ରାମ ନାମ ସତ୍ୟ ହେ କଣ ପାଇଁ କୁହାଯାଏ, ନିଶ୍ଚୟ ଦେଖନ୍ତୁ- Garuda Puran

ନମସ୍କାର ବନ୍ଧୁଗଣ ଆମେ ଜାଣିଛୁ କି ଏହି ମର୍ତ୍ତ୍ୟରେ ଯିଏ ବି ଜନ୍ମ ଗ୍ରହଣ କରିଛି ସେ ଦିନେ ନା ଦିନେ ତାର ମୃ-ତ୍ୟୁ ସୁନିଶ୍ଚିତ । ଏବଂ ଏହା ହେଉଛି ଦୁନିଆ ର ସବୁଠାରୁ ବଡ଼ ସତ୍ୟ । ଏବଂ ବନ୍ଧୁଗଣ ଆପଣ ମାନେ ଧ୍ୟାନ ଦେଇଥିବେ କି ହିନ୍ଦୁ ଧର୍ମ ରେ ଯେବେବି କାହାର ମୃ-ତ୍ୟୁ ହୋଇ ଯାଇଥାଏ ।

ଯେବେ ତାର ଶ-ବ ଯାତ୍ରା ରେ ଶ-ବ ପଛରେ ଚାଲୁଥିବା ଲୋକମାନେ ରାମ ନାମ ସତ୍ୟ ହେ କହିକି ଚାଲି ଥାଆନ୍ତି । କିନ୍ତୁ ଆପଣ ମାନେ କଣ ଜାଣିଛନ୍ତି କି ଶ-ବ ଯାତ୍ରା ରେ ଏହି ଭଳି କଣ ପାଇଁ କୁହା ଯାଇଥାଏ । ତେବେ ଆସନ୍ତୁ ଏହି ବିଷୟରେ ଜାଣିନେବା ।

ଧର୍ମ ଗ୍ରନ୍ଥ ମହାଭାରତ ରେ ଯୁଧିଷ୍ଠିର ରାମ ନାମ ସତ୍ୟ ହେ ର ରହସ୍ୟ ବିଷୟରେ କହିଲେ କି । ମୃ-ତ ଶରୀର କୁ ଯେବେ ସ୍ମଶାନ କୁ ନିଆ ଯାଇଥାଏ । ତେବେ ଶ-ବ ପଛରେ ଚାଲୁଥିବା ଲୋକମାନେ ରାମ ନାମ ସତ୍ୟ ହେ ବୋଲି କୁହନ୍ତି । କିନ୍ତୁ ଶ-ବ ଦା-ହ ପରେ ଏହା ପଞ୍ଚ ତତ୍ତ୍ୱ ରେ ବିଲୀନ ହୋଇ ଯାଇଥାଏ । ଯେବେ ସାଥିରେ ଯାଇଥିବା ଲୋକ ଫେରି ଥାଆନ୍ତି ସେତେବେଳେ ସେମାନେ ରାମ ନାମ କୁ ଭୁଲି କରି ନିଜ ଦୁନିଆ ରେ ବ୍ୟସ୍ତ ହୋଇ ଯାଇଥାନ୍ତି ।

ଏହାପରେ ମୃ-ତ ବ୍ୟକ୍ତି ର ଘର ଲୋକେ ତାର ସମ୍ପତ୍ତି ପାଇଁ ନିଜ ନିଜ ଭିତରେ ଲଢେ଼ଇ ଏବଂ କଳହ ଆରମ୍ଭ କରି ଦେଇଥାନ୍ତି । ଏହା ପରେ ଯୁଧିଷ୍ଠିର କୁହନ୍ତି କି ପ୍ରତ୍ୟେକ ବ୍ୟକ୍ତି କେବେ ନା କେବେ କାହାର ବି ଶ-ବ ଯାତ୍ରା ରେ ଯାଇଥାଏ  ଏବଂ ରାମ ନାମ ସତ୍ୟ ହେ ଉଚ୍ଚାରଣ କରିଥାଏ । ପରନ୍ତୁ ଶ୍ମଶାନ ଘାଟ ରୁ ବାହାରକୁ ଆସିବା ମାତ୍ରେ ହିଁ ସେମାନେ ଏହି ସତ୍ୟ କୁ ଭୁଲି ଯାଇଥାନ୍ତି ।

ପ୍ରତ୍ୟେକ ବ୍ୟକ୍ତି ସବୁଦିନେ କାହାର ନ କାହାର ମୃ-ତ୍ୟୁ ର ଖବର ଶୁଣି ଥାଏ । ଏହା ସତ୍ତ୍ୱେ ବି ମନୁଷ୍ୟ ସବୁଠାରୁ ବଡ଼ ସତ୍ୟ କୁ ଗ୍ରହଣ କରି ନଥାଏ । ଏବଂ ଏହା ଠାରୁ ଆଉ ବଡ଼ ଆଶ୍ଚର୍ଯ୍ୟ ଆଉ କଣ ହୋଇ ପାରେ । ଧର୍ମ ଗ୍ରନ୍ଥ ରେ ଏହା ମଧ୍ୟ କୁହାଯାଏ କି ଯେମିତି ମୃ-ତ୍ୟୁ ଏକ ଅଟଳ ସତ୍ୟ ଅଟେ ସେହି ଭଳି ରାମ ନାମ ମଧ୍ୟ ସତ୍ୟ ଅଟେ ।

ରାମ ନାମ ସତ୍ୟ ହେ କହିବାର କାରଣ ହେଉଛି କି ଏହା ମୃ-ତ ବ୍ୟକ୍ତି କୁ ଶୁଣାଯାଏ ନାହିଁ ସେହି ଶ-ବ ଯାତ୍ରା ରେ ଯାଉଥିବା ବ୍ୟକ୍ତି ମାନଂକୁ କୁହାଯାଏ । କି ଜୀଵନ ଥିବା ପର୍ଯ୍ୟନ୍ତ ଏବଂ ଜୀଵନ ଯିବା ପରେ ମଧ୍ୟ କେବଳ ରାମ ନାମ ହିଁ ସତ୍ୟ ହୋଇଥାଏ । ଏବଂ ବାକି ସବୁ ବ୍ୟର୍ଥ ଅଟେ । ଏହି ପରମ୍ପରା ଆଜି ନୁହେଁ ବରଂ ପୌରାଣିକ କାଳ ରୁ ହିଁ ଚାଲି ଆସୁଛି ।

ଯେବେ ରାମ ନାମ ର ଜପ କରାଯାଇ ଥାଏ ସେତେବେଳେ ମୃ-ତ ଆତ୍ମା କୁ ଶାନ୍ତି ଏବଂ ମୁକ୍ତି ମିଳିଥାଏ । ଏବଂ ମାନ୍ୟତା ଅଛି କି ମୃ-ତ ବ୍ୟକ୍ତି ର ଶ-ବ ଯାତ୍ରା ରେ ରାମ ନାମ ସତ୍ୟ ହେ କହିବା ଦ୍ୱାରା ସେ ଜୀଵନ ମୃ-ତ୍ୟୁ ଚକ୍ର ରୁ ମୁକ୍ତ ହୋଇଥାଏ । ଏବଂ ତାକୁ ଶ୍ରୀ ହରି ଙ୍କ ପାଖରେ ସବୁଦିନ ସ୍ଥାନ ମିଳି ଯାଇଥାଏ ।

ଶାସ୍ତ୍ର ଅନୁସାରେ ରାମ ନାମ ଜପ କରିବା ଦ୍ୱାରା ମନୁଷ୍ୟ ମନରେ ଖରାପ ବିଚାର ଆସେ ନାହିଁ ଏବଂ ସେ ଜଣେ ସୁଜନ ଭାବେ ଗଢି ଉଠେ । ଏବଂ ସତ୍ୟ ମାର୍ଗ ରେ ଚାଲିବାକୁ ଚେଷ୍ଟା କରି ଥାଏ । ତେଣୁ ଆମ ଜୀବନରେ ରାମ ନାମ ର ବହୁତ ମହତ୍ତ୍ୱ ରହିଛି । ଏବଂ ଏହି ମନ୍ତ୍ର କୁ ଜପ କରିବା ଦ୍ୱାରା ଆମେ ଜୀଵନ ର ସବୁ କିଛି ପାଇଁ ପାରି ଥାଉ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *