ନମସ୍କାର ବନ୍ଧୁଗଣ ହିନ୍ଦୁ ଧର୍ମ ରେ ହନୁମାନ ଙ୍କର ବହୁତ ମାନ୍ୟତା ରହିଛି ଏବଂ ଅନେକ ଲୋକ ତାଙ୍କୁ ଭକ୍ତି ଏବଂ ଶ୍ରଦ୍ଧା ର ସହିତ ପୂଜା ମଧ୍ୟ କରନ୍ତି । ସେ ହେଉଛନ୍ତି ଅଞ୍ଜନି ମାତାଙ୍କ ଲାଲ ସେ ସୂର୍ଯ୍ୟ କୁ ମଧ୍ୟ ଗିଳି ଦେଇଥିଲେ ।
ସେ ଥିଲେ ଶ୍ରୀ ରାମ ଙ୍କର ବହୁତ ବଡ଼ ଭକ୍ତ ନିକ ଛାତି ଚିରି ଦେଇ ସେ ଶ୍ରୀ ରାମ ଏବଂ ମାତା ସିତାଙ୍କ ବାସ ଦେଖେଇ ଥିଲେ । ତାଙ୍କୁ ଦେଖି କାଳ ଆପେ ଆପେ ପଳାଏ । ତେବେ ଆଜି ଆମେ ହନୁମାନ ଚାଳିସା ପଢିବା ଦ୍ୱାରା କଣ ଚମତ୍କାର ହୋଇଥିଲା ସେ ବିଷୟରେ କହିବୁ । ଯାହାକୁ ଦେଖି ଏବଂ ଶୁଣି ଆପଣ ଙ୍କୁ ମଧ୍ୟ ହନୁମାନ ଙ୍କର ଚମତ୍କାର ଏବଂ ଶକ୍ତି ଉପରେ ଅତୁଟ ବିଶ୍ୱାସ ଆସିଯିବ ।
ଆପଣ ଏହା ମଧ୍ୟ ବିଶ୍ୱାସ କରିବେ କି ଆଜି ପର୍ଯ୍ୟନ୍ତ ମଧ୍ୟ ହନୁମାନ ବାସ୍ତବରେ ରହିଛନ୍ତି ଏବଂ ଯେତେବେଳେ ବି ନିଜ ଭକ୍ତ ମାନଙ୍କ ଉପରେ ବିପଦ ଆସେ ସେ ସଙ୍ଗେ ସଙ୍ଗେ ତାଙ୍କ ସାହାଯ୍ୟ ପାଇଁ ପହଁଚି ଯାଇ ଥାଆନ୍ତି । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଆଲୋଚନା କରି ନେବା ।
ସେହି ବ୍ୟକ୍ତି ଜଣଙ୍କ ନାମ ହେଉଛି ଅମନ । ସେ ମୁମ୍ବାଇ ରେ ବାସ କରନ୍ତି । ସେ ନିୟମିତ ଭାବେ ସ୍ନାନ କରନ୍ତି ଏବଂ ନୂତନ ପୋଷାକ ପିନ୍ଧି ଥାଆନ୍ତି ଏବଂ ହନୁମାନ ଚାଳିସା ପଢ଼ିଥାନ୍ତି । ତା ପରେ ହିଁ ସେ ନିଜର ଭୋଜନ କିମ୍ବା ଜଳଖିଆ ନେଇଥାନ୍ତି । ସେ ମହାଦେବଙ୍କ ର ମଧ୍ୟ ଜଣେ ଭକ୍ତ ଥିଲେ କିନ୍ତୁ କୌଣସି ପାଠ ର ନିୟମ ଜଣା ନଥିଲା ଏବଂ ସେ ମଧ୍ୟ କୌଣସି ନିୟମ ର ପାଳନ ମଧ୍ୟ କରୁ ନଥିଲେ । କିନ୍ତୁ ଯଦି ବି ସେ ବେମାରୀ ରେ ରହିଥାନ୍ତି ତଥାପି ସେ ହନୁମାନ ଚାଳିସା ପଢିବା ଭୁଲନ୍ତି ନାହିଁ ଏବଂ ଏହି କାରଣ ଯୋଗୁଁ ସେ ବେଳେବେଳେ ସେ ନିଜ ଅଫିସରେ ମଧ୍ୟ ଡେରିରେ ପହଞ୍ଚି ଥାଆନ୍ତି ।
ଦିନେ ନିଜ ବସ ଙ୍କ କଥା ଅନୁସାରେ କୌଣସି କାମରେ ଓଡିଶା ଆସିଥିଲେ । ତେବେ ସେଠାରୁ ସେ ବାଲେଶ୍ଵର ଜିଲ୍ଲାରେ ନିଜ ଆଇ ଘରକୁ ପଳାଇଲେ ଏବଂ ରାତି ୧୨ ଟା ବେଳକୁ ରାସ୍ତା ରେ କେହି ଲୋକ ନାହାନ୍ତି । ତେବେ ରାସ୍ତା ରେ ଏକ ପହିଲମାନ ହୋଟେଲ ଥିଲା । ସେଠି ଯାଇ ସେ ପଚାରିଲେ କି ଯିବା ପାଇଁ କୌଣସି ସାଧନ ମିଳିବ । ତେବେ ସେ କହିଲେ କି ଏତେ ରାତିରେ କୌଣସି ସାଧନ ମିଳିବ ନାହିଁ ଏବଂ ସେ ତାଙ୍କ କୌଣସି ଗଳି ରେ ଯିବା ପାଇଁ କହିଲେ ଏବଂ ୧୫ ମିନିଟରେ ପହଞ୍ଚି ଯିବେ ।
କିଛି ସମୟ ଆଗକୁ ଯିବା ସମୟରେ ଜଣେ ମଣିଷ ଗୋଟିଏ ଘରରୁ ଅନ୍ୟ ଘରକୁ ଯାଉଛି । ତେବେ ସେ ଯିବା ସମୟରେ ତାର ପାଦର କିମ୍ବା ଚାଲିବାର କୌଣସି ଶବ୍ଦ ଶୁଣିଲା ନାହିଁ । କିଛି ସମୟ ଆଗକୁ ବଢ଼ିବା ପରେ ସେ ଏକ ଅଦ୍ଭୁତ ଘଟଣା ଦେଖିଲେ ଯାହା ଦେଖି ସେ ଡରିଗଲେ । ସେ ଯେଉଁଠି ଛିଡା ହୋଇଥିଲେ ତାର ଆଗକୁ ଏବଂ ପଛକୁ କୌଣସି ବି ଘର ନାହିଁ ଏବଂ କିଛି ନାହିଁ କିନ୍ତୁ ସେ ଲୋକ କୁ ସେ ସାଧାରଣ ଭାବେ ଯିବାର ଦେଖିଥିଲେ ଏବଂ ସେ ଯେଉଁ ଠାରୁ ବାହାରି ଥିଲା ସେ ଗୋଟିଏ ଖାଲି ଘର ଥିଲା ।
କିନ୍ତୁ ଗୋଟିଏ ମୁହୂର୍ତ୍ତରେ ସବୁ ଓଲଟା ପାଲଟା ହୋଇ ଗଲା । ସେହି ସ୍ଥାନରେ କିଛି ବି ନାହିଁ ବାସ ଖାଲି ପଡିଆ ଅଛି ତେବେ ସେ ଲୋକ ଟି କେମିତି ବାହାରିଲା ତାହା ଭାବି ଅମନ ବହୁତ ଡରି ଯାଉଥିଲେ । କିଛି ସମୟ ପରେ ପଶୁ ପକ୍ଷୀ ମାନଙ୍କ ର ଅଜବ ଶବ୍ଦ ଶୁଣିବାକୁ ମିଳିଲା ଏବଂ ଏପରି ଲାଗିଲା କି କିଏ ମୋତେ ମୋ କାନ୍ଧ କୁ ଧରି ରଖିଛି । କେଉଁ ଆଡେ ବୁଲି ମଧ୍ୟ ପାରୁ ନଥିଲେ ତେବେ ଅମନ ବହୁତ ଡରିଗଲେ ଏବଂ ଝାଳ ମଧ୍ୟ ବାହାରିବା ଆରମ୍ଭ ହୋଇଗଲା । ତାଙ୍କୁ କୌଣସି ବାଟ ବୁଦ୍ଧି ଦେଖା ଯାଉ ନଥିଲା ।
ପଛକୁ ବୁଲି ଦେଖିବାର ମଧ୍ୟ ସାହାସ ନଥିଲା । କିଛି ସମୟ ପରେ ମୁହଁ ରୁ ଆପେ ଆପେ ହନୁମାନ ଚାଳିସା ପାଠ ପଢିବାକୁ ଲାଗିଲେ ଏବଂ ଦୁଇ ପଦ ପରେ ତାଙ୍କୁ କିଏ ଧକ୍କା ଦେବା ଭଳି ଲାଗିଲା ଏବଂ ସେ ହନୁମାନ ପାଠ କୁ ବନ୍ଦ ନ କରି ଗାଇ ଗାଇ ଆଗକୁ ଗଲେ ଏବଂ ଯିବା ବେଳେ ଦୁଇ ଜଣ ଗାଡି ରେ ଆସୁଥିଲେ ତାଙ୍କୁ ଅଟକାଇ ସରାୟ ଯିବାର ରାସ୍ତା ପଚାରିଲେ ଏବଂ
ସେ ସବୁ କଥା ଶୁଣି କହିଲେକି ତୁମର ଭାଗ୍ୟ ବହୁତ ତେଜ କାରଣ ସେହି ଗଳି ରୁ କେହି ବି ଆଜି ପର୍ଯ୍ୟନ୍ତ ବଂଚିକି ଆସି ନାହାନ୍ତି । ତେବେ ଘରେ ପହଂଚି ଅମନ କୁ ଭୀଷଣ ଜ୍ଵର ହୋଇଗଲା ଏବଂ ସେ କେବେବି ସେହି ଘଟଣା କୁ ଭୁଲି ପାରିବେନି ବୋଲି ମଧ୍ୟ କହୁଥିଲେ । ହନୁମାନ ଙ୍କ ର ଏହି ଲୀଳା ବହୁତ ଆଶ୍ଚର୍ଯ୍ୟ କରିଦେଇ ଥିଲା ।
ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ