ଘରର ସମସ୍ତ ଅଶାନ୍ତି କୁ ଦୂର କରି ସୁଖ ଶାନ୍ତି କିପରି ବୃଦ୍ଧି କରିବେ ? ଏହା ସହିତ ପଢନ୍ତୁ ଆଜିର 20+Anuchinta

ପ୍ରତେକ ଲୋକମାନେ ନିଜ ଘରେ ଶାନ୍ତି ଚାହିଁ ଥାନ୍ତି କହିବା ପାଇଁ ଗଲେ ଆମେ ଜାଣିବା କି ଆମେ ସବୁ ଏକ ସୁନ୍ଦର  ଓ ଖୁସି  ର ପରିବାର ଚାହୁଁ । ତେବେ ଯଦି ଆମେ ନୀତିଦିନ ଏଭଳି କିଛି କଥାର  ଧ୍ୟାନ ରଖିବା  କଥା ଯାହା ପାଇଁ ଆମେ ପ୍ରତେକ ଦିନ କରୁଛୁ ।

ଘରେ ସୁଖସାନ୍ତି ଓ ସମୃଦ୍ଧି ବୃଦ୍ଧି କରିବା ପାଇଁ ହେଲେ ସକାଳୁ ଆପଣ ଭକ୍ତି ଗୀତ କିମ୍ବା ଭଜନ କିଛି ସମୟ ବଜାଇବା ଉଚିତ । ଘରେ ଝାଡୁକୁ ଠିଆକରି  ରଖନ୍ତୁ ନି ଏବଂ ଝାଡୁରେ କେବେ ଗୋଡ ମାରନ୍ତୁ ନି ଏହା  ଦ୍ଵାରା ଅଶାନ୍ତି ସୃଷ୍ଟି ହୋଇଥାଏ । ବାସ୍ତୁ ବିଦ୍ୟା ଅନୁସାରେ ଘରେ କେବେ ଆଇନା ରଖନ୍ତୁ ନି ଯଦି ରଖିବାକୁ ପଡୁଥାଏ ତେବେ କପଡା ଘୋଡାଇ ରଖିବା ଉଚିତ । ଘରେ ଥିବା ଖଟରେ କେବେବି  ସୋଇକି ଖାଇବା କଥା ନୁହେଁ ।

ଏହା କରିବା ଦ୍ଵାରା ଆମେ ଖରାପ ସ୍ଵପ୍ନ ଦେଖି ଥାଉ । ଏବଂ ଆପଣଙ୍କ ଦରିଦ୍ରତା ବୃଦ୍ଧି ପାଇଜୀବ । ଘରର ମୁଖ୍ୟ ଦ୍ଵାର ସମ୍ମୁଖରେ କେବେବି ଜୋତା ଚପଲ ଏଠି ଶେଠୀ ପକାନ୍ତୁ ନାହିଁ କି ଓଲଟାଇ ପକାନ୍ତୁ ନାହିଁ ଏହା ଦ୍ଵାରା ଅସାନ୍ତି ଉତ୍ପନ ହୁଏ । ଘରେ ତିଆରି ହୋଇଥିବା ରୁଟି ର ପ୍ରଥମ ରୁଟି ଗାଇକି ଖାଇବା ପାଇଁ ଦିଅନ୍ତୁ  ଏହାଦ୍ବାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ହୁଏ ।

ଘରେ ପୂଜା କରୁଥିବା ସ୍ଥାନରେ କିମ୍ବା ଠାକୁର ଘରେ ସବୁବେଳେ ପାଣିଭର୍ତ୍ତି କରି  କଳସୀଟିଏ ରଖିବା ଉଚିତ ।  ଘରେ ସବୁବେଳେ ସୁଖ ଶାନ୍ତିର ବାତାବରଣ ରଖିବା ପାଇଁ ହେଲେ ମୁଖ୍ୟ ଦ୍ବାରର ଡାହାଣ ପାଖରେ ସ୍ଵସ୍ତିକ ଚିହ୍ନଟିଏ ଉଚିତ ।

ଘରେ ଥିବା ଔଷଧ ରଖୁଥାନ୍ତି ତେବେ ଏହାକୁ ଉତ୍ତର ପୂର୍ବ କୋଣରେ ରଖିବା ଉଚିତ । ଏହା ଦ୍ଵାରା ଔଷଧ ର ପ୍ରଭାବ ଭଲ ରହିଥାଏ ।  ଦକ୍ଷିଣ ପୂର୍ବ କୋଣକୁ ସବୁବେଳେ କମଳା ରଙ୍ଗ କିମ୍ବା ଗୋଲାପି ରଙ୍ଗ କରିବା ଉଚିତ ଏହାଦ୍ବାରା ଅଯଥା ବ୍ୟର୍ଥ ଖର୍ଚ୍ଚ କମ ହୁଏ । ଘରେ କେବେବି ବୁଢିଆଣୀ ବସା ହବାକୁ ଦିଅନ୍ତୁ  ନାହିଁ କିମ୍ବା ଧୁଳି ହେବାକୁ ଦିଅନ୍ତୁ ନାହିଁ ଏହାଦ୍ବାରା ଅଶାନ୍ତ ବୃଦ୍ଧି ହୋଇଥାଏ ।

କେବେବି ଦକ୍ଷିଣ ଦିଗକୁ ଗୋଡ କରି ଶୋଇବା ଉଚିତ ନୁହେଁ ଏହାଦ୍ବାରା ଅଶାନ୍ତି ଏବଂ ଖରାପ ସ୍ଵପ୍ନ ଆସିଥାଏ । ଘରେ ଶୋଇବା ବେଳେ ଆପଣ ଯଦି ପଶ୍ଚିମ ଦିଗକୁ ମୁହଁ କରି ସୋଇବେ ତାହେଲେ ଆଧ୍ୟାତ୍ମିକତା ବୃଦ୍ଧି ହୋଇ ଥାଏ ଏବଂ ମନ ଶାନ୍ତି ପ୍ରାପ୍ତି ହୋଇ ଥାଏ । ଘରେ କେବେବି ଧୂପ, ଦୀପ ଆରତୀ ମୁହଁରେ ଲିଭାଇବା ଉଚିତ ନୁହେଁ ଏହା ଅଶୁଭ ହୋଇଥାଏ । ଘରେ ସୁଖ ଶାନ୍ତି ବୃଦ୍ଧି ପାଇଁ ଏବଂ  ବାସ୍ତୁ ଦୋଷ ଦୂର କରିବା ପାଇଁ ତୁଳାଷୀ ଗଛ ଲଗାଇବା ଉଚିତ

ଏବଂ ପ୍ରତ୍ୟକ ଦିନ ପାଣି ଦେବା ଉଚିତ । ଘର ପରଦାରେ ଘୁଙ୍ଗୁରର ବାନ୍ଧିଲେ ତାର ଶବ୍ଦରେ ଘରେ ସବୁ ବେଳେ ପ୍ରସନ୍ନତାର ବାତାବରଣ ରହିଥାଏ । ରୋଷେଇ କରିବା ସମୟରେ କଡେଇ ରେ କିଛି ଗରମ କରିବା ଆଗରୁ କିଛି କ୍ଷୀର ଛିଟାମାରିବା ଉଚିତ । ଏହା ଦ୍ଵାରା ଆପଣ ରୋଗ ବ୍ୟାଧି ଠାରୁ ଦୂରେଇ ରହିବେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *