ଏହି ଗୋଟିଏ ଭୁଲ ପାଇଁ ଜନ୍ମ ହୁଏ ଯାଆଁଳା ଛୁଆ, ଆପଣ ଏମିତି ଭୁଲ କରୁଛନ୍ତି କି ? ଜଲ୍ଦି ଦେଖନ୍ତୁ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ସାଧାରଣତଃ କିଛି ମହିଳା ମାନେ ଯାଆଁଳା ଛୁଆ ଜନ୍ମ କରିଥାନ୍ତି । କିଛି ଯାଆଁଳା ଛୁଆ ଦେଖିବାକୁ ସମାନ ହୋଇଥାନ୍ତି ଏବଂ କିଛି ଦେଖିବାକୁ ସମ୍ପୂର୍ଣ୍ଣ ରୂପରେ ଭିନ୍ନ ହୋଇଥାନ୍ତି ।

ତେବେ ଆପଣ ମାନେ କଣ ଜାଣିଛନ୍ତି କି କେଉଁ କାରଣ ଦ୍ୱାରା ଯାଆଁଳା ଛୁଆ ଜନ୍ମ ହୋଇଥାନ୍ତି? ଆଜି ଆମେ ଆପଣ ମାନଙ୍କୁ କହିବୁ ବୈଜ୍ଞାନିକ ମତାନୁସାରେ ମହିଳା ମାନେ ଗ-ର୍ଭ ଧାରଣ ସମୟ ରେ ଏଭଳି କେଉଁ ଭୁଲ କରିଥାନ୍ତି ଯାହାଦ୍ୱାରା ତାଙ୍କ ଗର୍ଭ ରେ ଯାଆଁଳା ଛୁଆ ର ଉତ୍ପତ୍ତି ହୋଇଥାଏ । ତେବେ ଆସନ୍ତୁ ଏହି ସ-ମ୍ବ-ନ୍ଧ-ରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ଯେଉଁ ମହିଳା ମାନେ ଅଧିକ ଗ-ର୍ଭ ନି-ରୋ-ଧ-କ ବ-ଟି-କା ଖାଇଥାନ୍ତି ଅଥବା ଗ-ର୍ଭ-ପା-ତ କରିଥାନ୍ତି ସେମାନଙ୍କ ଠାରେ ଯାଆଁଳା ସନ୍ତାନ ଜନ୍ମ ହେବାର ଅଧିକ ସମ୍ଭାବନା ଥାଏ । କାରଣ ଗ-ର୍ଭ ନି-ରୋ-ଧ-କ ବ-ଟି-କା ଖାଇବା ଦ୍ୱାରା ମହିଳା ମାନଙ୍କ ଶରୀର ରେ ହଲିକାଲ ସିମୋଲିଟିନ ହର୍ମୋନ ର ମାତ୍ରା ଅଧିକ ହୋଇଯାଇଥାଏ । ଯାହାଫଳରେ ଶୁ-କ୍ରା-ଣୁ ର ଦ୍ଵିତୀୟ ଅ-ଣ୍ଡ କୋ-ଷ ତିଆରି ହୋଇଥାଏ । ଯାହା ଦୁଇଟି ସନ୍ତାନ ରେ ଉତ୍ପତ୍ତି ହୋଇଥାଏ ।

୨. ବନ୍ଧୁଗଣ ଦ୍ବିତୀୟତଃ, ଯେଉଁ ମହିଳା ମାନଙ୍କ ପରିବାର ରେ ପୂର୍ବରୁ କାହାର ଯାଆଁଳା ସନ୍ତାନ ଜନ୍ମ ହୋଇଥାଏ ତେବେ ସେମାନଙ୍କ ଠାରେ ମଧ୍ୟ ଯାଆଁଳା ସନ୍ତାନ ଜନ୍ମ ହେବାର ଅଧିକ ସମ୍ଭାବନା ରହିଥାଏ ।

୩. ବନ୍ଧୁଗଣ ତୃତୀୟତଃ, ଯେଉଁ ମହିଳା ମାନେ ଅଧିକାଂଶ ଆମିଷ ଖାଇଥାନ୍ତି ସେମାନଙ୍କ ଠାରେ ଯାଆଁଳା ସନ୍ତାନ ଜନ୍ମ ହେବାର ସମ୍ଭାବନା ଥାଏ । କାରଣ ସେମାନଙ୍କ ହର୍ମୋନ ରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ହୋଇଥାଏ । ଯାହାଦ୍ୱାରା ଯାଆଁଳା ସନ୍ତାନ ଉତ୍ପତ୍ତି ର ସମ୍ଭାବନା ଅଧିକ ରହିଥାଏ ।

୪. ବନ୍ଧୁଗଣ ଚତୁର୍ଥତଃ, ଯେଉଁ ମହିଳା ମାନେ ପୂର୍ବରୁ ଦୁଇଟି ସନ୍ତାନ ଜନ୍ମ କରିଛନ୍ତି ସେମାନଙ୍କ ଠାରେ ମଧ୍ୟ ଯାଆଁଳା ସନ୍ତାନ ଜନ୍ମ ହେବାର ଅଧିକ ସମ୍ଭାବନା ରହିଥାଏ । କାରଣ ସେମାନଙ୍କ ଶରୀର ରେ ଅଣ୍ଡ କୋଷ ର ପରିମାଣ ବୃଦ୍ଧି ହୋଇଥାଏ ଏବଂ ଏହା ସୁରକ୍ଷିତ ମଧ୍ୟ ଥାଏ ।

୫. ବନ୍ଧୁଗଣ ପଞ୍ଚମତଃ, ଯାଆଁଳା ସନ୍ତାନ ଜନ୍ମ ହେବାର ସବୁଠାରୁ ମୁଖ୍ୟ କାରଣ ହେଉଛି ଗର୍ଭବତୀ ମହିଳା ଯେଉଁ ସ୍ଥାନରେ ରହୁଛନ୍ତି ସେଠାକାର ପରିବେଶ । ଦୁନିଆ ରେ ଅଧିକାଂଶ ଯାଆଁଳା ଛୁଆ ଆଫ୍ରିକା ରେ ଦେଖିବାକୁ ମିଳିଥାଏ । ଏହାର କାରଣ ହେଉଛି ସେଠାକାର ଜଳବାୟୁ ଓ ବାତାବରଣ ହୋଇଥାଏ । ତେଣୁ ଯାଆଁଳା ସନ୍ତାନ ହେବା ପାଇଁ ସେଠାକାର ପରିବେଶ ନିର୍ଭରଶୀଳ ଅଟେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *