ସ୍ଵଭାବ ଅତ୍ୟନ୍ତ କମ କଥା ବାର୍ତ୍ତା କରିବା ହୋଇଥାଏ, ସେମାନେ ଅତ୍ୟନ୍ତ ବୁଦ୍ଧିମାନ ହୋଇଥାନ୍ତି । ଶାସ୍ତ୍ର ଅନୁଯାୟୀ ଏହିଭଳି ବ୍ୟକ୍ତି ତେଜସ୍ଵୀ ତଥା ଈଶ୍ଵରଙ୍କ ଉପରେ ଆସ୍ଥା ରଖିବା ପ୍ରକୃତୀର ହୋଇଥାଏ । କଠିନ ପରିସ୍ଥିତି ରେ ମଧ୍ୟ ଏମାନେ ନିଜ ଧର୍ମପଥ ରୁ ଦୂରେଇ ନଥାନ୍ତି । ଏମାନେ ସର୍ବଦା ସତ୍କର୍ମ ହିଁ କରିଥାନ୍ତି ।

୨- ଭଗବାନ ବିଷ୍ଣୁ ଙ୍କର ପ୍ରିୟ ବ୍ୟକ୍ତି ସ୍ତ୍ରୀ ମାନଙ୍କୁ ସନମାନ ଦେଇଥାନ୍ତି । ଏହା ସହିତ ଗୁରୁଜନ ଲୋକଙ୍କ ଆଜ୍ଞା ମାନିଥାନ୍ତି । ଏହିଭଳି ଲୋକ ନିଜ ଜୀବନରେ ଜାଣିଶୁଣି କାହାକୁ ମଧ୍ୟ କଷ୍ଟ ଦେଇ ନଥାନ୍ତି ।

୩- ବିଷ୍ଣୁ ଙ୍କର କୃପା ପ୍ରାପ୍ତ ବ୍ୟକ୍ତି ଜୀବ ହ-ତ୍ୟା କରିନଥାନ୍ତି । ଏମାନେ ସାଧାରଣ ତ ସବୁ ପଶୁ ପକ୍ଷୀ ମଧ୍ୟରେ ଈଶ୍ଵରଙ୍କୁ ଦେଖିଥାନ୍ତି । ଏହିଭଳି ବ୍ୟକ୍ତି ମାନଙ୍କୁ ଗୋମାତା ଅତ୍ୟନ୍ତ ପ୍ରିୟ ହୋଇଥାନ୍ତି । ଏବଂ ଗୋ-ମାତା ଙ୍କର ସେବା କରିବା କୁ ଏମାନେ ନିଜ କର୍ତ୍ତବ୍ୟ ଭାବିଥାନ୍ତି । ଏହି କାରଣରୁ ମାତା କାମାଧେନୁ ଙ୍କ କୃପା ଏମାନଙ୍କୁ ପ୍ରାପ୍ତ ହୋଇଥାଏ ।

୪-  ଭଗବାନ ବିଷ୍ଣୁଙ୍କର କୃପା ପ୍ରାପ୍ତ ବ୍ୟକ୍ତି ନୀତିଦିନ ବ୍ରହ୍ମ ମୂହୁର୍ତ୍ତ ରେ ଉଠିଥାଏ । ଏହା ସହିତ ନିଜ ଘର ଦ୍ଵାରା କୁ ଆସିଥିବା ଭିକ୍ଷୁକ ଙ୍କୁ ଭିକ୍ଷା ଦେଇଥାନ୍ତି । ଏମାନେ ସାଧାରଣତ ଦାନକର୍ମ ଭଳି ମହତ କାମ ରେ ବିଶ୍ଵାସ ରଖିଥାନ୍ତି ।

୫-  ଭଗବାନ ବିଷ୍ଣୁଙ୍କର କୃପା ପ୍ରାପ୍ତ ମହିଳା ମାନେ ଗୃହ କାର୍ଯ୍ୟ ରେ ଦକ୍ଷ ତାଙ୍କ ମୁଖ ପିତା ସମାନ ତଥା ତାଙ୍କ ପୁତ୍ର ଙ୍କ ମୁଖ ତାଙ୍କ ସମାନ ହୋଇଥାଏ । ଏହିଭଳି ମହିଳା ମାନେ ଅତ୍ୟନ୍ତ ଭାଗ୍ୟଶାଳୀ ତଥା ପରିବାରରେ ସୁଖ ସମୃଦ୍ଧି ନେଇ ଆସିଥାନ୍ତି । ଏମାନଙ୍କୁ ମାତା ଲକ୍ଷ୍ମୀ ଙ୍କ ରୂପାସ୍ଵରୂପା ମାନାଯାଇଅଛି । ଏହିଭଳି ମହିଳା ମାନେ ବିବାହ ପରେ ଯେଉଁ ଘରକୁ ଯାଇଥାନ୍ତି ସେଠାରେ ଧନ ଦୌଲତ ର କେବେ ମଧ୍ୟ ଅଭାବ ହୋଇ ନଥାଏ ।

ଜୀବନ ସାରା ଏମାନେ ସୁଖ ଭୋଗ କରିଥାନ୍ତି । ବନ୍ଧୁଗଣ ଏହି ୫ ଟି ବିଶେଷ ଲକ୍ଷଣ ଥିବା ବ୍ୟକ୍ତି ବିଶେଷ ମାନେ ଭଗବାନ ବିଷ୍ଣୁ ଙ୍କର ପ୍ରିୟ ପାତ୍ର ହୋଇଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *