ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ମନୁଷ୍ୟ ଜୀବନ ରେ ଅନେକ ପ୍ରକାର ଘଟଣା ଘଟିଥାଏ । ସେହି ଘଟଣା ଗୁଡ଼ିକ ମଧ୍ୟରୁ କିଛି ଘଟଣା ଶୁଭ ହୋଇଥାଏ ଏବଂ କିଛି ଅଶୁଭ । ଧାର୍ମିକ ମାନ୍ୟତା ଅନୁସାରେ ଏଭଳି କିଛି ସଂକେତ ଅଛନ୍ତି ଯାହା ବହୁତ ହି ଶୁଭ ହୋଇଥାଏ ।
ମନୁଷ୍ୟ ଜୀବନ ରେ ଘଟୁଥିବା ଘଟଣା ରୁ ହିଁ ତାକୁ କିଛି ସଂକେତ ମିଳିଥାଏ । ସେହି ସଂକେତ ଗୁଡ଼ିକ ମଧ୍ୟରୁ କିଛି ଶୁଭ ହୋଇଥାଏ ତ କିଛି ଅଶୁଭ । ତେବେ ମନୁଷ୍ୟ କୁ ଏଭଳି କିଛି ସଂକେତ ମିଳିଥାଏ ଯାହା ଭବିଷ୍ୟ ରେ ଆସୁଥିବା ଶୁଭ ସମୟ ର ଇସାରା ଦେଇଥାଏ ।
ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସେହି ସଂକେତ ଗୁଡ଼ିକ ସମ୍ବନ୍ଧରେ କହିବୁ ଯାହା ବହୁତ ଶୁଭ ହୋଇଥାଏ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
୧. ବନ୍ଧୁଗଣ ପ୍ରଥମତଃ, ହିନ୍ଦୁ ଧର୍ମ ରେ ଗାଈ କୁ ଦେବୀ ସ୍ୱରୂପ ବୋଲି ବିବେଚନା କରାଯାଏ ଏବଂ ସନାତନ ଧର୍ମ ରେ ଗାଈ କୁ ପୂଜା ମଧ୍ୟ କରାଯାଏ । ଯଦି କୌଣସି ବ୍ୟକ୍ତି ର ଦ୍ୱାର କୁ ଗାଈ ଆସିଥାଏ ତେବେ ତାହା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ । ଯଦି ଆପଣଙ୍କ ଘର ଦ୍ୱାର ସମ୍ମୁଖ କୁ ମଧ୍ୟ ଗାଈ ଆସୁଛି ତେବେ ଏହାର ଅର୍ଥ ଆପଣଙ୍କୁ ଭବିଷ୍ୟତ ରେ ଧନ ଲାଭ ହେବ ଏବଂ ଧନ ଦେବୀ ମାତାଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ।
୨. ବନ୍ଧୁଗଣ ଦ୍ବିତୀୟତଃ, ଶୁଆ ଏକ ଏଭଳି ପକ୍ଷୀ ଯାହାକୁ ପ୍ରାୟତଃ ବ୍ୟକ୍ତି ନିଜ ଘରେ ପାଳିବାକୁ ପସନ୍ଦ କରନ୍ତି । କିନ୍ତୁ ଯଦି ଗୋଟିଏ ଶୁଆ ଆପଣଙ୍କ ଘର ସାମ୍ନା ରୁ ଉଡିକରି ଯାଉଛି ଏବଂ କଥା କହୁଛି ତେବେ ତାହା ଅତ୍ୟନ୍ତ ଶୁଭ ସଂକେତ ହୋଇଥାଏ । ଏହାର ଅର୍ଥ ବହୁତ ଶୀଘ୍ର ଆପଣଙ୍କ ଭାଗ୍ୟ ଚମକିବାକୁ ଯାଉଛି ଏବଂ ଆପଣଙ୍କୁ ଭବିଷ୍ୟତ ରେ ସୌଭାଗ୍ୟ ମଧ୍ୟ ପ୍ରାପ୍ତ ହେବ ।
୩. ବନ୍ଧୁଗଣ ତୃତୀୟତଃ, ଝିଟିପିଟି କୁ ଦେଖିଲେ ପ୍ରାୟତଃ ଲୋକ ଡରି ଯାଆନ୍ତି ଏବଂ ତାକୁ ଦୂର କରିବାକୁ ପ୍ରୟାସ କରନ୍ତି । କିନ୍ତୁ ଝିଟିପିଟି ବହୁତ ଶୁଭ ହୋଇଥାଏ । ଯଦି ଆପଣଙ୍କ ମଥା ରେ ଝିଟିପିଟି ପଡ଼ିଥାଏ ତେବେ ଏହା ବହୁତ ଶୁଭ ସଂକେତ ହୋଇଥାଏ । ଏହାର ଅର୍ଥ ନିକଟ ଭବିଷ୍ୟତରେ ଆପଣଙ୍କୁ ଧନ ପ୍ରାପ୍ତି ହେବାକୁ ଯାଉଛି ।
୪. ବନ୍ଧୁଗଣ ଚତୁର୍ଥତଃ, ଘର ଭିତରେ ପିମ୍ପୁଡ଼ି ଯିବା ଆସିବା କରିବା ସ୍ୱାଭାବିକ ହୋଇଥାଏ । କିନ୍ତୁ ଯଦି ଆପଣ ଏକ କଳା ପିମ୍ପୁଡ଼ି କୁ ନିଜ ଘରେ ମୁହଁ ରେ ଚାଉଳ ନେଇ ଯାଉ ଥିବାର ଦେଖୁଛନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ସଂକେତ ହୋଇଥାଏ । ଏହାର ଅର୍ଥ ଆପଣଙ୍କୁ ଭବିଷ୍ୟତ ରେ ଧନ ଲାଭ ହେବାକୁ ଯାଉଛି ଏବଂ ଧନ ର ଦେବୀ ମାତାଲକ୍ଷ୍ମୀ ଆପଣଙ୍କ ଉପରେ ନିଜର କୃପାଦୃଷ୍ଟି ପକାଇବେ ଏବଂ ଆପଣଙ୍କ ଜୀବନ ରେ କେବେବି ଧନ ର ଅଭାବ ରହିବ ନାହିଁ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।