ବାଛନ୍ତୁ ନିଜ ପସନ୍ଦର କୌଣସି 1 କାର୍ଡ, ଦେଖିବା କିଏ ଆପଣଙ୍କ ଉପରେ ନଜର ରଖିଛି ? Love Quiz Game

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଅତ୍ୟନ୍ତ ରୋଚକ ନମ୍ବର କୁଇଜ ଗେମ ।

ବନ୍ଧୁଗଣ ଏହି ଗେମ ରେ ଆମେ ଆପଣଙ୍କୁ ନମ୍ବର ଅନୁସାରେ ୫ଟି କାର୍ଡ ଦେଖାଇବୁ ଏବଂ ଆପଣଙ୍କୁ ଏଥି ମଧ୍ୟରୁ ଯେ କୌଣସି ଗୋଟିଏ କାର୍ଡ କୁ ବାଛିବାକୁ ପଡ଼ିବ ଏବଂ ଏଥିପାଇଁ ଆପଣଙ୍କୁ ୫ ସେକେଣ୍ଡ ର ସମୟ ଦିଆଯିବ । ସେହି ୫ ସେକେଣ୍ଡ ମଧ୍ୟରେ ଆପଣଙ୍କୁ ଯେକୌଣସି ଗୋଟିଏ କାର୍ଡ କୁ ବାଛିବାକୁ ପଡ଼ିବ ।

ବନ୍ଧୁଗଣ ଆପଣ ଯେ କୌଣସି ଗୋଟିଏ କାର୍ଡ ବାଛିବା ପରେ ଆମେ ଆପଣ ମାନଙ୍କୁ କହିବୁ ଯେ ଆପଣ ବାଛିଥିବା ନମ୍ବର କାର୍ଡ ଅନୁସାରେ ଆପଣଙ୍କ ଉପରେ କିଏ ନଜର ରଖୁଛି । ତେବେ ବନ୍ଧୁଗଣ ବର୍ତ୍ତମାନ ଆମେ ଆପଣଙ୍କୁ ୫ଟି କାର୍ଡ ଦେଖାଇବୁ ଏବଂ ଆପଣଙ୍କୁ ୫ସେକେଣ୍ଡ ମଧ୍ୟରେ ଯେ କୌଣସି ଗୋଟିଏ କାର୍ଡ କୁ ବାଛିବାକୁ ପଡ଼ିବ ।

ତେବେ ବନ୍ଧୁଗଣ ଆଶା କରୁଛୁ ଆପଣ ନିଜ ଇଚ୍ଛା ଅନୁସାରେ ଗୋଟିଏ କାର୍ଡ ବାଛି ନେଇଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ଆପଣ ବାଛିଥିବା କାର୍ଡ ଅନୁସାରେ ଆପଣଙ୍କ ଉପରେ କିଏ ନଜର ରଖୁଛି । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମେ ଆସନ୍ତୁ ଜାଣିବା ନମ୍ବର ୧ ରେ ଥିବା କାର୍ଡ ସମ୍ବନ୍ଧରେ । ଯଦି ଆପଣ ପ୍ରଥମ ନମ୍ବର ରେ ଥିବା କାର୍ଡ ର ଚିତ୍ର କୁ ବାଛିଛନ୍ତି ତେବେ ଏହାର ଅର୍ଥ, ଆପଣଙ୍କ ପ୍ରଥମ ପ୍ରେମ ଯିଏ ବର୍ତ୍ତମାନ ପର୍ଯ୍ୟନ୍ତ ଆପଣଙ୍କୁ ଭୁଲି ପାରି ନାହାନ୍ତି ସେ ଆପଣଙ୍କ ଉପରେ ନଜର ରଖୁଛନ୍ତି ।

୨. ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ନମ୍ବର ୨ ରେ ଥିବା କାର୍ଡ ସମ୍ବନ୍ଧରେ । ଯଦି ଆପଣ ଦ୍ଵିତୀୟ ନମ୍ବର ରେ ଥିବା କାର୍ଡ ର ଚିତ୍ର କୁ ବାଛିଛନ୍ତି ତେବେ ଏହାର ଅର୍ଥ, ଆପଣଙ୍କ ବନ୍ଧୁ ଅଥବା ସମ୍ପର୍କୀୟ ଆପଣଙ୍କ ଉପରେ ନଜର ରଖୁଛନ୍ତି ।

୩. ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ନମ୍ବର ୩ ରେ ଥିବା କାର୍ଡ ସମ୍ବନ୍ଧରେ । ଯଦି ଆପଣ ତୃତୀୟ ନମ୍ବର ରେ ଥିବା କାର୍ଡ କୁ ବାଛିଛନ୍ତି ତେବେ ଏହାର ଅର୍ଥ, ଆପଣଙ୍କ ଜୀବନସାଥୀ ଆପଣଙ୍କ ଉପରେ ନଜର ରଖୁଛନ୍ତି ।

୪. ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ନମ୍ବର ୪ ରେ ଥିବା କାର୍ଡ ସମ୍ବନ୍ଧରେ । ଯଦି ଆପଣ ଚତୁର୍ଥ ନମ୍ବର ରେ ଥିବା କାର୍ଡ କୁ ବାଛିଛନ୍ତି ତେବେ ଏହାର ଅର୍ଥ, ଆପଣଙ୍କ କ୍ରସ୍ ଯିଏ ଆପଣଙ୍କୁ ନିଜ ମନ ଭିତରେ ପସନ୍ଦ କରୁଛନ୍ତି ସେ ଆପଣଙ୍କ ଉପରେ ନଜର ରଖୁଛନ୍ତି ।

୫. ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ନମ୍ବର ୫ ରେ ଥିବା କାର୍ଡ ସମ୍ବନ୍ଧରେ । ଯଦି ଆପଣ ପଞ୍ଚମ ନମ୍ବର ରେ ଥିବା କାର୍ଡ କୁ ବାଛିଛନ୍ତି ତେବେ ଏହାର ଅର୍ଥ, ଆପଣଙ୍କ ଉପରେ ନଜର ରଖୁଥିବା ବ୍ୟକ୍ତି ଅନ୍ୟ କେହି ନୁହେଁ ବରଂ ଆପଣଙ୍କ ପ୍ରିୟ ମିତ୍ର ଅଟନ୍ତି ଯିଏ ଆପଣଙ୍କୁ ବହୁତ ଭଲ ପାଆନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *